ଇମ୍ରାନ ଖାଁ ଗାଦିଚ୍ୟୁତ ହେବା ପରେ ପାକିସ୍ତାନକୁ ମିଳୁଛି ଲାଭ
ଇସଲାମାବାଦ,୨ ।୫: ଗତ ପ୍ରାୟ ୧ ବର୍ଷ ହେବ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଥିରୁ ବାହାରିବା ପାଇଁ ଚେଷ୍ଟା କରାଯାଉଥିଲେ ବି ଏହା ସଫଳ ହୋଇ ପାରୁନାହିଁ । ଏହି ଆର୍ଥିକ ସଙ୍କଟ ପାଇଁ…
ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଜହର ଯୋଗୁ ପ୍ରତିବର୍ଷ ୧୮.୫ ଲକ୍ଷରୁ ଅଧିକ ଶିଶୁଙ୍କୁ ହେଉଛି ଆଜ୍ମା…
ଓ୍ବାଶିଂଟନ, ୨।୫ : ଗତ ୨୦ ବର୍ଷ ଧରି ବାୟୁମଣ୍ଡଳରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ନାଇଟ୍ରୋଜେନ ଡାଇଅକ୍ସାଇଡ ପ୍ରଦୂଷଣ ଯୋଗୁ ଶିଶୁଙ୍କଠାରେ ଆଜ୍ମା ସମସ୍ୟା ବୃଦ୍ଧି ପାଉଛି। ଏହି ଜହର ପିଲାମାନଙ୍କ ଜୀବନକୁ ନଷ୍ଟ କରୁଛି। ୨୦୧୯ ରେ, ଏହି…
ଚେଚେନ ସୈନ୍ୟ ନିଜ ଆହତ ସାଥୀଙ୍କୁ ଗୁଳି କରି କରୁଛନ୍ତି ହତ୍ୟା, କାଚ କାରଖାନାରେ ଯାତନା ଗୃହ…
କ୍ୱିଭ୍, ୨।୫ : ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚେଚେନ ସୈନ୍ୟମାନଙ୍କ ବର୍ବରତା ସମ୍ପର୍କରେ ଖବର ମିଳିଛି। ସେମାନେ ନିଜ ଆହତ ସାଥୀ ସୈନ୍ୟଙ୍କୁ ଗୁଳି କରି ହତ୍ୟା କରୁଛନ୍ତି। ବୁଚାରେ ଏଭଳି ଘଟଣା ଘଟୁଥିବା କେତେକ…
ପୂର୍ବ ଭାଗରେ ରୁଷିଆ ଆକ୍ରମଣର କଡା ବିରୋଧ କରୁଛି ୟୁକ୍ରେନ ସେନା
କ୍ୱିଭ,୨ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ମାସେ ପୁରଣ ହୋଇ ସାରିଲାଣି । ରୁଷିଆର ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ସେନା ବେଳକୁ ବେଳ ଏହାର କଡା ଜବାବ ଦେଇ ଚାଲିଛି । ଏବେ ୟୁକ୍ରେନ୍ ସେନା ଦାବି କରିଛି ଯେ ଦେଶର…
ରୁଷିଆକୁ ୟୁକ୍ରେନର କଡ଼ା ଚେତାବନୀ
କ୍ୱିଭ୍,୨ା୫: ଆଜିକୁ ୬୮ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏହାର ଶେଷ କେବେ ହେବ ତାହା କାହାକୁ ଜଣାନାହିଁ। ଏମିତି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଧମକକୁ ନେଇ ସବୁଠି ଚର୍ଚ୍ଚା। ରୁଷିଆ ସେନାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଜେଲେନସ୍କି ।…
ନିଜ ପରିସ୍ରା ପିଉଥିବା ବ୍ୟକ୍ତିଙ୍କ ଅଜବ ଦାବି
ଲଣ୍ଡନ,୧।୫ : ପ୍ରତିଦିନ ନିଜ ପରିସ୍ରା ପିଉଥିବା ଇଂଲଣ୍ଡର ଜଣେ ୩୪ ବର୍ଷୀୟ ବ୍ୟକ୍ତି ଅଜବ ଦାବି କରିଛନ୍ତି। ଏଭଳି ବିଚିତ୍ର ଅଭ୍ୟାସ ଯୋଗୁ ଅବସାଦ(ଡିପ୍ରେଶନ)ରୁ ଆରୋଗ୍ୟ ଲାଭ କରିବା ସହ ସେ ୧୦ ବର୍ଷ ସାନ ଦେଖାଯାଉଛନ୍ତି। ନ୍ୟୁୟର୍କ ପୋଷ୍ଟରେ…
ଜେଲେନ୍ସ୍କିଙ୍କ ସହ କଥା ହେଲେ ବିଟ୍ରେନ ପ୍ରଧାନମନ୍ତ୍ରୀ
ଲଣ୍ଡନ/କ୍ୱିଭ୍,୧।୫: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ୟୁକ୍ରେନର ମାରିଆପୋଲରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ମିଳିତ ଜାତିସଂଘର ପ୍ରୟାସର ଅଗ୍ରଗତି ବିଷୟରେ ଦୁଇ ରାଷ୍ଟ୍ରର ନେତା ଆଲୋଚନା…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶେହବାଜଙ୍କ ପୁଅ
ଲାହୋର,୧।୫: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପୁଅ ହମଜା ଶରିଫ ଦେଶର ସବୁଠାରୁ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପଞ୍ଜାବ ପ୍ରଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ପାକିସ୍ତାନର ରାଜନୀତିରେ ତାଙ୍କ ରାଜବଂଶର କ୍ଷମତା ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ପଞ୍ଜାବର…
ପୁଟିନଙ୍କ ହେବ କ୍ୟାନସର ଅପରେଶନ
କ୍ୱିଭ୍,୧ା୫: ରୁଷିଆ ରାଷ୍ଟ୍ରପତି ଭାଦିମିର ପୁଟିନ କ୍ୟାନସର ଅପରେଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ୟୁକ୍ରେନ ସହ ଯୁଦ୍ଧ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଖବର ମୁତାବକ, ପୁଟିନ ଏହି ଆକ୍ରମଣକୁ ସାମୟିକ ଭାବେ ନିୟନ୍ତ୍ରଣ କରିବା ପାଇଁ ପୂର୍ବତନ ଏଫ୍ଏସ୍ବି ମୁଖ୍ୟ…
ପୁଣି ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ…
କାବୁଲ, ୧।୫ : ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ୨୦୦୧ରେ ନାଟୋ ସୈନ୍ୟଙ୍କ ଉପରେ ଙ୍ଆକ୍ରମଣ କରିଥିଲା। ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାସଲ କରିବାକୁ ତାଲିବାନ ଉଦ୍ୟମ କରୁଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ବର୍ତ୍ତମାନ ତାଲିବାନ…
ଜେଲେନ୍ସ୍କିଙ୍କ ଦାବି: ରୁଷିଆର ୧୦୦ ଟ୍ୟାଙ୍କ, ୨୦୦ ଜାହାଜ ନଷ୍ଟ କରିଛନ୍ତି ୟୁକ୍ରେନ୍ ସେନା
କ୍ୱିଭ,୧ ।୫: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହୋଇ ସାରିଲାଣି । ଏହାରି ଭିତରେ ଉଭୟ ଦେଶର ବହୁ ଧନଜୀବନ ନଷ୍ଟ ହୋଇ ସାରିଛି । ନିକଟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି, ଯେବେଠାରୁ ରୁଷିଆ ସେନା…
ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ…
ଢାକା, ୧।୫ : ବାଂଲାଦେଶର ସିଲହଟ୍ରେ ଆୟୋଜିତ ହୋଇଥିବା ଏକ ଇଫତାର ପାର୍ଟିରେ ଯୋଗ ଦେଇଥିବା ହିନ୍ଦୁଙ୍କୁ ଗୋମାଂସ ପରସା ଯାଇଛି। ଏନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ପକ୍ଷରୁ ଏହୀ ଫାର୍ଟିର ଆୟୋଜନ କରାଯାଇଥିଲା।…
Archives


