ଅନ୍ତର୍ଜାତୀୟ

ଟ୍ୟାକ୍ସି ବଞ୍ଚାଇଦେଲା ଜୀବନ

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ସବୁଠି ଚର୍ଚ୍ଚା । ରୁଷିଆର ଆକ୍ରମଣରେ ବେହାଲ ହେଲାଣି ୟୁକ୍ରେନ୍ ହେଲେ ମୁଣ୍ଡ ନୁଆଇଁବାକୁ ପ୍ରସ୍ତୂତ ନୁହେଁ ଜେଲେନସ୍କି । ରୁଷିଆ ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳ ଧ୍ୱଂସ କରିବାରେ ଲାଗିଥିବା ବେଳେ…

କମାଣ୍ଡର ପରିବର୍ତ୍ତନ କଲେ ପୁଟିନ୍‌…

ମସ୍କୋ, ୧୦।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଯୁଦ୍ଧର ନେତୃତ୍ୱ ନେବା ପାଇଁ ଜଣେ ନୂତନ ସେନା ଜେନେରାଲ ନିଯୁକ୍ତ କରିଛନ୍ତି। ରୁଷିଆର ଦକ୍ଷିଣ ସାମରିକ ଜିଲା କମାଣ୍ଡର ଆଲେକ୍ସଜାଣ୍ଡାର୍‌ ଡୋଓ୍ବର୍ନିକୋଭଙ୍କୁ ପୁଟିନ ଏହି ଦାୟିତ୍ୱ ଦେଇଛନ୍ତି। ରୁଷିଆର…

ଅର୍ଥନୈତିକ ସଙ୍କଟ ଲୋକଙ୍କ ମନରୁ ପୋଛି ଦେଲା ସାମ୍ପ୍ରଦାୟିକତା ଭାବନା…

କଲମ୍ବୋ, ୧୦।୪ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାରେ ଜନଅସନ୍ତୋଷ ଦେଖାଦେଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ବୃଦ୍ଧି ପାଉଛି। ଲୋକମାନେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରୀଲଙ୍କାର ଆର୍ଥିକ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଭାରତ ନିରନ୍ତର ସାହାଯ୍ୟ କରୁଛି। ଏହି…

ଜିରୋ କୋଭିଡ୍‌ ନୀତିର ପ୍ରଭାବ, ମୃତ୍ୟୁ ସଂଖ୍ୟା ବେକାବୁ…

ବେଜିଂ, ୧୦।୪ : ଚାଇନାର ଶୂନ-କୋଭିଡ (ଜିରୋ କୋଭିଡ୍‌) ନୀତିର ପ୍ରଭାବରେ ସାଂଘାଇରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ନୀତିକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବାରୁ ହସ୍ପିଟାଲରେ ବରିଷ୍ଠ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବେକାବୁ ହେବାରେ ଲାଗିଛି। ୨୫ ନିୟୁତ…

ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ, ୧୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନଜର ରହିଛି। ଏହାର ପ୍ରଭାବ ମଧ୍ୟ ପଡ଼ିବା ଆରମ୍ଭ ହୋଇଗଲାଣି।…

ଜେଲେନସ୍କି-ଜନସନ୍‌ ସାଙ୍ଗ ହୋଇ ରାସ୍ତାରେ ବୁଲିଲେ…

କ୍ୱିଭ୍‌, ୧୦।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହଠାତ୍‌ ୟୁକ୍ରେନରେ ପହଞ୍ଚିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କ୍ୱିଭ୍‌ର ରାସ୍ତାରେ ଜନସନ୍‌ ବୁଲୁଥିବାର ଦେଖିବାକୁ ମିଳିଥିଲା। ୟୁକ୍ରେନ ସରକାର ଶେୟାର କରିଥିବା ଦୁଇ ମିନିଟରୁ ଅଧିକ ସମୟର ଭିଡିଓରେ…

ଫ୍ଲୋର ଟେଷ୍ଟରେ ପରାଜିତ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଇମ୍ରାନ

ଇସଲାମାବାଦ,୧୦ ।୪: ପାକିସ୍ତାନର ନ୍ୟାଶନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଶନିବାର ମଧ୍ୟ ରାତ୍ରରେ ହୋଇଥିବା ମତଦାନରେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ଇମ୍ରାନଙ୍କୁ । ଏହାପରେ ଦେଶର ଇତିହାସରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ପାଲଟି…

ୟୁକ୍ରେନ୍ ଏୟାର ବେସ ଉପରେ ଆକ୍ରମଣ: ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ, ରୁଷିଆ ଭାଷାରେ ଲେଖାଯାଇଛି ‘ଏହା ପିଲାମାନଙ୍କ ପାଇଁ..’

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୫ ଦିନ ହୋଇଛି । ଏହାରି ଭିତରେ ରୁଷିଆ ମଧ୍ୟ ୟୁକ୍ରେନର ମିରହୋରୋଡ ଏୟାର ବେସ ଉପରେ ଆକ୍ରମଣ କରିଛି । ଏଥିରେ ଯୁଦ୍ଧ ବିମାନ ସହ ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ ହୋଇଯାଇଛି । ଏହାକୁ…

ପାକିସ୍ତାନର ପ୍ରଧାନମନ୍ତ୍ରୀ ଦୌଡରେ ଶହବାଜ ଶରିଫ

ଇସଲାମାବାଦ,୧୦ ।୪: ପାକିସ୍ତାନରେ ଶନିବାର ରାତି ଅଧରେ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସଂସଦରେ ଇମ୍ରାନ ଖାଁଙ୍କ ବିରୋଧରେ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଏହି ସମୟରେ ଇମ୍ରାନ ଖାଁ ପରାଜୟ…

ଶରଣାର୍ଥୀ ହେଲେଣି ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ, ଜାତିସଂଘ ରିପୋର୍ଟ…

ଜେନେଭା, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ ସାଜିଛନ୍ତି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତିସଂଘ ଶରଣାର୍ଥୀ…

ଇସ୍ତଫା ଦେବାକୁ ୩ ସର୍ତ୍ତ ରଖିଲେ ଇମ୍ରାନ

ଇସଲାମାବାଦ,୯ା୪: ଇସ୍ତଫା ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରସ୍ତୁତ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଇସ୍ତଫା ପାଇଁ ଇମ୍ରାନ ୩ଟି ସର୍ତ୍ତ ରଖିଛନ୍ତି। ପ୍ରଥମ ସର୍ତ୍ତ ହେଲା ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି, ଦ୍ୱିତୀୟରେ ଶାହାବାଜଙ୍କୁ…

ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ୬ ମାସରେ ଆବଶ୍ୟକ ୩ ବିଲିୟନ୍‌ ଡଲାର, ଅର୍ଥମନ୍ତ୍ରୀଙ୍କ ସୂଚନା…

କଲମ୍ବୋ, ୯।୪ : ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ଜାରି ରହିଛି। ଏଥିରୁ ମୁକ୍ତି ଲାଗି ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ୍‌ ଡଲାର ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ଆଲି ସାବ୍ରେ ଶନିବାର ଗଣମାଧ୍ୟମ ସଂସ୍ଥା ରଏଟରର୍ସକୁୂ ସୂଚନା ଦେଇଛନ୍ତି। ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?