ଅନ୍ତର୍ଜାତୀୟ

ବିମାନ ଚଳାଚଳକୁ ୫ଜି ବିପଦ

ଓ୍ବାଶିଂଟନ,୧୯।୧: ଟେଲିକମ୍‌ କମ୍ପାନୀ ଏଟିଆଣ୍ଡଟି ଏବଂ ଭେରିଜନ୍‌ ପକ୍ଷରୁ ଖୁବ୍‌ଶୀଘ୍ର ନୂଆ ୫ଜି ସେବା ଆରମ୍ଭ ହେବାକୁ ଥିବାବେଳେ ବିମାନ ଚଳାଚଳ କ୍ଷେତ୍ରରେ ଏହା ବଡ଼ ସଙ୍କଟ ସୃଷ୍ଟି କରିବ ବୋଲି ଆମେରିକାର ବୃହତ୍‌ ଯାତ୍ରୀବାହୀ ଓ କାର୍ଗୋ କ୍ୟାରିୟର୍‌ଗୁଡ଼ିକର ମୁଖ୍ୟ…

ଟେସଲା କାର୍‌କୁ ହ୍ୟାକ୍‌ କରି ଦେଖାଇଲେ

ନୁୟର୍କ,୧୮।୧: ଜର୍ମାନୀର ୧୯ ବର୍ଷୀୟ ସାଇବର ସିକ୍ୟୁରିଟି ରିସର୍ଚ୍ଚର ଡେଭିଡ୍‌ କଲମ୍ବୋ ଦୁର୍ଘଟଣା ବଶତଃ ଏକ ବଡ଼ ଆବିଷ୍କାର କରିଛନ୍ତି। ସେ ଏକ ଫ୍ରେଞ୍ଚ କମ୍ପାନୀର ସିକ୍ୟୁରିଟି ଅଡିଟ୍‌ କଲା ବେଳେ ଅସାଧାରଣ ସଫ୍ଟଓ୍ବେୟାର ପ୍ରୋଗ୍ରାମ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।…

‘ କେବଳ ମିଳିତ ଉଦ୍ୟମ ଦ୍ୱାରା ମହାମାରୀର ଅନ୍ତ ସମ୍ଭବ’

ଡାଭୋସ,୧୮।୧: କରୋନା ମହାମାରୀରୁ ମୁକ୍ତି ପାଇବାକୁ ହେଲେ ମିଳିତ ଉଦ୍ୟମ ଜରୁରୀ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ କହିଛନ୍ତି। ସାରା ବିଶ୍ୱରେ ଟିକାର ସୁଷମ ବଣ୍ଟନ ଏବଂ ଟିକାକରଣ ବଢ଼ାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ତେବେ ପରସ୍ପରକୁ ଦୋଷାରୋପ…

ଚେତାବନୀ, ସମସ୍ତଙ୍କର ଟିକାକରଣ ନ ହେଲେ, ଆସୁଥିବ ନୂଆ ନୂଆ ଭାରିଆଣ୍ଟ…

ନୂଆଦିଲ୍ଲୀ, ୧୮।୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ୨୦୨୨ ବର୍ଷରେ ବହୁବିଧ ସଂସ୍କାର ଆଣିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ସମାନତା ଏବଂ ନିରପେକ୍ଷତାର ଆଧାରରେ…

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ: ନେଲା ୨୬ ଜୀବନ

ହେରାତ୍‌,୧୮।୧: ପଶ୍ଚିମ ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଏନେଇ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଭୂକମ୍ପର ତୀବ୍ରତା ୫.୬ ରହିଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ୱ ଘର…

ଟିକା ନ ନେଲେ କାଫେ-ରେସ୍ତୋରାଁରେ ପ୍ରବେଶ ମନା

ପ୍ୟାରିସ,୧୮ ।୧: କରୋନା ମହାମାରୀ ସାରା ବିଶ୍ୱକୁ କଲବଲ କରୁଥିବା ବେଳେ ଏବେ ଏହାକୁ ରୋକିବାକୁ ଫ୍ରାନ୍ସ ସଂସଦରେ ନୂଆ ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେଉଁମାନେ କରୋନା ଟିକା ନ ନେଇଛନ୍ତି ସେମାନଙ୍କୁ କାଫେ, ରେସ୍ତୋରାଁ,…

ଆମେରିକାରେ କରୋନା ପାଲଟିଛି ଶିଶୁଙ୍କ ପାଇଁ ବଡ ଶତ୍ରୁ

ୱାଶିଂଟନ,୧୮ ।୧: କରୋନାର ପ୍ରଭାବ ଶିଶୁଙ୍କ ଉପରେ ବେଶୀ ରହିବ ନାହିଁ । ଏବେ ଏହାର ବିପରିତ ପରିଣାମ ଆମେରିକାରେ ଦେଖିବାକୁ ମିଳିଲାଣି । ଏବେ ଶିଶୁଙ୍କ ପାଇଁ କରୋନା ସବୁଠାରୁ ବଡ ଶତ୍ରୁ ପାଲଟିଛି । ଯାହା ସାରା ବିଶ୍ୱ…

ମହିଳାଙ୍କ ହତ୍ୟାକାରୀ ନିଜକୁ ଭଗବାନ କହିଲେ

ନ୍ୟୁୟର୍କ, ୧୭ା୧: ନ୍ୟୁୟର୍କରେ ଟାଇମ୍ସ ସ୍କୋୟାର ସବ୍‌ଓ୍ବେ ଷ୍ଟେଶନରେ ସାଇମନ୍‌ ମାର୍ସିଆଲ ନାମକ ଜଣେ ବ୍ୟକ୍ତି ଜଣେ ୪୦ ବର୍ଷୀୟା ମହିଳାଙ୍କୁ ଶନିବାର ଟ୍ରେନ୍‌ ଆଗକୁ ଠେଲି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ହତ୍ୟାକାଣ୍ଡ ପରେ ସେ…

ୟୁଏଇ ବିସ୍ଫୋରଣରେ ୨ ଭାରତୀୟ ମୃତ

ନୂଆଦିଲ୍ଲୀ,୧୭।୧: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ପେଟ୍ରୋଲ ଟ୍ୟାଙ୍କ ବିସ୍ଫୋରଣରେ ୨ ଭାରତୀୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଆହୁରି ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦେଶର ଅନ୍ୟତମ ବୃହତ୍‌ ତେଲ ସଂରକ୍ଷଣ…

ପୁଣି ୨ କ୍ଷେପଣାସ୍ତ୍ର ପରୀକ୍ଷା କଲେ ଏକଛତ୍ରବାଦୀ ଶାସକ …

ସିଓଲ, ୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ପୁଣି ଥରେ ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏନେଇ ଦକ୍ଷିଣ କୋରିଆ ଏବଂ ଜାପାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଉତ୍ତର କୋରିଆ ସମୁଦ୍ରକୁ ଆଉ ଦୁଇଟି…

ଅଧା ଯାତ୍ରାରୁ ବିମାନ ଉଡାଇବାକୁ ମନାକଲେ ପାଇଲଟ, କହିଲେ ସିଫ୍ଟ ସରିଯାଇଛି

ଇସଲାମାବାଦ,୧୭ ।୧: ରବିବାର ପାକିସ୍ତାନର ଜଣେ ପାଇଲଟ ସୌଦି ଆରବର ରାଜଧାନୀ ରିୟାଦରୁ ଏକ ବିମାନକୁୁ ଇସଲାମାବାଦ ଆଣିବାକୁ ମନା କରି ଦେଇଥିଲେ । ସେ କହିଥିଲେ କି ତାଙ୍କ ସିଫ୍ଟର ସମୟ ଶେଷ ହୋଇଛି ତେଣୁ ଏବେ ଆଉ ସେ…

୨୪ ଘଣ୍ଟାରେ ଓମିକ୍ରନ୍‌ ଆକ୍ରାନ୍ତ ପାଲଟୁୁଛନ୍ତି ସୁପର ସ୍ପ୍ରେଡର୍‌ …

ଓ୍ବାଶିଂଟନ, ୧୭।୧ : କରୋନା ମହାମାରୀର ଓମିକ୍ରନ ଭାରିଆଣ୍ଟ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଊଛି। ଫଳରେ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ସୁପର ସ୍ପ୍ରେଡର୍‌ ପାଲଟୁଛନ୍ତି। ସଂକ୍ରମିତ ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ ସଂସ୍ପର୍ଶରେ ଆସୁଥିବା ଅନ୍ୟ ଜଣକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri