ନିରୀହ ବନାମ ଶକ୍ତିଶାଳୀ ପୁଟିନ୍…
କ୍ୱିଭ୍,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଧୀରେ ଧୀରେ ରୁଷିଆ ଆକ୍ରମଣକୁ ବୃଦ୍ଧି କରୁଛି। ଗୋଟିଏ ପଟେ ୟୁକ୍ରେନ୍ର ନିରୀହ ଜନସାଧାରଣ ଥିବାବେଳେ ଅନ୍ୟ ପଟେ ଶକ୍ତଶାଳୀ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ ରହିଛନ୍ତି। ୟୁକ୍ରେନରେ ଏପର୍ଯ୍ୟନ୍ତ ୫୯୬…
ଏଥର ଭିଡିଓ ଲିଙ୍କ ଜରିଆରେ କଥା ହେବେ ରୁଷିଆ-ୟୁକ୍ରେନ୍
ମସ୍କୋ/କ୍ୱିଭ,୧୪ ।୩: ୟୁକ୍ରେନ୍-ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ୨ ସପ୍ତାହରୁ ଅଧିକ ସମୟ ହେବ ଚାଲିଥିବା ବେଳେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାସହ ୟୁକ୍ରେନ ବି ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ…
ଯୁଦ୍ଧ ନୁହେଁ, ଗଣହତ୍ୟା
ଲଭିଭ୍, ୧୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସୈନ୍ୟ ବାହିନୀ ୟୁକ୍ରେନ୍ ଆକ୍ରମଣ ଜାରି ରଖିଛନ୍ତି। ସେମାନେ କେବଳ ୟୁକ୍ରେନୀୟ ସୈନ୍ୟଙ୍କୁ ଟାର୍ଗେଟ କରୁନାହାନ୍ତି। ରେସିଡେନ୍ସିଆଲ ବିଲ୍ଡିଂ ସମେତ ସ୍କୁଲ, କଲେଜ, ଚର୍ଚ୍ଚ, ହସ୍ପିଟାଲ, ଆମ୍ବୁଲାନ୍ସଗୁଡ଼ିକ ଉପରେ…
ୟୁକ୍ରେନ୍ରେ ଆମେରିକୀୟ ଫିଲ୍ମ ନିର୍ମାତା ନିହତ
ଓ୍ବାଶିଂଟନ୍, ୧୪ା୩: ଆମେରିକୀୟ ଫିଲ୍ମ ନିର୍ମାତା ତଥା ଖବରଦାତା ରବିବାର ୟୁକ୍ରେନ୍ରେ ରୁଷିଆ ଆକ୍ରମଣର ଶିକାର ହୋଇଛନ୍ତି। କ୍ୱିଭ୍ରେ ରୁଷୀୟ ସୈନ୍ୟଙ୍କ ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ ଘଟିଛି। ୫୧ ବର୍ଷୀୟ ଭିଡିଓ ଜର୍ନାଲିଷ୍ଟ ବ୍ରେଣ୍ଟ୍ ଇର୍ପିନ୍ରେ ରିପୋର୍ଟିଂ କରୁଥିବାବେଳେ ରୋମାନିଭ୍ସ୍କି…
ଚାଇନାକୁ ଫେରିଲା ଲକ୍ଡାଉନ
ବେଜିଂ,୧୩।୩: ଚାଇନାର ଅନ୍ୟତମ ସର୍ବବୃହତ ସହର ଶେନ୍ଝେନ୍ରେ ରବିବାର ୬୬ କୋଭିଡ୍ ମାମଲା ଚିହ୍ନଟ ହେବା ସହ ଦେଶରେ ମାମଲା ସଂଖ୍ୟା ୩,୪୦୦କୁ ବୃଦ୍ଧି ପାଇଛି। ପଡୋଶୀ ହଂକଂ ସୀମାକୁ ଲାଗିଥିବା ଏହି ସହରକୁ ସମ୍ପୂର୍ଣ୍ଣ କୋଭିଡ୍ ମୁକ୍ତ କରିବା ଲାଗି…
‘ଯୁଦ୍ଧରେ ମଲେଣି ୧୨,୫୦୦ରୁ ଅଧିକ ରୁଷୀୟ ସୈନ୍ୟ; ୩୭୪ ଟ୍ୟାଙ୍କ୍, ୭୪ ବିମାନ ଧ୍ୱଂସ’
କ୍ୱିଭ୍,୧୩।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୮ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି। ଏଥି ସହିତ, ୟୁକ୍ରେନ ଛାଡୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି…
ଯାତ୍ରୀଙ୍କ ପୋଷାକରୁ ମିଳିଲା ୯ ସାପ
ଲସ୍ ଲଞ୍ଜେଲ୍ସ,୧୩।୩: ଜଣେ ବେଆଇନ ଚୋରଚାଲାଣକାରୀ ତାଙ୍କ ପୋଷାକରେ ସାପ ଓ ଶରୀସୃପ ଲୁଚାଇ ରଖିଥିଲେ। ଏହି ଶରୀସୃପଙ୍କୁ ସେ ଆମେରିକା ଆଣିବାକୁ ଉଦ୍ୟମ କରିଥିଲେ ବୋଲି କଷ୍ଟମ୍ସ ଅଧିକାରୀ କହିଛନ୍ତି। ଉକ୍ତ ଯାତ୍ରୀ ତାଙ୍କ ପୂରା ଶରୀରରେ ମୋଟ ୫୨…
ରୁଷିଆ ସେନାର ଗୁଳିମାଡରେ ଆମେରିକା ଖବରଦାତାଙ୍କ ଜୀବନ ଗଲା
କ୍ୱିଭ୍,୧୩।୩: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି। କ୍ୱିଭ୍କୁ ଦଖଲ କରିବା ପାଇଁ ଲାଗି ପଡିଛି ରୁଷିଆ, ସେପଟେ ୟୁକ୍ରେନ୍ ମଧ୍ୟ ପଛଘୁଞ୍ଚା ଦେଉ ନାହିଁ। ରବିବାର ୟୁକ୍ରେନର ରାଜଧାନୀ କ୍ୱିଭରେ ନ୍ୟୁୟର୍କ ଟାଇମ୍ସର ଜଣେ ଖବରଦାତାଙ୍କ ମୃତ୍ୟୁ…
ଚାଇନାରେ ପୁଣି କରୋନା ବିସ୍ଫୋଟ
ବେଜିଂ,୧୩।୩: ଚାଇନାରେ କରୋନା ମହାମାରୀ ପୁଣି ବ୍ୟାପିଛି। ଦକ୍ଷିଣ ଚାଇନା ବୈଷୟିକ ହବ୍ କୁହାଯାଉଥିବା ଶେନଜେନ୍ରେ ସୋମବାରଠାରୁ କଡା ଲକଡାଉନ୍ ଘୋଷଣା କରିଛନ୍ତି ଜିନପିଙ୍ଗ ସରକାର। ସହରର ପ୍ରାୟ ୧,୭୦,୦୦,୦୦୦ ଲୋକ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଜିଲାରେ ଗୋଟିଏ…
ବେଳକୁ ବେଳ ବିଗୁଡୁଛି କ୍ୱିଭ୍ର ପରିସ୍ଥିତି, ମାଆ ପାଇଁ ଔଷଧ ଆଣିବାକୁ ଯାଇଥିବା ଝିଅକୁ ଉଡାଇଦେଲେ ରୁଷିଆ ସେନା
କ୍ୱିଭ,୧୩ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୮ ଦିନରେ ପହଞ୍ଚିଛି । ହେଲେ ସ୍ଥିତି ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କ୍ୱିଭକୁ ଦଖଲ କରିବା ଟାର୍ଗେଟରେ ରହିଛି ରୁଷିଆ । ଏଥିପାଇଁ ରୁଷିଆ ସେନା ପକ୍ଷରୁ କ୍ୱିଭ ନିକଟରେ…
ୟୁକ୍ରେନର ସାମରିକ ବେସ୍ ଉପରେ ଏୟାର୍ ଷ୍ଟ୍ରାଇକ୍ କଲା ରୁଷିଆ: ୩୫ ମୃତ
କ୍ୱିଭ୍,୧୩।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣର ଆଜି ହେଉଛି ୧୮ତମ ଦିନ। ରୁଷିଆ ଦିନକୁ ଦିନ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରୁଛି। ରୁଷିଆ ରବିବାର ୟୁକ୍ରେନର ସାମରିକ ବେସ୍ ଉପରେ ଏକ ବଡ଼ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୩୫…
ଲୁହ ଭିଜା ଆଖିରେ ନୂଆ ସପନ, ରୁଷିଆ ରକେଟ ମାଡ଼ରୁ ରକ୍ଷା ପାଇଥିବା ଗର୍ଭବତୀ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ…
କ୍ୱିଭ୍, ୧୩।୩ : ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧର ଭୋକ ଶୋଷ ଆଉ ଲୁହ ଭିଜା ଆଖିରେ ବି ନୂଆ ସପନ ଝଲସୁଛି। ୟୁକ୍ରେନ୍ର ମାରିଆପୋଲ୍ର ଜଣେ ଗର୍ଭବତୀ ମହିଳା ଯିଏକି ରୁଷିଆ ରକେଟ୍…
Archives


