ଉତ୍ତର କୋରିଆକୁ ଆମେରିକା-ଜାପାନର ଭର୍ତ୍ସନା

ସିଓଲ,୮ା୬: କରୋନା ମହାମାରୀ ପରି ଖରାପ ସମୟରେ ଉତ୍ତର କୋରିଆ ଗୋଟେ ପରେ ଗୋଟେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଚାଲିଛି। ଏନେଇ ଦକ୍ଷିଣ କୋରିଆ, ଆମେରିକା ସମେତ ଜାପାନ ଉତ୍ତର କୋରିଆକୁ ତୀବ୍ର ଭର୍ତ୍ସନା କରିଛନ୍ତି। ସେମାନେ କହିଛନ୍ତି, ଏହି କାର୍ଯ୍ୟ ଅତ୍ୟନ୍ତ ଗମ୍ଭୀର, ବେଆଇନ ଏବଂ ଉତ୍ତେଜକ ଅଟେ। ଏହି ଦେଶଗୁଡ଼ିକ ପ୍ୟୋଙ୍ଗୟାଙ୍ଗକୁ କରୋନା ନିବେଦନ କରିଛନ୍ତି କି, ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ରୁହ ଏବଂ କରୋନା ସହାୟତାକୁ ସ୍ବୀକାର କର।

ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନର ପ୍ରତିନିଧିମାନେ ସିଓଲରେ ମିଳିତ ବୈଠକ କରିଥିଲେ। ଏହି ବୈଠକର ମାତ୍ର ତିନି ଦିନ ପରେ ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଦକ୍ଷିଣ କୋରିଆର ରାଷ୍ଟ୍ରପତି ସ୍ତରରେ ୩ ଦେଶ ସହିତ ନିରନ୍ତର ବୈଠକ ପରେ ମଧ୍ୟ ଉତ୍ତର କୋରିଆ ଏହାର ଅଭ୍ୟାସକୁ ପ୍ରତିହତ କରୁନାହିଁ। ଯେତେବେଳେ ଏହି ବୈଠକ କରାଯାଉଛି ଏହାର ଠିକ୍‌ ପରେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ଏନେଇ ଅନ୍ୟ ଦେଶମାନେ ତ୍ରୀବ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଉତ୍ତର କୋରିଆକୁ କ୍ଷେପଣାସ୍ତ୍ର ପରୀକ୍ଷା ଛାଡ଼ିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ଅନୁଭୁତ ହେଲା ୬.୭ ତୀବ୍ରତାର ଭୂକମ୍ପ, ୧୮ ମିନିଟରେ ଦୁଇଥର କମ୍ପିଲା

କାବୁଲ,୨୩ ।୨: ଆଫଗାନିସ୍ତାନରେ ଗୁରୁବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ମପାଯାଇଛି । ଭୂକମ୍ପ ଆଫଗାନିସ୍ତାନର ଫାୟଜାବାଦରେ...

କରୋନା ଟୀକା ପ୍ରଥମେ ଏହି ଦେଶର ଲୋକଙ୍କୁ ଦିଆଯିବ…

ମସ୍କୋ, ୩୦।୭: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଗତ ୬ ମାସ ଧରି ଆତଙ୍କ ଦେଖାଦେଇଥିବାବେଳେ ଆଶାର କିରଣ ଦେଖାଦେଇଛି। ବିଭିନ୍ନ ଦେଶର ବହୁ...

କିଲ୍‌ ଦି ବିଲ୍‌ ସଂଘର୍ଷ: ୧୦୭ ଗିରଫ

ଲଣ୍ଡନ, ୫।୪(ପି.ଟି.): କେନ୍ଦ୍ରୀୟ ଲଣ୍ଡନରେ ଶନିବାର ‘କିଲ୍‌ ଦି ବିଲ୍‌’ ବିକ୍ଷୋଭବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କର ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୧୦୭ ଜଣଙ୍କୁ ଗିରଫ...

ମୁସଲମାନ୍‌ଙ୍କ ପାଇଁ ଇଫତାର ଆୟୋଜନ କରୁଛି ଗୁରୁଦ୍ୱାର

ଦୁବାଇ,୨୮।୫: ରମଜାନ୍‌ ମାସରେ ମୁସଲମାନ୍‌ଙ୍କ ପାଇଁ ଦୁବାଇର ଏକ ଗୁରୁଦ୍ୱାର ଇଫତାର ଆୟୋଜନ କରୁଛି। ପୂର୍ବରୁ ଗୁରୁଦ୍ୱାର ପକ୍ଷରୁ ରମଜାନ୍‌ ମାସରେ କେବଳ ଗୋଟିଏ ଦିନ...

ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଆମେରିକାର ନ୍ୟୁକ୍ଲିୟର ସିକ୍ରେଟ୍ସ ଫାଇଲକୁ ଘରକୁ ନେଇ ଯାଇଥିଲେ ଟ୍ରମ୍ଫ

ଓ୍ବାଶିଂଟନ,୧୦।୬: ଆମେରିକାରେ ୨୦୨୧ରେ ରାଷ୍ଟ୍ରପତି ନିର୍ବାଚନ ହାରିଯିବା ପରେ ଡୋନାଲ୍ଡ ଟ୍ରମ୍ଫ ହ୍ବାଇଟ ହାଉସ ଛାଡିବା ପରେ ମଧ୍ୟ ଫ୍ଲୋରିଡାସ୍ଥିତ ତାଙ୍କ ଘରେ କ୍ଲାସିଫାଏଡ ଡକ୍ୟୁମେଣ୍ଟସ...

ସେପ୍ଟେମ୍ବରରେ ମୋଦିଙ୍କ ଆମେରିକା ଗସ୍ତ

ଓ୍ବାଶିଂଟନ୍‌,୧୪ା୭(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବା ସମ୍ଭାବନା ଅଛି। ମୋଦି ତାଙ୍କ ଗସ୍ତକାଳରେ ହ୍ୟୁଷ୍ଟନ୍‌ରେ...

ଜିଏସଆଇରେ ଯୋଗ ଦେବାକୁ ଚାଇନା କଲା ଆମନ୍ତ୍ରଣ, ନେପାଳ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଜ ସୁରକ୍ଷା ପ୍ରସଙ୍ଗ…

ବେଜିଂ/କାଠମାଣ୍ଡୂ,୨୫।୨ : ନେପାଳ ସରକାରଙ୍କ ସମ୍ମୁଖରେ ଏକ ନୂତନ ବୈଦେଶିକ ନୀତି ଆହ୍ବାନ ସୃଷ୍ଟି ହୋଇଛି। ଚାଇନାର ନୂତନ ଗ୍ଲୋବାଲ ସିକ୍ୟୁରିଟି ଇନିସିଏଟିଭ (ଜିଏସଆଇ) ର...

ଟିକା ପାଇଁ ବୀମା କବଚ

ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ...

Advertisement
Archives

Model This Week