ମହାକାଶରେ ପ୍ରଥମ ଘରୋଇ ମିଶନ
ଓ୍ବାଶିଂଟନ,୯ା୪: ଇଣ୍ଟରନ୍ୟାଶନାଲ ସ୍ପେସ୍ ସେଣ୍ଟର (ଆଇଏସ୍ଏସ୍) ପାଇଁ ପ୍ରଥମ ଘରୋଇ ମିଶନ୍ ଲଞ୍ଚ ହୋଇଛି। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ୪ କ୍ରିଉ ମେମ୍ବରଙ୍କୁ ନେଇ ସ୍ସେ୍ସ୍ଏକ୍ସ ରକେଟ୍ ଭାରତୀୟ ସମୟ ରାତି ୮ଟା ୪୩ରେ ଟେକ୍ଅଫ୍ କରିଛି। ଉକ୍ତ…
ୟୁକ୍ରେନ୍ ଯିବ ଫୋରେନ୍ସିକ୍ ଟିମ୍
ହେଗ୍,୯ା୪: ୧୯୯୦ର ବଲ୍କାନ୍ ସଂଘର୍ଷରୁ ନେଇ ରୁଷିଆର ୟୁକ୍ରେନ୍ ଆକ୍ରମଣ ପର୍ଯ୍ୟନ୍ତ ନିଖୋଜ ଓ ନିହତଙ୍କ ପରିଚୟ ଚିହ୍ନଟ ପାଇଁ ଏକ ଅନ୍ତର୍ଜାତୀୟ ସଂସ୍ଥା ଗଠନ କରାଯାଇଛି। ଏହି ସଂସ୍ଥାର ଫୋରେନ୍ସିକ୍ ଟିମ୍ ଆସନ୍ତା ସପ୍ତାହରେ ୟୁକ୍ରେନ୍ ଗସ୍ତ କରି ନିଖୋଜ…
ହାଫିଜ୍ ସୟିଦଙ୍କୁ ୩୨ ବର୍ଷ ଜେଲ
ଲାହୋର,୯ା୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ନିଷିଦ୍ଧ ଘୋଷିତ ଜମାତ୍-ଉଦ୍-ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍ ସୟିଦଙ୍କୁ ଦୁଇଟି ଟେରର୍ ଫଣ୍ଡିଂ ମାମଲାରେ ୩୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ କୋର୍ଟ ଶୁକ୍ରବାର ଏହି ରାୟ…
ଶ୍ରୀଲଙ୍କା ସରକାର ବିରୋଧରେ ଅନାସ୍ଥା ଆଣିବ ଏସ୍ଜେବି
କଲମ୍ବୋ,୯ା୪(ପି.ଟି.): ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥତ୍କ ସଙ୍କଟ ଯୋଗୁ ସାଧାରଣ ଲୋକେ ନାହିଁ ନ ଥିବା ହୀନସ୍ଥା ହେଉଛନ୍ତି। ଲୋକଙ୍କ ସମସ୍ୟା ଦୂର କରିବାରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ସରକାର ବିଫଳ ହେଲେ ଅନାସ୍ଥା ପ୍ରସ୍ତାବ ଅଣାଯିବ ବୋଲି ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ…
ସୁପ୍ରିମକୋର୍ଟ ରାୟକୁ ନେଇ ମର୍ମାହତ: ଇମ୍ରାନ୍
ଇସ୍ଲାମାବାଦ,୯ା୪: ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ୍ ସୁରିଙ୍କ ଅନାସ୍ଥା ଖାରଜ ନିଷ୍ପତ୍ତିକୁ ପଲଟାଇଦେଇଥିବା ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ନୈରାଶ୍ୟ ବ୍ୟକ୍ତ କରିଛନ୍ତି ପାକିସ୍ତାନ ତେହରିକ୍-ଏ-ଇନ୍ଶାଫ୍ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍ ଖାନ୍। ଅନାସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ଇସ୍ତଫା ଦେବାକୁ ସେ…
ବୁଚାରେ କଟା ହାତ: ନେଲ୍ପଲିସରୁ ମିଳିଲା ପରିଚୟ
କିଭ୍,୯ା୪: ୟୁକ୍ରେନ୍ର ବୁଚା ଗଣହତ୍ୟା ପରେ ଅନେକ ହୃଦୟବିଦାରକ ଛବି ସାମ୍ନାକୁ ଆସିବାରେ ଲାଗିଛି। ତନ୍ମଧ୍ୟରୁ ଏକ କଟା ହାତର ଫଟୋ ଏବେ ଭାଇରାଲ ହୋଇଛି। ଏହା ୫୨ ବର୍ଷୀୟା ମେକ୍ଅପ୍ ଆର୍ଟିଷ୍ଟ ଇରିନା ଫିଲ୍କିନାଙ୍କ ହାତ ବୋଲି ଜଣାପଡ଼ିଛି। ଇରିନା…
ରୁଷିଆର ଅନ୍ତହୀନ ପାପ
କିଭ୍,୯ା୪: ୟୁକ୍ରେନ୍ର କ୍ରାମାଟୋର୍ସ୍କ ରେଳ ଷ୍ଟେଶନକୁ ଶୁକ୍ରବାର ରୁଷୀୟ ସୈନ୍ୟ ଟାର୍ଗେଟ କରିଛନ୍ତି। ଆକାଶମାର୍ଗରୁ ରକେଟ ମାଡ଼ରେ ଏହା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆକ୍ରମଣ ସମୟରେ ସେଠାରେ ହଜାର ହଜାର ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୫୦ ଜଣ ନିହତ ଓ ଶତାଧିକ…
ପାକିସ୍ତାନ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲଦଣ୍ଡ
ଇସଲାମାବାଦ,୮।୪: ଜମାତ-ଉଦ-ଦାଓ୍ବା ମୁଖ୍ୟ, କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କୁ ଲାଗିଛି ଶକ୍ତ ଧକ୍କା। ଆତଙ୍କବାଦ ସହ ଜଡ଼ିତ ଦୁଇଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିଲାଗି ତାଙ୍କୁ ପାକିସ୍ତାନର ଆତଙ୍କବାଦୀ…
ରେଲଓ୍ବେ ଷ୍ଟେସନ୍ରେ ମିଶାଇଲ୍ ମାଡ଼: ୩୦ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଆହତ
କ୍ୱିଭ୍,୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୪ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା କାହାକୁ ଜଣାନାହିଁ। ବେଳକୁ ବେଳ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରୁଛି। ଇତିମଧ୍ୟରେ ଶୁକ୍ରବାର ପୂର୍ବ…
ରୁଷିଆ ସୈନ୍ୟଙ୍କ କବଳରୁ ମୁକ୍ତ ହେଲା ସୁମି ଅଞ୍ଚଳ
କ୍ୱିଭ୍,୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୪୪ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଯାଇଛି। ଇତିମଧ୍ୟରେ, ୟୁକ୍ରେନ ଗଣମାଧ୍ୟମ ଦାବି କରିଛି ଯେ, ୟୁକ୍ରେନର ସୁମି ଅଞ୍ଚଳରୁ ରୁଷିଆ ସୈନ୍ୟ ପଳାୟନ କରିଛନ୍ତି।…
ଧରା ପଡ଼ିଲେ ପାକିସ୍ତାନର ଦୁଇ ଗୁପ୍ତଚର
ଓ୍ବାଶିଂଟନ,୮।୪: ପାକିସ୍ତାନର ଗୁପ୍ତଚର(ସ୍ପାଇ) ସଂସ୍ଥା ଆଇଏସ୍ଆଇର ଦୁଇ ସଦସ୍ୟ ଆମେରିକାର ଓ୍ବାଶିଂଟନରେ ଧରା ପଡ଼ିଛନ୍ତି। ସେମାନେ ଆମେରିକାର ଇଣ୍ଟେଲିଜେନ୍ସ ଏବଂ ସିକ୍ୟୁରୁଟି ଆପାରାଟସ ସମେତ ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହାଇ ପ୍ରୋଫାଇଲ ସିକ୍ରେଟ ସର୍ଭିସରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।…
ଶେଷ ବଲ୍ର ସାମ୍ନା କରିବାକୁ ଇମ୍ରାନଙ୍କ ସାମ୍ନାରେ ୨ ବିକଳ୍ପ
ଇସଲାମାବାଦ୍,୮।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍କା ଲାଗିଛି। ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି…
Archives


