ୟୁକ୍ରେନର ଏହି ମହିଳା ଏମ୍ପି ହାତରେ ଧରିଲେ ଅସ୍ତ୍ର, ଜୀବନ ଦେବାକୁ ଆସିଲେ ଆଗେଇ
କ୍ୱିଭ୍,୨୭ା୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଛି। ରୁଷିଆ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ସେନାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ୟୁକ୍ରେନ ରାଜନେତାମାନେ ମଧ୍ୟ…
ପୁଟିନ୍ ଖର୍ଚ୍ଚ କଲେଣି ୨୦ ଶହ କୋଟି ଡଲାର, ତଥାପି ଅଜେୟ ୟୁକ୍ରେନ୍…
ମସ୍କୋ/କ୍ୱିଭ୍,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ଯୁଦ୍ଧରେ ୨୦ ଶହ କୋଟି ଡଲାର ଖର୍ଚ୍ଚ କଲେଣି। ତଥାପି ୟୁକ୍ରେନ୍ ଅଜେୟ ହୋଇ ଠିଆ ହୋଇଛି। ଦେଶର ଅର୍ଥବ୍ୟବସ୍ଥା…
ଆଲୋଚନା ପାଇଁ ପ୍ରସ୍ତାବ ଦେଲା ରୁଷିଆ, ମନା କଲା ୟୁକ୍ରେନ
କ୍ୱିଭ୍,୨୭।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଯୁଦ୍ଧର ଚତୁର୍ଥ ଦିନ। ରବିବାର ରୁଷିଆ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍। ରୁଷର ନ୍ୟୁଜ ଏଜେନ୍ସି ମୁତାବକ,…
ୟୁକ୍ରେନ୍ରେ ଫସିଥିବା ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି
କ୍ୱିଭ୍,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧର ଆଜି ଚତୁର୍ଥ ଦିନ। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଉ ଏକ ଆଶ୍ୱସ୍ତିକର ଖବର ଆସିଛି। ୟୁକ୍ରେନ ରେଳ ବିଭାଗ କ୍ୱିଭରୁ ଜରୁରୀକାଳୀନ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି।…
ୟୁକ୍ରେନକୁ ସହଯୋଗର ହାତ ବଢାଇଲେ ଏଲନ ମସ୍କ
କ୍ୱିଭ,୨୭ ।୨: ରୁଷିଆ ଆକ୍ରମଣର ସାମ୍ନା କରୁଥିବା ୟୁକ୍ରେନକୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ସହଯୋଗର ହାତ ବଢାଇଛନ୍ତି । ୟୁକ୍ରେନର ଗୋଟିଏ ଗୁହାରୀରେ ଏଲନ ମସ୍କ ସିଧା ଅନ୍ତରିକ୍ଷରୁ ସାହାଯ୍ୟ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ, ରୁଷିଆର…
ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ପୋଙ୍ଗୟାଙ୍ଗ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ରବିବାର ସମୁଦ୍ରରେ ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା…
ୟୁକ୍ରେନ ଉପରେ ରୁଷିଆ ଆକ୍ରମଣରେ ୨୪୦ ସାଧାରଣ ନାଗରିକ ମୃତ: ମିଳିତ ଜାତିସଂଘ
କ୍ୱିଭ୍,୨୭।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଚତୁର୍ଥ ଦିନ ପାଇଁ ରୁଷିଆ ଲଗାତର ଭାବରେ ୟୁକ୍ରେନ ଉପରେ ରକେଟ ସାଙ୍ଗକୁ ଗୁଳି ମାଡ ବର୍ଷା କରି ଚାଲିଛି। ଧୀରେ ଧୀରେ ୟୁକ୍ରେନର ରାଜଧାନୀ କିଭ୍କୁ ଦଖଲ କରିବା…
ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ
ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର ପ୍ରଶଂସା କରିଛନ୍ତି । ବଲିଉଡର ଜଣାଶୁଣା ଗୀତକୁ ଗୁଣୁଗୁଣାଇ ଭିଡିଓ କରିଥିବା ତାଞ୍ଜାନିଆର ସୋସିଆଲ…
ସୁଇଫ୍ଟ୍ ପେମେଣ୍ଟ୍ ସିଷ୍ଟମରୁ ରୁଷିଆକୁ ହଟାଇବା ଯୋଜନା…
ମସ୍କୋ,୨୭।୨ : ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆ ଉପରେ ସୋସାଇଟି ଫର୍ ଓ୍ବାଲର୍ଡ ଓ୍ବାଇଡ୍ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ୍ ଟେଲିକମ୍ୟୁନିକେଶନ (ସୁଇଫ୍ଟ) କଟକଣା ଲଗା ଯିବାର ଯୋଜନା କରାଯାଉଛି। ଏହାଦ୍ୱାରା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ଙ୍କ ଚିନ୍ତା ବଢ଼ିଯାଇଛି। ସୁଇଫ୍ଟ୍ ପେମେଣ୍ଟ୍ ସିଷ୍ଟମରୁ…
ରୁଷିଆକୁ ରୋକିବାକୁ ଏକମାତ୍ର ବିକଳ୍ପ
ଓ୍ବାଶିଂଟନ୍,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ତାଙ୍କ ସେନାକୁ ଆକ୍ରମଣ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା…
ରୁଷିଆ ଉପରେ ୟୁଟ୍ୟୁବ୍ର ସର୍ଜିକାଲ ଷ୍ଟ୍ରାଇକ୍…
ମସ୍କୋ,୨୭।୨ : ରୁଷିଆ -ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ ୟୁଟ୍ୟୁବ ପକ୍ଷରୁ ରୁଷିଆକୁ କଡ଼ ଝଟ୍କା ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍ ମଧ୍ୟ ରୁଷିଆ ବିରୋଧରେ ଅଣ୍ଟା ଭିଡ଼ିଛି। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍ ରୁଷିଆର ମିଡିଆ…
ୟୁକ୍ରେନରେ ସାଇବର ଆକ୍ରମଣ ବୃଦ୍ଧି କଲା ରୁଷିଆ…
ମସ୍କୋ/କ୍ୱିଭ୍,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ୟୁକ୍ରେନରେ ସାଇବର ଯୁଦ୍ଧ ତୀବ୍ର କରିଛି। ୟୁକ୍ରେନର ବିଭିନ୍ନ ସଂସ୍ଥାର ସିଷ୍ଟମରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସ୍ଥାୟୀଭାବେ ନଷ୍ଟ କରିବା ପାଇଁ ରୁଷିଆ ଏକ…
Archives


