ଚାକିରି ନୁହେଁ, ଟୁଇଟର ପାଇଁ ଚିନ୍ତା: ପରାଗ
ଓ୍ବାଶିଂଟନ୍, ୪ା୫: ଟେସ୍ଲା ମାଲିକ ଏଲନ୍ ମସ୍କ ଟୁଇଟର କିଣିବା ପରେ ଏହି ସାମାଜିକ ଗଣମାଧ୍ୟମର ସିଇଓ ପରାଗ ଅଗ୍ରଓ୍ବାଲ ପଦରୁ ବିଦା ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏ ନେଇ ପରାଗଙ୍କ ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, ନିଜ…
‘ହିଂସାର ଶିକାର ହେଉଛନ୍ତି ମୁସଲମାନ’
ଓ୍ବାଶିଂଟନ୍, ୪ା୫: ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଲୋକେ ହିଂସାର ଶିକାର ହେଉଛନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ମୁସଲମାନମାନେ ବାସ୍ତବ ଚ୍ୟାଲେଞ୍ଜକୁ ସାମ୍ନା କରିବା ସହ ସମାଜରେ କଷ୍ଟକର ପରିସ୍ଥିତିରେ ପଡ଼ିବା ସତ୍ତ୍ୱେ ପ୍ରତ୍ୟେକ ଦିନ ଆମେରିକାକୁ…
ଡେନ୍ମାର୍କ ପ୍ରଧାନମନ୍ତ୍ରୀଙ୍କ ଘରେ ଓଡ଼ିଶା ପଟଚିତ୍ର
କୋପେନହେଗେନ୍,୪ା୫: ଡେନ୍ମାର୍କ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ ଡାନିସ୍ ପ୍ରତିପକ୍ଷ ମେଟେ ଫ୍ରେଡେରିକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ଫ୍ରେଡେରିକ୍ସନ୍ ତାଙ୍କ ବାସଭବନରେ ଲାଗିଥିବା ଓଡ଼ିଶାର ପଟଚିତ୍ରକୁ…
ଆଗ୍ନେୟ ଉଦ୍ଗିରଣରୁ ନଷ୍ଟ ହୋଇପାରେ ଓଜୋନ ସ୍ତର
ଓ୍ବାଶିଂଟନ୍, ୪ା୫: ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବସତ୍ତାର ସନ୍ଧାନରେ ବୈଜ୍ଞାନିକମାନେ ଲାଗିଥିବାବେଳେ ଏବେ ଆମେରିକାର ମହାକାଶ ଏଜେନ୍ସି ନାସା ଚିନ୍ତା ବଢ଼ାଇବା ଭଳି ରିପୋର୍ଟ ପ୍ରକାଶ କରିଛି। ଅତ୍ୟଧିକ ଆଗ୍ନେୟଗିରି ଉଦ୍ଗିରଣ ପୃଥିବୀ ପାଇଁ ବିନାଶକାରୀ ପାଲଟିପାରେ ଏବଂ ନୀଳଗ୍ରହର…
ଜର୍ମାନୀ ପରେ ଡେନ୍ମାର୍କରେ ପହଞ୍ଚିଲେ ମୋଦି: ଅନେକ ଚୁକ୍ତିନାମା ହେଲା ସ୍ବାକ୍ଷରିତ
କୋପେନହାଗେନ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ ଗ୍ରସ୍ତରେ ଅଛନ୍ତି। ଯାତ୍ରାର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନମାର୍କର ରାଜଧାନୀ କୋପେନହାଗେନରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଡେନମାର୍କର ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡ୍ରିକ୍ସନ ନିଜେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ…
ଇମ୍ରାନ୍ଙ୍କ ନାଁରେ ରୁଜୁ ହେଲା ମାମଲା
ଇସ୍ଲାମାବାଦ, ୩ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଧର୍ମନିନ୍ଦା ମାମଲା ରୁଜୁ ହୋଇଛି। ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଗୁରୁବାର ସାଉଦିଆରବ ଗସ୍ତ କରିଥିବାବେଳେ ଇସ୍ଲାମର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ମେଦିନାରେ ଶ୍ରଦ୍ଧାଳୁମାନେ ତାଙ୍କୁ ‘ଚୋର’, ‘ଦେଶଦ୍ରୋହୀ’ ବୋଲି କହି…
ଏଲ୍ଏସି ନିକଟ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ପୋଲ ନିର୍ମାଣ କରୁଛି ଚାଇନା!
ବେଜିଂ,୩ ।୫: ନୂଆବର୍ଷ ଅବସରରେ ଚାଇନା ଯଦିଓ ଭାରତୀୟ ସେନା ସହ ମିଠାଇ ଆଦାନ ପ୍ରଦାନ କରିଛି, ହେଲେ ଡ୍ରାଗନ ତା’ର ପୂର୍ବ ପ୍ରକୃତି ଛାଡି ପାରୁ ନାହିଁ । ମିଳଥିବା ସୂଚନା ଅନୁଯାୟୀ, ପୂର୍ବ ଲଦ୍ଦାଖରେ ପ୍ୟାଙ୍ଗଙ୍ଗ ହ୍ରଦରେ ଚାଇନାର…
ଯୁଦ୍ଧରେ ୟୁକ୍ରେନର ୩ ହଜାରରୁ ଅଧିକ ନାଗରିଙ୍କର ହୋଇଛି ମୃତ୍ୟୁ: ମିଳିତ ଜାତିସଂଘ
କ୍ୱିଭ,୩ ।୫: ମିଳିତ ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି କି ୨୪ ଫେବୃୟାରୀରେ ଆରମ୍ଭ ହୋଇଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନର ୩,୦୦୦ରୁ ଅଧିକ ନାଗରିକଙ୍କର ମୃତ୍ୟୁ ହେଲାଣି । ଏବେ ପର୍ଯ୍ୟନ୍ତ ୩,୧୫୩ ଜଣଙ୍କ ମୃତ୍ୟୁ ହୋଇଥିବା…
ଶିଶୁଙ୍କ ନିକଟରେ ଅଜଣା ରୋଗ ବଢାଇଲାଣି ଚିନ୍ତା
ଜେନେଭା,୩ ।୫: ସାରା ବିଶ୍ୱରେ ୨୦ରୁ ଅଧିକ ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ଶିଶୁ ଲିଭର ସମସ୍ୟାରେ ପୀଡିତ ହେବା ଚିନ୍ତାର କାରଣ ପାଲଟି ଯାଇଛି । ଆକ୍ରାନ୍ତ ଶିଶୁଙ୍କ ମଧ୍ୟରେ ସବୁଠାରୁ ଅଧିକ ୟୁରୋପୀୟ ଦେଶର ବୋଲି ଜଣାପଡିଛି । ଏଥିମଧ୍ୟରୁ…
ରୁଷିଆ- ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କିଏ ଜିତିବ, ପ୍ରଧାନମନ୍ତ୍ରୀ ମୋଦି କଲେ ଖୁଲାସା
ବର୍ଲିନ,୩।୫: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଲିନରେ ଜର୍ମାନୀର ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ସମୟରେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଆଭିମୁଖ୍ୟ…
ବିଗୁଡୁଛି ପୁଟିନ୍ଙ୍କ ସ୍ବାସ୍ଥ୍ୟ
ମସ୍କୋ,୩।୫: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କ୍ୟାନ୍ସର ଚିକିତ୍ସା ପାଇଁ କିଛିଦିନ କ୍ଷମତାରୁ ଦୂରେଇ ରହିବା ନେଇ କ୍ରେମଲିନ୍ର ଭିତିରି ସୂତ୍ରରୁ ଜଣାପଡ଼ିଛି। ପୁଟିନ୍ଙ୍କ ଅସ୍ତ୍ରୋପଚାର ହେବାକୁ ଥିବାବେଳେ ସେ ପୂର୍ବତନ ସ୍ପାଏ ମୁଖ୍ୟ…
ମିଲିଣ୍ଡାଙ୍କୁ ପୁଣି ବାହା ହେବାକୁ ଚାହାନ୍ତି ବିଲ୍ ଗେଟ୍ସ
ଓ୍ବାଶିଂଟନ୍, ୩ା୫: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍ ଗେଟ୍ସ ତାଙ୍କ ପୂର୍ବତନ ସ୍ତ୍ରୀ ମିଲିଣ୍ଡା ଫ୍ରେଞ୍ଚ ଗେଟ୍ସଙ୍କୁ ପୁଣି ବିବାହ କରିବାକୁ ଚାହୁଁଥିବା ଏକ ସାକ୍ଷାତକାରରେ କହି ଚର୍ଚ୍ଚାକୁ ଆସିଛନ୍ତି। ୨୦୨୧ ମେ’ରେ ଏହି ଦମ୍ପତି ୩୦ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ…
Archives


