ଅନ୍ତର୍ଜାତୀୟ

ତୁର୍କିରେ ଯୁଦ୍ଧ ବିରାମକୁ ନେଇ ରୁଷିଆ ସହ କଥା ହେବ ୟୁକ୍ରେନ୍‌

କ୍ୱିଭ୍‌,୨୮ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୩୩ ଦିନରେ ପହଞ୍ଚିଲାଣି । ହେଲେ ଏବେବି ପୂର୍ବଭଳି ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଏବେ ପର୍ଯ୍ୟନ୍ତ ୪୬ହଜାର ୮୦ ସେକେଣ୍ଡ,…

୨୦୦୦ ଶିଶୁଙ୍କୁ ଅପହରଣ କରିଛି ରୁଷିଆ…

କ୍ୱିଭ୍‌, ୨୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ, ରୁଷିଆ ୨୦୦୦ ଶିଶୁଙ୍କୁ ଅପହରଣ କରିଛି। ମାରିୟାପୋଲରୁ ଏହି ଶିଶୁମାନଙ୍କୁ ଅପରହରଣ କରାଯାଇଥିବା ଜେଲେନସ୍କି ରୁଷୀୟ ଗଣମାଧ୍ୟମ…

ଯଥେଷ୍ଟ ସାହାଯ୍ୟ କରୁନି ଆମେରିକା

କିଭ୍‌, ୨୮ା୩: ରୁଷିଆ ସହ ଲଢ଼େଇରେ ଆମେରିକା ଯଥେଷ୍ଟ ସହାୟତା ଦେଉନାହିଁ ବୋଲି କହିଛନ୍ତି ୟୁକ୍ରେନ୍‌ ଏମ୍‌ପି ଇନା ସୋଭସୁନ। ଏକ ଟୁଇଟ୍‌ରେ ଇନା ଲେଖିଛନ୍ତି, ‘ୟୁକ୍ରେନୀୟମାନେ ଆମେରିକାଠାରୁ ଯଥେଷ୍ଟ ସହାୟତା ପାଇବା ଭଳି ମନେ କରୁନାହାନ୍ତି। ବାଇଡେନ୍‌ ଅଧିକ ସାହାଯ୍ୟ…

ମଣ୍ଡେଲାଙ୍କ ଆରେଷ୍ଟ ଓ୍ବାରେଣ୍ଟ ୧.୩୦ ଲକ୍ଷ ଡଲାରରେ ବିକ୍ରି

କେପ୍‌ ଟାଉନ, ୨୮ା୩: ବର୍ଣ୍ଣଭେଦ ବିରୋଧୀ କ୍ରାନ୍ତିକାରୀ ନେତା ତଥା ଦକ୍ଷିଣ ଆଫ୍ରିକାର ପ୍ରଥମ ରାଷ୍ଟ୍ରପତି ନେଲ୍‌ସନ୍‌ ମଣ୍ଡେଲାଙ୍କ ଅରିଜିନାଲ ଆରେଷ୍ଟ ଓ୍ବାରେଣ୍ଟର ନନ୍‌ ଫଞ୍ଜିବଲ ଟୋକନ (ଏନ୍‌ଏଫ୍‌ଟି) ୧,୩୦,୦୦୦ ଡଲାର (ପ୍ରାୟ କୋଟିଏ ଟଙ୍କା)ରେ ନିଲାମ ହୋଇଛି। ଗଣତନ୍ତ୍ର ପାଇଁ…

ଲଭିଭ୍‌ରେ ଘନଘନ କ୍ଷେପଣାସ୍ତ୍ର ମାଡ଼

ଲଭିଭ୍‌, ୨୮ା୩: ଫେବୃୟାରୀ ୨୪ରୁ ପଶ୍ଚିମ ୟୁକ୍ରେନ୍‌ର ଲଭିଭ୍‌ ସହର ରୁଷିଆର ପ୍ରଚଣ୍ଡ ଆକ୍ରମଣରୁ ଏକପ୍ରକାର ରକ୍ଷା ପାଇଥିବାବେଳେ ହଠାତ୍‌ ଘନଘନ ରୁଷୀୟ ମିଶାଇଲର ସାମ୍‌ନା କରିଛି। ଶନିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୋଲାଣ୍ଡ ଗସ୍ତବେଳଠାରୁ ଏହାର ସୀମା ନିକଟ…

‘ଷଡ଼ଯନ୍ତ୍ର ପଛରେ ବିଦେଶୀ ଶକ୍ତି’

ଇସ୍‌ଲାମାବାଦ,୨୮।୩ : ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରବିବାର ସନ୍ଧ୍ୟାରେ ବିଶାଳ ରାଲି ଜରିଆରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଇସ୍‌ଲାମାବାଦ ପରେଡ୍‌ ଗ୍ରାଉଣ୍ଡରେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ରାଲିରେ ଲକ୍ଷାଧିକ…

‘୫ ବର୍ଷ ପୂରଣ କରିବି, ଇସ୍ତଫା ଦେବିନି’

ଇସଲାମାବାଦ୍‌,୨୭।୩: ପାକିସ୍ତାନରେ ଏବେ ରାଜନୈତି ସଙ୍କଟ ଚାଲିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିରୁ ହଟାଇବା ପାଇଁ ବିରୋଧୀ ଲାଗିପଡିଛନ୍ତି। ମାର୍ଚ୍ଚ ୨୮ରେ ସଂସଦରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର…

ଇମ୍ରାନ ଖାନ୍‌ଙ୍କୁ ଲାଗିଲା ବଡ଼ ଝଟ୍‌କା

ଇସଲାମାବାଦ,୨୭।୩: ସରକାର ବଞ୍ଚାଇବାକୁ ସଂଘର୍ଷ କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ସୋମବାର ସଂସଦର ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସହଯୋଗୀ ଜମୁହୁରୀ…

‘ମୁଁ ରାଷ୍ଟ୍ରପତି ଥିଲେ, ରୁଷିଆ ଉପରେ ପରମାଣୁ ବୋମା ପକାଇବା ଧମକ ଦେଇଥାନ୍ତି’

ଓ୍ବାଶିଂଟନ୍‌,୨୭।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ସେ ଏବେ ରାଷ୍ଟ୍ରପତି ହୋଇଥାନ୍ତେ, ତେବେ…

ଏଲନ ମସ୍କ ଲଞ୍ଚ କରିପାରନ୍ତି ନୂଆ ସୋସିଆଲ ମିଡିଆ ଫ୍ଲାଟଫର୍ମ, ଟୁଇଟ କରି ଦେଲେ ସଙ୍କେତ

ଓଟାୱା,୨୭ ।୩: ସୋସିଆଲ ମିଡିଆକୁ ବେଶି ଭଲପାଇଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଏମାନଙ୍କୁ ଆଉ ଏକ ପ୍ଲାଟଫର୍ମ ମିଳିପାରେ । ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ତଥା ଟେଲସା ଇଙ୍କର ସିଇଓ ଏଲନ…

ବ୍ରିଟେନ୍‌ ଲୋକେ ୟୁକ୍ରେନ୍‌ ଶରଣାର୍ଥୀଙ୍କୁ ଘରେ ଦେବେ ଆଶ୍ରୟ, ସରକାର ଆରମ୍ଭ କଲେ ଯୋଜନା…

ଲଣ୍ଡନ, ୨୭।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଜୀବନ ଭୟରେ ଭିଟ।ମାଟି ଛାଡ଼ି ପଳାୟନ କରିଛନ୍ତି। ୟୁକ୍ରେନ୍‌ ଶରାଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ‘ହୋମ ଫର…

ଏକ ସନ୍ତାନ ନୀତିର ପରିଣାମ, ଅବସର ବୟସ ସୀମା ବଢ଼ିଲା…

ବେଜିଂ, ୨୭।୩ : ଗତ ଦଶନ୍ଧି ଧରି ଚାଇନ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ‘ଏକ ସନ୍ତାନ ନୀତି‘ ପ୍ରଣୟନ କରିଥିଲା। ବର୍ତ୍ତମାନ ଚାଇନାକୁ ଏହାର ପରିଣାମ ଭୋଗିବାକୁ ପଡୁଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଚାଇନାର କମ୍ୟୁନିଷ୍ଟ ପାର୍ଟି ସରକାର ବର୍ତ୍ତମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri