ୟୁକ୍ରେନ୍‌ ଯିବ ଫୋରେନ୍‌ସିକ୍‌ ଟିମ୍‌

ହେଗ୍‌,୯ା୪: ୧୯୯୦ର ବଲ୍‌କାନ୍‌ ସଂଘର୍ଷରୁ ନେଇ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପର୍ଯ୍ୟନ୍ତ ନିଖୋଜ ଓ ନିହତଙ୍କ ପରିଚୟ ଚିହ୍ନଟ ପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠନ କରାଯାଇଛି। ଏହି ସଂସ୍ଥାର ଫୋରେନ୍‌ସିକ୍‌ ଟିମ୍‌ ଆସନ୍ତା ସପ୍ତାହରେ ୟୁକ୍ରେନ୍‌ ଗସ୍ତ କରି ନିଖୋଜ ଓ ମୃତକଙ୍କ ପରିବାର ସଦସ୍ୟଙ୍କ ଡିଏନ୍‌ଏ ନମୁନା ସଂଗ୍ରହ କରିବ। କିଭ୍‌ କର୍ତ୍ତୃପକ୍ଷ ନେଦରଲାଣ୍ଡ୍‌ସର ହେଗ୍‌ ଯାଇ ଇଣ୍ଟରନ୍ୟାଶନାଲ କମିଶନ ଅନ୍‌ ମିସିଂ ପର୍ସନ୍ସଙ୍କୁ ଏନେଇ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଇଟ ହାଉସରୁ ହଟିଲା ବିଲ୍‌ କ୍ଲିଣ୍ଟନ, ଜର୍ଜ ବୁଶଙ୍କ ଫଟୋ

ଓ୍ବାଶିଂଟନ,୧୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ଓ ବିଲ୍‌ କ୍ଲିଣ୍ଟନଙ୍କ ସମ୍ମାନରେ ଆଞ୍ଚ ଆସିଛି। ହ୍ବାଇଟ ହାଉସରେ ଥିବା ଏହି ଦୁଇ ରାଷ୍ଟ୍ରପତିଙ୍କ ଫଟୋକୁ...

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ

ପୁତ୍ରଜୟା, ୯ା୩: ଦୁର୍ନୀତି ମାମଲାରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ୍‌ ୟାସିନ୍‌ଙ୍କୁ ଗୁରୁବାର ଗିରଫ କରାଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ତାଙ୍କ ଉପରେ...

ନୂଆବର୍ଷ ପାଳନ ସମୟରେ ୧୮ ଜଣଙ୍କ ମୃତ୍ୟୁ

ତିଗୁସିଗାଲପା,୨ ।୧: ହଣ୍ଡୁରାସ ପୋଲିସର ସୂଚନା ଅନୁଯାୟୀ, ନୂଆବର୍ଷ ପାଳନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି ।...

ନେଦରଲ୍ୟାଣ୍ଡରେ ଚାଇନା ଖୋଲିଛି ପୋଲିସ ଷ୍ଟେଶନ! ରିପୋର୍ଟକୁ ନେଇ ଆଲୋଡନ…

ଆମଷ୍ଟରଡାମ,୨୮।୧୦: ନେଦରଲ୍ୟାଣ୍ଡରେ ଦୁଇଟି ପୋଲିସ ଷ୍ଟେଶନ ଖୋଲିଛି ଚାଇନା। ଏଭଳି କିଛି ଦାବି ହେବା ପରେ ଡଚ୍‌ ସରକାର ଆକ୍ସନ ମୁଡ୍‌କୁ ଆସି ତଦନ୍ତ ଆରମ୍ଭ...

ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ

ରିୟାଧ୍‌, ୨୯ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ...

ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ଆତଙ୍କ, ମଙ୍ଗଳବାର ରାତିରେ କରିବ ଲ୍ୟାଣ୍ଡଫଲ୍‌…

ପୋର୍ଟ ଲୁଇସ,୨୧।୨ : ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ତାଣ୍ଡବ ଜାରି ରହିଛି। ଏହା ଯୋଗୁ ପ୍ରବଳ ବର୍ଷା ହେବାରୁ ବହୁ ଲୋକେ ଜଳବନ୍ଦୀ ଅବସ୍ଥାରେ...

ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ

ପ୍ୟୋଙ୍ଗୟଙ୍ଗ,୧୬।୫: ଉତ୍ତର କୋରିଆରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। କରୋନା ବୃଦ୍ଧି ହେତୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଚିନ୍ତାରେ ପଡିଯାଇଛନ୍ତି। କରୋନା ମଧ୍ୟରେ...

ମକ୍କାରେ ବାଦଲ ଫଟା ବର୍ଷା, ରାସ୍ତାରେ ବୁଡ଼ିଗଲା ଶହ ଶହ ଗାଡ଼ି…

ମକ୍କା,୨୪।୧୨ : ସୌଦି ଆରବର ମକ୍କା ସହରରେ ପ୍ରବଳ ବାଦଲ ଫଟା ବର୍ଷା ପରେ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁ ବ୍ୟାପକ କ୍ଷତି...

Advertisement
Archives

Model This Week