ରୁଷିଆ ଉପରେ ପୁଣି କଡ଼ା ପ୍ରତିବନ୍ଧକ ଲଗାଇଲା ଆମେରିକା
କ୍ୱିଭ୍,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୪୨ତମ ଦିନ। ଏ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନର ଅନେକ ସହରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି। ଏଥି ସହିତ, ୟୁକ୍ରେନର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡ ପାଇଁ ରୁଷିଆ ସମଗ୍ର ବିଶ୍ୱରେ ସମାଲୋଚିତ…
୨୪ ଘଣ୍ଟାରେ ଭାରତ ପଠାଇଲା ୭୬ ହଜାର ଟନ୍ ତେଲ
ନୂଆଦିଲ୍ଲୀ,୬।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ କଲମ୍ବୋକୁ ସହାୟତାର ହାତ ବଢ଼ାଇଛି ନୂଆଦିଲ୍ଲୀ। ଯଦ୍ଦ୍ବାରା ଶ୍ରୀଲଙ୍କା ତା’ର ଜରୁରୀ ସାମଗ୍ରୀ ଆମଦାନୀ କରିପାରିବ ଏବଂ ଘରୋଇ ଅର୍ଥନୈତିକ ସ୍ଥିତି ସୁଧାର ଆଣିପାରିବ। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ଉପରେ…
୬୮ ଲକ୍ଷ ଟଙ୍କାର ବ୍ୟାଗ୍ ଧରି ଛୁ’
ଇସଲାମାବାଦ୍,୬।୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ତ୍ରୀ ବୁଶାରା ବିବିଙ୍କ ବନ୍ଧୁ ଫରହା ଖାନ୍। ତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ…
ଚତୁର୍ଥ ଦିନରେ ବି ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଇସଲାମାବାଦ,୬ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗକୁ ନେଇ ପାକିସ୍ତାନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ ଜାତୀୟ ସୁରକ୍ଷା କମିଟିର…
ବିଦେଶରେ ପାଳନ ହେବ ହିନ୍ଦୁ ନବବର୍ଷ: ରାଜ୍ୟପାଳ
ଓ୍ବାଶିଂଟନ,୬ା୪: ଆମେରିକାରେ ବହୁ ସଂଖ୍ୟାରେ ବାସ କରୁଥିବା ହିନ୍ଦୁମାନଙ୍କର ପ୍ରାଧାନ୍ୟତା ଧୀରେ ଧୀରେ ବୃଦ୍ଧି ପାଉଛି। ଆମେରିକାର ଜର୍ଜିଆ ରାଜ୍ୟପାଳ ବ୍ରିୟାନ କେମ୍ପ୍ ଏପ୍ରିଲ ୨କୁ ହିନ୍ଦୁ ନୂତନ ବର୍ଷ ଭାବରେ ମାନ୍ୟତା ଦେଇଛନ୍ତି। ଜର୍ଜିଆରେ ସ୍ଥିର ହୋଇଥିବା ବୃହତ ହିନ୍ଦୁମାନଙ୍କୁ…
ୟୁକ୍ରେନ ପତାକାକୁ ଚୁମ୍ବନ ଦେଲେ ପୋପ
ଭାଟିକାନ୍ ସିଟି,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୪୦ରୁ ଅଧିକ ଦିନ ହେବ ଯୁଦ୍ଧ ଚାଲିଛି। ନିକଟ ଅତୀତରେ ୟୁକ୍ରେନର ବୁଚା ସହରରୁ ଅନେକ ମୃତଦେହ ମିଳିଥିଲା ଏବଂ ବର୍ତ୍ତମାନ ସୁଦ୍ଧା ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲିଛି। ୟୁକ୍ରେନ ମିଡିଆ…
‘ଶେପ୍ ଅଫ୍ ୟୁ’ କପିରାଇଟ୍ ଜିତିଲେ ଶିରାନ
ଲଣ୍ଡନ,୬।୪: ବ୍ରିଟିଶ ଗାୟକ ତଥା ଲେଖକ ଏଡ୍ ଶିରାନ ବୁଧବାର ତାଙ୍କର ହିଟ୍ ଗୀତ ‘ଶେପ୍ ଅଫ୍ ୟୁ’ର କପିରାଇଟ୍ ମାମଲା ଲଣ୍ଡନ ହାଇକୋର୍ଟରେ ଜିତି ନେଇଛନ୍ତି। ଶିରାନ ଜାଣିଶୁଣି ବ୍ରିଟିଶ୍ ଗ୍ରାଇମ ଟ୍ରାକ୍ ‘ଓ ହ୍ବାଏ’ର ମ୍ୟୁଜିକାଲ ଟ୍ରାକ କପି…
କଏଦୀଙ୍କ କିଡ୍ନୀ-ହାର୍ଟ-ଲିଭର ଚୋରି କରୁଛି ଚାଇନା…
ବେଜିଂ, ୬।୪ : ଏବେ ଚାଇନାର ଏକ କୁକାର୍ଯ୍ୟ ନେଇ ସାରା ପୃଥିବୀରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନାରୁ ପ୍ରକାଶିତ ହେଉଥିବା କେତେକ ଖବରରେ ଏହା ପ୍ରକାଶ ପାଇଛି ଯେ ଏଠାରେ ଥିବା ଲୋକଙ୍କ ଜୀବନ ସରକାରଙ୍କ ହାତରେ ଅଛି। ସରକାର…
ଆମେରିକା କଲା ମହାବିନାଶକ ହାଇପରସୋନିକ୍ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା, ଚାଇନା-ରୁଷିଆର ବଢ଼ିଲା ଚିନ୍ତା…
ଓ୍ବାଶିଂଟନ, ୬।୪ : ଆମେରିକା ଗତ ମାସରେ ମହାବିନାଶକ ହାଇପରସୋନିକ୍ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା କରିଛି। ଏହାକୁ ଆମେରିକା କମ୍ପାନୀ ଲୋକହିଡ୍ ମାର୍ଟିନ୍ ପକ୍ଷରୁ ବିକଶିତ କରାଯାଇଛି। ଏହାକୁ ହାଇପରସୋନିକ୍ ଏୟାର ବ୍ରେଦିଙ୍ଗ ଓ୍ବିପନ କନସେପ୍ଟ ଭାବେ ନାମିତ କରାଯାଇଛି। ଏହାକୁ…
ବାଇଡେନ୍ଙ୍କୁ ଉପରାଷ୍ଟ୍ରପତି ଭାବେ ସମ୍ବୋଧନ କଲେ ଓବାମା
ଓ୍ବାଶିଂଟନ୍,୬।୪: ଜୋ ବାଇଡେନ୍ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରଥମ ଥର ପାଇଁ ହ୍ବାଇଟ ହାଉସ ଗସ୍ତ କରିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ସେ ବାଇଡେନ୍ଙ୍କୁ ଭେଟି ସାକ୍ଷାତକାର କରିଛନ୍ତି। ଏହି ସମୟରେ ହ୍ବାଇଟ…
ଏଲିଅନ ମଣିଷଙ୍କ ସାଙ୍ଗରେ ରହି ପୃଥିବୀ ଉପରେ ଆକ୍ରମଣ ଯୋଜନା କରୁଛନ୍ତି, ଆମେରିକା ବୈଜ୍ଞାନିକଙ୍କ ଦାବି…
ଓ୍ବାଶିଂଟନ, ୬।୪ : ଆମେରିକୀୟ ପ୍ରଫେସର ଡ. ଡେଭିଡ ଜ୍ୟାକବ ପୃଥିବୀରେ ଏଲିଏନଙ୍କ ଉପସ୍ଥିତି ବିଷୟରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ଆମେରିକୀୟ ପ୍ରଫେସର କହିଛନ୍ତି ଯେ ପୃଥିବୀରେ ଏଲିଏନ ମଣିଷଙ୍କ ସାଙ୍ଗରେ ରହୁଛନ୍ତି। ସେମାନେ ମଣିଷମାନଙ୍କୁ ଅପହରଣ କରିବା ସହିତ…
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘରେ ପହଞ୍ଚିଲା ବିଦ୍ରୋହ ନିଆଁ: ୪୦ହଜାର ଟନ୍ ଡିଜେଲ ପଠାଇଲା ଭାରତ
କଲମ୍ବୋ,୬।୪: ସୁନାର ଲଙ୍କା ଏବେ କାଙ୍ଗାଳ ହେବାରେ ଲାଗିଛି। ଖାଦ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ପର୍ଯ୍ୟନ୍ତ ସବୁ ମହଙ୍ଗା ହୋଇଛି। ପରିସ୍ଥିତି ଏଭଳି ହେଲାଣି ଯେ, ସେଠାକାର ଲୋକେ ଏବେ ଅନ୍ୟ ଦେଶଗୁଡ଼ିକରେ ଶରଣ ନେଉଛନ୍ତି। ସାମ୍ପ୍ରତିକ ପରିସ୍ଥିତି ଅନୁଯାୟୀ…
Archives


