ଅନ୍ତର୍ଜାତୀୟ

ବନ୍ଧୁକ ନିୟନ୍ତ୍ରଣ ବିଲ୍‌ରେ ସ୍ବାକ୍ଷର କଲେ ବାଇଡେନ୍‌

ଓ୍ବାଶିଂଟନ,୨୫।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶନିବାର ଐତିହାସିକ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ରେ ସ୍ବାକ୍ଷର କରିଥିବାରୁ ଏହା ଆଇନରେ ପରିଣତ ହୋଇଛି। ବନ୍ଧୁକ ନିୟନ୍ତ୍ରଣ ଆଇନ ଲାଗୁ ହେଲେ ଲୋକଙ୍କ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ବାଇଡେନ୍‌ କହିଛନ୍ତି। ବାଇପାର୍ଟିସନ ଗନ୍‌…

ସ୍ତ୍ରୀଙ୍କୁ ହତ୍ୟା ପରେ ହାତ ଧରି ଗୀତ ଶୁଣାଇଲେ

ଓ୍ବାଶିଂଟନ,୨୪।୬: ଆମେରିକାର ପ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ଏହି ଅଭିଯୋଗରେ ୨୧ ବର୍ଷୀୟ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଫ୍ଲୋରିଡାର ଜିଚେନ ୟାଙ୍ଗ୍‌। ସୂଚନା…

ନର୍‌ଓ୍ବେ ନାଇଟ୍‌ କ୍ଲବରେ ଗୁଳିମାଡ଼: ୨ମୃତ, ୧୦ ଆହତ

ଓସଲୋ,୨୫।୬: ନରୱେ ରାଜଧାନୀ ଓସଲୋରେ ଏକ ଗେ’ ବାରରେ ଶନିବାର ଗୁଳିମାଡ଼ ହୋଇଛି। ଏହି ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସେଥିମଧ୍ୟରୁ ୫ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଲିସିଚାଂସ୍କ ସହରକୁ କବଜା କଲା ରୁଷିଆ, ୨୦୦୦ ୟୁକ୍ରେନ ସେନାଙ୍କୁ ବି ଘେରିଲା

କ୍ୱିଭ/ମସ୍କୋ, ୨୫ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪ ମାସ ପୂରଣ ହୋଇଥିଲେ ବି ଏବେବି ରୁଷିଆ ପକ୍ଷରୁ ଲାଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ରୁଷିଆ ସେନା ପୂର୍ବ ଲୁହାଂସ୍କ ଅଞ୍ଚଳର ରଣନିତିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ସହର…

ବନ୍ଧୁକ ବିଲ୍‌ ଆମେରିକା କଂଗ୍ରେସରେ ଗୃହୀତ

ଓ୍ବାଶିଂଟନ,୨୫।୬: ଆମେରିକାରେ ବନ୍ଧୁକ ନିୟନ୍ତ୍ରଣ ଲାଗି ଅଣାଯାଇଥିବା ଐତିହାସିକ ବାଇପାର୍ଟିସନ ଗନ୍‌ ଭାଓଲେନ୍ସ ବିଲ୍‌ ଶୁକ୍ରବାର କଂଗ୍ରେସର ଅନୁମୋଦନ ଲାଭ କରିବା ପରେ ଏହାକୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସ୍ବୀକୃତି ପାଇଁ ପଠାଯାଇଛି। ଗୁରୁବାର ସିନେଟରେ ବିଲ୍‌ ସପକ୍ଷରେ ୬୫ ଓ…

ଆଫଗାନିସ୍ତାନ ଭୂକମ୍ପ: ଭାରତ ପଠାଇଲା ମାନବୀୟ ସହାୟତା

କାବୁଲ,୨୫ ।୬: ଆଫଗାନିସ୍ତାନର ପୂର୍ବ ପାକ୍ତିକା ଅଞ୍ଚଳରେ ଆସିଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାସହ ହଜର ହଜାର ଲୋକ ଆହତ ବି ହୋଇଥିଲେ । ଏଭଳି ପରିସ୍ଥିତିରେ ଆଫଗାନିସ୍ତାନକୁ ସହାୟତା ଯୋଗାଇଛି ଭାରତ…

ଗର୍ଭପାତ ଅଧିକାର ହରାଇଲେ ମହିଳା

ଓ୍ବାଶିଂଟନ,୨୫ା୬: ଆମେରିକା ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଗର୍ଭପାତକୁ ଆଇନଗତ ମଞ୍ଜୁରୀ ପ୍ରଦାନକାରୀ ଅର୍ଦ୍ଧଶତାବ୍ଦୀ ପୁରୁଣା ନିଷ୍ପତ୍ତିକୁ ପଲଟାଇ ଦେଇଛନ୍ତି। ଫଳରେ ଏଣିକି ଗର୍ଭପାତ କରାଇବା ମହିଳାଙ୍କ ଆଇନଗତ ଅଧିକାର ରହିବ କି ନାହିଁ ସେନେଇ ରାଜ୍ୟଗୁଡ଼ିକ ନିଜସ୍ବ ସ୍ବତନ୍ତ୍ର ଆଇନ…

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦ ମୀର ଜୀବିତ, ମୋଷ୍ଟ ୱାଣ୍ଟେଡକୁ ମୃତ ଘୋଷଣା କରିଥିଲା ଆଇଏସଆଇ

ଇସଲାମାବାଦ,୨୫ ।୬: ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦ ମୀରଙ୍କୁ ପାକିସ୍ତାନ ଗିରଫ କରିଥିବା ଜଣାପଡିଛି । ଏହା ପୂର୍ବରୁ ପାକିସ୍ତାନି ଗୁପ୍ତଚର ସଂସ୍ଥା ଆଇଏସଆଇ ଏଫବିଆଇ ପକ୍ଷରୁ ମୋଷ୍ଟ ୱାଣ୍ଟେଡ ସାଜିଦଙ୍କ ମୃତ୍ୟୁ ହୋଇଥିବା ଦାବି କରିଥିଲା ।…

ବ୍ରିଟେନ ରୟାଲ ସୋସାଇଟିର ସଦସ୍ୟ ହେଲେ ଦେବ ଆରିଷ୍ଟୋଟଲ

ଲଣ୍ଡନ,୨୪।୬: ପ୍ରସିଦ୍ଧ ବୈଜ୍ଞାନିକ ତଥା ଆଧୁନିକ ଆଇନଷ୍ଟାଇନ ଭାବେ ଜଣାଶୁଣା ଦେବ ଆରିଷ୍ଟୋଟଲ ପଞ୍ଚାରିଆଙ୍କୁ ବ୍ରିଟେନର ରୟାଲ ସୋସାଇଟି ଦ୍ୱାରା ମୁଖ୍ୟ ରାଜ ପରିଷଦର ସଦସ୍ୟ ଭାବରେ ମନୋନୀତ କରାଯାଇଛି। ଆଗାମୀ ନିର୍ବାଚନରେ ତାଙ୍କୁ କାଉନସିଲରେ ସାମିଲ କରାଯାଇଛି। ଦେବଙ୍କ ଏହି…

ଭୋକରେ ପ୍ରତିଦିନ ୨୫ ହଜାର ଲୋକଙ୍କ ଜୀବନ ଯାଉଛି, ଜାତିସଂଘ ରିପୋର୍ଟ…

ଜେନେଭା, ୨୪।୬ : ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟ ଅନୁଯାୟୀ, ଭୋକ ଉପାସ କାରଣରୁ ସାରା ବିଶ୍ୱରେ ପ୍ରତିଦିନ ୨୫ ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ସର୍ବାଧିକ ସଂଖ୍ୟକ ଶିଶୁ ଅଛନ୍ତି। ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ…

ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲୁଏଚ୍‌ଏନ୍‌

ଜେନେଭା/ନୂଆଦିଲ୍ଲୀ,୨୪।୬: କରୋନା ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ଏକ ନୂତନ ବିପଦ ଭାବେ ଉଭା ହୋଇଥିବା ମଙ୍କିପକ୍ସକୁ ଓ୍ବାଲ୍ଡ ହେଲଥ୍‌ ସ୍ବାସ୍ଥ୍ୟ ନେଟଓ୍ବାର୍କ(ଡବ୍ଲୁଏଚ୍‌ଏନ୍‌) ମହାମାରୀ ବୋଲି ଘୋଷଣା କରିଛି। ଡବ୍ଲୁଏଚ୍‌ଏନ୍‌ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ…

ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର: ସୁପ୍ରିମକୋର୍ଟ

ଓ୍ବାଶିଂଟନ,୨୪।୬: ବନ୍ଧୁକ ରଖିବା ଆମେରିକୀୟଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆମେରିକାରେ ବାରମ୍ବାର ଗୁଳିକାଣ୍ଡ ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ବନ୍ଧୁକ ରଖିବା ଉପରେ କଟକଣା ଜାରି କରିବାକୁ ବିଭିନ୍ନ ରାଜ୍ୟ ଚାହୁଁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri