ଅନ୍ତର୍ଜାତୀୟ

ଏଭରେଷ୍ଟରେ ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କଲା ଚାଇନା

ବେଜିଂ,୫।୫: ଏଭରେଷ୍ଟ ପର୍ବତରେ ଚାଇନା ବିଶ୍ୱର ସର୍ବୋଚ୍ଚ ଓ୍ବେଦର ଷ୍ଟେଶନ ସ୍ଥାପନ କରିଛି। ସମୁଦ୍ର ତଟରୁ ଷ୍ଟେଶନର ଉଚ୍ଚତା ୮,୮୩୦ ମିଟର ରହିଛି। ଆର୍ଦ୍ର ଜଳବାୟୁରେ ଏହି ସ୍ବୟଂଚାଳିତ ଷ୍ଟେଶନ କାମ କରୁଛି କି ନାହିଁ ଚାଇନାର ଏକ ସ୍ବତନ୍ତ୍ର ବୈଜ୍ଞାନିକ…

ଫ୍ରାନ୍ସ ସବୁଠୁ ବଡ଼ ସହଯୋଗୀ: ମୋଦି

ପ୍ୟାରିସ୍‌/କୋପେନହାଗେନ୍‌, ୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡେନ୍‌ମାର୍କରୁ ବୁଧବାର ପ୍ୟାରିସ୍‌ ଗସ୍ତ କରି ପୁନଃ ନିର୍ବାଚିତ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁଙ୍କୁ ଭେଟିଛନ୍ତି। ଫ୍ରାନ୍ସ ଭାରତର ସବୁଠୁ ବଡ଼ ସହଯୋଗୀ ବୋଲି ମୋଦି ଟୁଇଟ୍‌ କରିଛନ୍ତି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସମୟରେ ଫ୍ରାନ୍ସ ମଧ୍ୟସ୍ଥ…

ଗର୍ଭପାତ କଟକଣା: ଆମେରିକାରେ ଦ୍ୱନ୍ଦ୍ୱ

ଓ୍ବାଶିଂଟନ,୫ା୫: ୧୯୭୩ ମସିହାରେ ଆମେରିକା ସୁପ୍ରିମକୋର୍ଟ ‘ରୋ ବନାମ ଓ୍ବେଡ୍‌’ ମାମଲାର ବିଚାର କରି ଗର୍ଭପାତ କରାଇବା ସପକ୍ଷରେ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ନିଷ୍ପତ୍ତି ଗର୍ଭପାତ ଅଧିକାରକୁ ଆଇନତଃ ବୈଧ କରିଥିବାବେଳେ ଦେଶରେ ଏହାକୁ ନେଇ ଆଣ୍ଟାଇ…

ପୁରୁଷଙ୍କୁ ବଳାତ୍କାର କରୁଛନ୍ତି ରୁଷୀୟ ସୈନ୍ୟ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଦଖଲ ପାଇଁ ଯାଇଥିବା ରୁଷୀୟ ସୈନ୍ୟଙ୍କ ଅମାନବୀୟ ଓ ବର୍ବର କାଣ୍ଡର ତାଲିକା ଲମ୍ବିଚାଲିଛି। ସାମରିକ ଅଭିଯାନ ନାଁରେ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ୍‌ରେ ରୁଷିଆ ଧ୍ୱଂସଲୀଳା ଜାରି ରଖିଥିବାବେଳେ ସାଧାରଣଙ୍କ ଲୋକଙ୍କ ଜୀବନ…

ଆଇସଲାଣ୍ଡ, ସ୍ବିଡେନ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

କୋପେନହାଗେନ,୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡେନମାର୍କରେ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀ କ୍ୟାଟ୍ରିନ ଜାକୋବସଡୋତିରଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଏଠାରେ ସ୍ବିଡେନର ପ୍ରଧାନମନ୍ତ୍ରୀ ମାଗଡାଲେନା ଆଣ୍ଡରସନ୍‌ଙ୍କୁ ମଧ୍ୟ ଭେଟିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ…

ରୁଷିଆରେ ସାମରିକ କ୍ଷମତା ଦଖଲ ଆଶଙ୍କା, ପଦବୀ ହରାଇଲେ ପୁଟିନ୍‌ଙ୍କୁ କରାଯାଇପାରେ ହତ୍ୟା…

ଓ୍ବାଶିଂଟନ, ୪।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୭୦ଦିନ ବିତିଗଲାଣି। କିନ୍ତୁ ଯୁଦ୍ଧର ଏପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ପାରିନି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଜିତିବାକୁ ଚାହୁଁଛନ୍ତି। ତେବେ ପୁଟିନଙ୍କୁ ହତ୍ୟା କରାଯାଇପାରେ ବୋଲି ମଧ୍ୟ ଆଶଙ୍କା…

ଜାତିସଂଘରେ ପହଞ୍ଚିଲା ଯୋଧପୁର ହିଂସା…

ଜେନେଭା/ନୂଆଦିଲ୍ଲୀ, ୪।୫ : ରାଜସ୍ଥାନର ଯୋଧପୁରରେ ହୋଇଥିବା ହିଂସା ଏବେ ମିଳିତ ଜାତିସଂଘରେ ପହଞ୍ଚିଛି। ଏହା ଉପରେ ଆଲୋଚନା ମଧ୍ୟ କରାଯାଉଛି। ମିଳିତ ଜାତିସଂଘ ପ୍ରବକ୍ତା ବୁଧବାର ଭାରତ ସରକାର ଏବଂ ଏଜେନ୍ସିଗୁଡ଼ିକୁ ସହରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ…

ଟୁଇଟର ବ୍ୟବହାର ପାଇଁ ଖୁବ୍‌ଶୀଘ୍ର ଦେବାକୁ ପଡ଼ିବ ଦେୟ

ଓ୍ବାଶିଂଟନ୍‌,୪।୫: ଗତ ସପ୍ତାହରେ ଟୁଇଟର କିଣିବା ପରେ ଚର୍ଚ୍ଚାରେ ରହିଥିବା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ଟୁଇଟର କମ୍ପାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଲୋନ ମସ୍କ ଟୁଇଟରକୁ କିଣିବା ପରେ ସ୍ପଷ୍ଟ କରିଛନ୍ତି ଯେ,…

ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି

କୋପେନହେଗେନ,୪।୫: ଡେନମାର୍କ ଗ୍ରସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡେନମାର୍କର ଦ୍ବିତୀୟ ଭାରତ-ନର୍ଡିକ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ୟୁରୋପ ଗସ୍ତର ଆଜି ଶେଷ ଦିନ। ଦ୍ବିତୀୟ ଦିନରେ ସେ ଡେନମାର୍କ…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ହିଟଲରଙ୍କ ଏଣ୍ଟ୍ରି…

ମସ୍କୋ/କ୍ୱିଭ୍‌, ୪।୫ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଏବେ ନାଜିର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଏଣ୍ଟ୍ରି ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଓ୍ବ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହିଟଲରଙ୍କ ସହ ତୁଳନା କରି ଏକ ବିବାଦ ସୃଷ୍ଟି କରିଛନ୍ତି। ଲାଓ୍ବରୋଓ୍ବ…

ଏକଛତ୍ରବାଦୀ ଶାସକ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ…

ସିଓଲ୍‌, ୪।୫ : ଆଣବିକ ପରୀକ୍ଷଣ କରାଯିବା ଲାଗି ବିଶ୍ୱସ୍ତରରେ ବାରଣ କରାଯାଇଛି। କିନ୍ତୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି କଟକଣାକୁ ଲଗାତାର ଅଣଦେଖା କରୁଛନ୍ତି। ତାଙ୍କର ଆଣବିକ ପରୀକ୍ଷଣ ଯୋଗୁ ଆମେରିକା ସମେତ ଦକ୍ଷିଣ…

ଭାରତରେ ନିବେଶ ପାଇଁ ମୋଦିଙ୍କ ଆହ୍ବାନ

କୋପେନହାଗେନ, ୪ା୫: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଥମ ଥର ପାଇଁ ଡେନ୍‌ମାର୍କରେ ପହଞ୍ଚିଛନ୍ତି। ସେଠାରେ ସେ ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍‌ସେନଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ସହ ଉଭୟ ଦେଶର ହିତରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri