ଅନ୍ତର୍ଜାତୀୟ

ବିଶ୍ୱ କପ ଫୁଟବଲରେ ରୋମାନ୍ସ ମନା, ଉଲ୍ଲଂଘନ କଲେ ୭ ବର୍ଷ ଜେଲ…

ଦୋହା, ୨୪।୬ : ଚଳିତ ବର୍ଷ ନଭେମ୍ବରରେ ଆରବ ଦେଶ କାତାରରେ ଫିଫା ଫୁଟବଲ ବିଶ୍ୱକପ ୨୦୨୨ ଆୟୋଜିତ ହେଉଛି। ଏହି ସମୟ ମଧ୍ୟରେ, ବିଶ୍ୱର ବହୁ ସଂଖ୍ୟକ ଫୁଟବଲ ପ୍ରେମୀ ଏଠାରେ ପହଞ୍ଚିବେ। ତେବେ ଏଠାରେ ଫିଫା ବିଶ୍ୱକପ ଫୁଟବଲ…

କରୋନା ଟିକା ବଞ୍ଚାଇଛି ୨ କୋଟି ଲୋକଙ୍କ ଜୀବନ, ତାଲିକାରେ ୪୨ ଲକ୍ଷରୁ ଅଧିକ ଭାରତୀୟ …

ଓ୍ବାଶିଂଟନ, ୨୪।୬ : କରୋନା ମହାମାରୀକୁ ରୋକିବା ପାଇଁ ପ୍ରସ୍ତୁତ ଟିକା ଭାରତ ସହିତ ଅନ୍ୟାନ୍ୟ ଦେଶ ପାଇଁ ଜୀବନ ରକ୍ଷାକାରୀ ବୋଲି ପ୍ରମାଣିତ ହୋଇଛି। ଏହି ଟିକା ଭାରତରେ ୪୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ବଞ୍ଚାଇଥିବାବେଳେ ସମଗ୍ର ବିଶ୍ୱରେ…

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହେଲା ୪ ମାସ

ମସ୍କୋ/କ୍ୱିଭ,୨୪ ।୬: ଫେବୃୟାରୀ ୨୪, ୨୦୨୨ ସକାଳୁ ସକାଳୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଦେଲା । ବହୁ ବାରଣ ପରେ ବି ରୁଷିଆର ଏଭଳି ଆକ୍ରମଣରେ ସ୍ତବ୍ଧ ହୋଇଗଲା ବିଶ୍ୱ । କେହି କିଛି ବୁଝିବା ପୂର୍ବରୁ ରୁଷିଆ…

‘ଏଲ୍‌ଏସିରେ ଶାନ୍ତି ବଜାୟ ରଖିବାକୁ ଗମ୍ଭୀରତା ସହ ଚିନ୍ତା କରୁ ଚାଇନା’

ବେଜିଂ,୨୩।୬: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଚାଇନାରେ ଭାରତୀୟ ରାଜଦୂତ ପ୍ରଦୀପ କୁମାର ରାୱତ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟି ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ଏସିଆ ଏବଂ ବିଶ୍ୱର…

ଜେଲ ନିଃସଙ୍ଗ ପ୍ରକୋଷ୍ଠକୁ ସ୍ୟୁ ଚୀ ସ୍ଥାନାନ୍ତର

ବ୍ୟାଙ୍କକ୍‌,୨୪।୬: ମ୍ୟାନ୍‌ମାରର ସାମରିକ ସରକାର ଗୁରୁବାର ଦେଶର ବହିଷ୍କୃତ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଜେଲର ଏକ ନିଃସଙ୍ଗ ପ୍ରକୋଷ୍ଠକୁ ପଠାଇଦେଇଛନ୍ତି। ୨୦୨୧ ଫେବୃୟାରୀ ୧ରେ ସେନା ବିଦ୍ରୋହ କରି ଶାସନ କ୍ଷମତା ଅକ୍ତିଆର କରିବା ପରେ ସ୍ୟୁ ଚୀଙ୍କୁ…

ଭାରତୀୟ ବଂଶୋଦ୍ଭବ ଅଞ୍ଜଳିଙ୍କୁ ମଳିଲା ଗୁରୁଦାୟିତ୍ୱ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ଆଇନ ବିଶେଷଜ୍ଞ ଅଞ୍ଜଳି ଚତୁର୍ବେଦୀଙ୍କୁ ବରିଷ୍ଠ ବ୍ୟାପାର ବିଭାଗ ଜେନେରାଲ କାଉନ୍‌ସଲ୍‌ ଭାବେ ମନୋନୀତ କରିଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଓ ସେବା ଯୋଗାଇବା ଏହି ବିଭାଗର ମୁଖ୍ୟ ଉଦ୍ଦେଶ୍ୟ।…

ବାଂଲାଦେଶରେ ବନ୍ୟାବିତ୍ପାତ: ୧୨୨ ବର୍ଷରେ ସବୁଠୁ ଭୟଙ୍କର

ଢାକା, ୨୩।୬: ଆସାମ ରାଜ୍ୟ ସହ ସୀମା ବାଣ୍ଟୁଥିବା ପଡ଼ୋଶୀ ବାଂଲାଦେଶରେ ଚଳିତ ବର୍ଷ ଭୟଙ୍କର ବନ୍ୟାବିତ୍ପତ୍ତି ୯୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିସ୍ଥାପିତ କରିବା ସହ ୩୨ ଜଣଙ୍କ ଜୀବନ ନେଲାଣି। ୧୨୨ ବର୍ଷରେ ଏହା ଦେଶର ସବୁଠୁ ବଡ଼ଧରଣର…

ପୁଟିନ୍‌ ଦେଲେ ଭାରତକୁ ବଡ଼ ଅଫର

ମସ୍କୋ,୨୩।୬: ଚାଇନା ନେତୃତ୍ୱରେ ଆୟୋଜିତ ହୋଇଥିବା ୨ଦିନିଆ ବ୍ରିକ୍ସ ସମ୍ମିଳନୀ ବୁଧବାରଠାରୁ ଶୁଭାରମ୍ଭ ହୋଇଛି। ୧୪ତମ ବ୍ରିକ୍ସ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ବଡ଼ ବୟାନ ଦେଇଛନ୍ତି। ରୁଷିଆରେ ଭାରତୀୟ ଷ୍ଟୋର ଖୋଲିବାକୁ ନେଇ ଆଲୋଚନା ଚାଲିଛି ବୋଲି…

ଭୂକମ୍ପ ପରେ ଦାଉ ସାଧିଲା ବନ୍ୟା, ୪୦୦ ଲୋକଙ୍କ ମୃତ୍ୟୁ

କାବୁଲ,୨୩ା୬: ଆଫଗାନିସ୍ତାନରେ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିଲା ଭୟଙ୍କର ଭୂକମ୍ପ। ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ। ଭୂକମ୍ପ ପରେ ଦେଶରେ ଏବେ ବନ୍ୟା ଆସିଛି। ଏଥିରେ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଆଫଗାନିସ୍ତାନର…

ଡାଇବେଟିସ୍‌ ଆକ୍ରାନ୍ତଙ୍କ ପାଇଁ ଆଡଭାଇଜରୀ ଜାରି, ମେଟଫର୍ମିନ ସେବନ କରୁଥିବା ବ୍ୟକ୍ତି ଯାଞ୍ଚ୍‌ କରନ୍ତୁ ବି-୧୨ସ୍ତର…

ଲଣ୍ଡନ, ୨୩।୬ : ଡାଇବେଇଟିସ୍‌ ସମସ୍ୟା ଭୋଗୁଥିବା ଲୋକେ ଯେଉଁମାନେ ନିୟମିତ ଭାବରେ ମେଟଫର୍ମିନ ଟାବଲେଟ ନିଅନ୍ତି, ସେମାନଙ୍କ ଭିଟାମିନ ବ-୧୨ ସ୍ତରକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଉଚିତ। ବ୍ରିଟେନର ସ୍ବାସ୍ଥ୍ୟ ଏଜେନ୍ସି ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି…

ଉହାନ ଲ୍ୟାବ୍‌ରୁ ଲିକ୍‌ ହୋଇ ଥାଇପାରେ କରୋନା ଭାଇରସ୍‌, ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଦେଲେ ସୂଚନା…

ଜେନେଭା, ୨୩।୬ : ଚାଇନାରୁ କରୋନା ଭାଇରସ ଉତ୍ପତ୍ତି ନେଇ କରାଯାଉଥିବା ଦୋଷାରୋପରୁ ଦୂରେଇ ରଖିବାକୁ କରିବାକୁ ଡବ୍ଲୁଏଚଓ ସର୍ବଦା ଏଡ଼ାଇ ଆସିଥିଲା। ଡବ୍ଲୁଏଚଓ ଏଥିପାଇଁ ଚାଇନାକୁ ସିଧାସଳଖ ଦାୟୀ କରି ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଥର…

ଲଣ୍ଡନରେ ମିଳିଲା ପୋଲିଓ ଭାଇରସ୍‌, ଡବ୍ଲୁଏଚଓ ଜାରି କଲା ସତର୍କ ସୂଚନା…

ଜେନେଭା, ୨୩।୬ : ଲଣ୍ଡନର ଏକ ସିଓ୍ବେଜ ନମୁନାରେ ପୋଲିଓ ଭାଇରସ ଚିହ୍ନଟ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ବ୍ରିଟିଶ ସ୍ବାସ୍ଥ୍ୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏଥିସହ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସ୍ବାସ୍ଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri