ଅନ୍ତର୍ଜାତୀୟ

ଇମ୍ରାନ୍‌ଙ୍କୁ ଝଟ୍‌କା

ଇସଲାମାବାଦ,୭ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ତେବେ ଏହି ଶୁଣାଣିରେ ଇମ୍ରାନ ଖାନ୍‌ଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ରିପୋର୍ଟ ଅନୁଯାୟୀ, ଏପ୍ରିଲ ୩ରେ ରାଷ୍ଟ୍ରୀୟ ସଭାରେ ଡେପୁଟି ବାଚସ୍ପତି ଦେଇଥିବା ନିଷ୍ପତ୍ତି ଭୁଲ୍‌ ବୋଲି…

ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ଦିଲ୍ଲୀ-ମସ୍କୋ ବିମାନ ସେବା ବାତିଲ

ନୂଆଦିଲ୍ଲୀ,୭।୪:ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଜୋରଦାର ଚାଲିଥିବାବେଳେ ଗୁରୁବାର ଦିଲ୍ଲୀ-ମସ୍କୋ ବିମାନ ସେବାକୁ ହଠାତ୍‌ ବାତିଲ କରିଦେଇଛି ଏୟାର ଇଣ୍ଡିଆ। ବିମାନ ଯାତ୍ରା ପ୍ରତି ବିପଦ ରହିଥିବା ଆଶଙ୍କା କରି ଏପରି ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ। ବିମାନରେ ଯାତ୍ରା କରିବାକୁ…

‘ଭାରତ ଆମର ବଡ ଭାଇ ପରି’

କଲମ୍ବୋ,୭।୪: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ମହାନ ଖେଳାଳି ସନଥ ଜୟସୁରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାକୁ ସହାୟତା ପଠାଇଥିବାରୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ୟୁକ୍ରେନ୍‌ ବି ଜିତିପାରେ ଯୁ୍‌ଦ୍ଧ, ରୁଷିଆ ଯୋଜନା ହେଉଛି ଅସଫଳ, କହିଲା ଆମେରିକା…

ଓ୍ବାଶିଂଟନ, ୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୩ ଦିନ ବିତିଛି। ୟୁକ୍ରେନର ମାରିଅପୋଲ ସହର ଧ୍ୱଂସ ହୋଇ ଯାଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ମେୟର ଭ୍ୟାଡିୟମ ବୋଇଚେଙ୍କୋ କହିଛନ୍ତି ଯେ…

ଆଣବିକ ଯୁଦ୍ଧ ଆଶଙ୍କା, ଲୋକଙ୍କୁ ଆୟୋଡ଼ିନ ବଟିକା ବାଣ୍ଟିବ ରୋମାନିଆ…

ବୁଖାରେଷ୍ଟ, ୭।୪ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଆକ୍ରମଣର ଧମକ ଦେଇଛନ୍ତି। ପୁଟିନଙ୍କ ଧମକ ପରେ ୟୁରୋପୀୟ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକମାନେ ଏହାକୁ ଏଡାଇବା ପାଇଁ…

ଆମେରିକା-ବ୍ରିଟେନ-ଅଷ୍ଟ୍ରେଲିଆ ନିର୍ମାଣ କରିବେ ହାଇପରସୋନିକ କ୍ଷେପଣାସ୍ତ୍ର, ଚାଇନାକୁ ମିଳିବ କଡ଼ା ଜବାବ…

ଓ୍ବାଶିଂଟନ, ୭।୪ : ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ କହିଛନ୍ତି ଯେ ନିକଟରେ ଗଠିତ ସୁରକ୍ଷା ସହଯୋଗୀ ’ଓକସ’ ଅଧୀନରେ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବୃଦ୍ଧି ପାଉଥିବା…

ଜେଲେନସ୍କିଙ୍କ ଅଭିଯୋଗ, ହଜାର ହଜାର ଲୋକଙ୍କ ହତ୍ୟା ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛି ରୁଷିଆ

କ୍ୱିଭ୍‌,୭ ।୪: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ରୁଷିଆ ଉପରେ ପୁଣି ଏକ ଗମ୍ଭିର ଅଭିଯୋଗ ଆଣିଛନ୍ତି । ଜେଲେନସ୍କି କହିଛନ୍ତି ରୁଷିଆ ନିଜ କବଜାରେ ରଖିଥିବା ମାରିଉପୋଲ ବନ୍ଦର ଅଞ୍ଚଳକୁ ଲୋକଙ୍କୁ ଯିବାକୁ ଦେଉନାହିଁ, କାରଣ ଏଠାରେ ହଜାର ହଜାର…

ଭାରତକୁ ଆମେରିକାର ଖୋଲା ଖୋଲି ଧମକ

ୱାଶିଂଟନ,୭ ।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ଏହି ପ୍ରସଙ୍ଗରେ ଭାରତ ଆଗକୁ ଆସୁ ବୋଲି ଆମେରିକା କହିଥିବା ବେଳେ ଭାରତ ଉପରେ ଏନେଇ ଚାପ…

ଟାର୍ଗେଟରେ ପୁଟିନ୍‌ଙ୍କ ପରିବାର

ଓ୍ବାଶିଂଟନ୍‌, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ଏବଂ ବୁଚା ଗଣହତ୍ୟା ପାଇଁ ରୁଷିଆକୁ ଦାୟୀ କରି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦୁଇ ଝିଅ ଓ ରୁଷୀୟ ବ୍ୟାଙ୍କଗୁଡ଼ିକ ଉପରେ ଆମେରିକା କଟକଣା ସହ ଜରିମାନା ଲଗାଇଛି। ରୁଷିଆର ଦୁଇ ପ୍ରମୁଖ ବ୍ୟାଙ୍କ…

ଅନାସ୍ଥା ପଛରେ ଆମେରିକାର ଷଡ଼ଯନ୍ତ୍ର ନାହିଁ

ଇସ୍‌ଲାମାବାଦ, ୭ା୪: ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଆମେରିକାର ହାତ ନାହିଁ ବୋଲି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ମତ। ଏ ନେଇ ଗ୍ୟାଲ୍‌ଅପ୍‌ ପାକିସ୍ତାନ ସର୍ଭେ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ…

ଜାତିସଂଘ ଅପାରଗ: ପୋପ୍‌

ଭାଟିକାନ୍‌ ସିଟି, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ରୋକିବାରେ ଜାତିସଂଘର ଅପାରଗତା ପଦାକୁ ଆସିଛି ବୋଲି କ୍ୟାଥୋଲିକ୍‌ ଚର୍ଚ୍ଚ ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର କହିଛନ୍ତି। ଏଥିସହ ବୁଚା ଗଣହତ୍ୟାକୁ ନିନ୍ଦା କରିବା ସହ ସେହି ସହରରୁ ଯାଇଥିବା ୟୁକ୍ରେନ୍‌ର ଏକ ଜାତୀୟ…

ଇଭାଙ୍କା ଟ୍ରମ୍ପ୍‌ଙ୍କୁ ଜେରା

ଓ୍ବାଶିଂଟନ, ୭।୪:ଗତବର୍ଷ ଜାନୁୟାରୀ ୬ କ୍ୟାପିଟୋଲ ହିଂସା ଘଟଣାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ଙ୍କୁ ତଦନ୍ତକାରୀ କମିଟି ଜେରା କରିଛି। ସଂସଦୀୟ କମିଟି ଆଗରେ ମଙ୍ଗଳବାର ଇଭାଙ୍କା ହାଜର ହେବା ପରେ ତାଙ୍କୁ ୮ଘଣ୍ଟା ଧରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri