ରୁଷିଆର ପଛଘୁଞ୍ଚା ସଙ୍କେତ

କିଭ୍‌/ମସ୍କୋ,୨୬ା୩: ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ପାଶ୍ଚାତ୍ୟର ନେତାମାନେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ସପକ୍ଷରେ ଏକାଠି ହୋଇ ଜରୁରୀ ସମ୍ମିଳନୀ କରିବାର ଦିନକ ପରେ ଏହାର ସୁଫଳ ଦେଖିବାକୁ ମିଳିଛି। କିଭ୍‌ ଆକ୍ରମଣକୁ ମାସେ ପୂରିଥିବାବେଳେ ନାଟୋ, ଇୟୁ ଏବଂ ଜି-୭ ନେତାମାନେ ମସ୍କୋକୁ ଏକଘରିକିଆ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ରୁଷିଆ ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ନାଟୋ ଏହାର ଜବାବ ଦେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଏଭଳି ସମୟରେ ରୁଷିଆର ସାମରିକ ବଳ ପଛଘୁଞ୍ଚାର ସଙ୍କେତ ଦେଇଛି।
ୟୁକ୍ରେନୀୟ ସୈନ୍ୟ କିଭ୍‌ ସମେତ ଅନ୍ୟ କେତେକ ସହରକୁ ପୁନଃ ଦଖଲ କରିବାରେ ଲାଗିଛନ୍ତି। ସେମାନେ ରୁଷୀୟ ସୈନ୍ୟଙ୍କୁ ପ୍ରାୟ ୩୫ କି.ମି. ପର୍ଯ୍ୟନ୍ତ ଘଉଡ଼ାଇଦେଇଥିବା କୁହାଯାଉଛି। ଫଳରେ ୟୁକ୍ରେନ୍‌ ଦଖଲର ମହତ୍ତ୍ୱାକାଂକ୍ଷା ଛାଡ଼ିବାକୁ ରୁଷିଆ ବାଧ୍ୟ ହୋଇଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମସ୍କୋ କେବଳ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଲୁହନ୍‌ସ୍କ ଓ ଡୋନେସ୍କର ସୀମିତ ଅଞ୍ଚଳ ଉପରେ ଫୋକସ୍‌ କରିପାରେ। ପ୍ରଥମ ପର୍ଯ୍ୟାୟ ଅପରେଶନ ଆପାତତଃ ସଫଳ ହୋଇଛି। ଏବେ ୟୁକ୍ରେନ୍‌ ପୂର୍ବରେ ଥିବା ଉପରୋକ୍ତ ଦୁଇ ଅଞ୍ଚଳକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ନେଇ ଚିନ୍ତାରେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୯ା୧୦: ପାକିସ୍ତାନରେ ଅସ୍ଥିରତା ସୃଷ୍ଟିକରିବା ଲାଗି ଭାରତ ଆଫଗାନିସ୍ତାନ ମାଟିରୁ ଇସ୍‌ଲାମାବାଦକୁ ଟାର୍ଗେଟ୍‌ କରିପାରେ। ମୋଦି ସରକାର କେବଳ ପାକିସ୍ତାନ ବିରୋଧୀ ନୁହନ୍ତି ବରଂ...

କୁକୁରକୁ ଡକ୍ଟରେଟ୍‌ ଡିଗ୍ରୀ

ରିଚ୍‌ମୋଣ୍ଡ୍‌,୧୯।୫: ମଣିଷକୁ ଡକ୍ଟରେଟ୍‌ ଡିଗ୍ରୀ ମିଳିଥାଏ। ତେବେ କୁକୁରକୁ ଏଭି ଡିଗ୍ରୀ ମିଳିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଭର୍ଜିନିଆର ଭେଟେରେନାରୀ ମେଡିସିନ୍‌ କଲେଜ...

ଟେକ୍ସାସ ଗୁଳିକାଣ୍ଡରେ ୨୧ ମୃତ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ରାଷ୍ଟ୍ରପତି

ଟେକ୍ସାସ,୨୫ ।୫: ଆମେରିକାର ଟେକ୍ସାସରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ ଅନୁସାରେ) ଜଣେ ୧୮ ବର୍ଷିୟ ବାଳକ ହଠାତ୍ ଆଖିବୁଜା ଗୁଳିଚାଳନା...

ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଭୂସ୍ବର୍ଗ ନ ହେଉ

ଓ୍ବାଶିଂଟନ, ୩୦।୧୦(ପି.ଟି.): ଆଫଗାନିସ୍ତାନ ଯେପରି ଆତଙ୍କବାଦୀମାନଙ୍କ ଭୂସ୍ବର୍ଗ ନ ପାଲଟେ ତାହା ସୁନିଶ୍ଚିତ କରିବାକୁ ଭାରତ ଓ ଆମେରିକା ତାଲିବାନକୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦର ମୁକାବିଲା...

ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ

ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ...

କାବୁଲ ସେନା ହସ୍ପିଟାଲ ନିକଟରେ ବିସ୍ଫୋରଣ: ୧୯ ମୃତ, ୫୦ ଆହତ

କାବୁଲ,୨ ।୧୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣିଥରେ ବିସ୍ଫୋରଣର ଶବ୍ଦ ଶୁଭିଛି । ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣରେ ୧୯ଜଣଙ୍କ ମୃତ୍ୟୁ ହେବା ସହ ୫୦...

ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ...

ଶ୍ରୀଲଙ୍କା ଫେରିବେ ଗୋଟାବାୟା

କଲମ୍ବୋ, ୨୭ା୭: ଶ୍ରୀଲଙ୍କାବରେ ଜନଆନ୍ଦୋଳନ ମୁଣ୍ଡ ଟେକିବା ପରେ ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୀଘ୍ର ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।...

Advertisement
Archives

Model This Week