ରୁଷିଆ ମିଶାଇଲ ମାଡରେ ଜନଗହଳି ପୂର୍ଣ୍ଣ ମଲରେ ଲାଗିଲା ନିଆଁ, ୧୬ ଲୋକଙ୍କ ମୃତ୍ୟୁ ଆଶଙ୍କା
କ୍ୱିଭ,୨୮ ।୬: ପୂର୍ବ ୟୁକ୍ରେନରେ ଥିବା ଏକ ଜନଗଳହି ପୂର୍ଣ୍ଣ ମଲକୁ ଟାର୍ଗେଟ କରିଛି ରୁଷିଆ । ଏଏଫପି ନ୍ୟୁଜର ସୂଚନା ଅନୁଯାୟୀ, ୟୁକ୍ରେନର ମଲ ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିବା ଫଳରେ ଅତିକମରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା…
ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା
ନ୍ୟୁୟର୍କ, ୨୮ା୬: ଆମେରିକାର ନ୍ୟୁୟର୍କସ୍ଥିତ ସାଉଥ ଓଜୋନ୍ ପାର୍କ ନିକଟରେ ଶନିବାର ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସତନମ୍ ସିଂ(୩୧) ଏକ ଜିପ୍ରେ ବସିଥିବାବେଳେ ଜଣେ ଆତତାୟୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ସତନମ୍ ତାଙ୍କ ସାଙ୍ଗଠାରୁ…
ରେ-ବ୍ୟାନ୍ ମାଲିକ ଡେଲ୍ ଭେକିଓଙ୍କ ପରଲୋକ
ରୋମ, ୨୭ା୬: ଚଷମା କମ୍ପାନୀ ରେ-ବ୍ୟାନ୍ ମାଲିକ ଲିଓନାର୍ଡୋ ଡେଲ୍ ଭେକିଓ(୮୭)ଙ୍କ ପରଲୋକ ହୋଇଛି। ଏ ନେଇ ତାଙ୍କ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଫୋର୍ବସ ତାଲିକା-୨୦୨୨ରେ ପ୍ରକାଶିତ ବିଲିୟନେୟାରଙ୍କ ମଧ୍ୟରେ ଇଟାଲୀର ଏହି ଦ୍ୱିତୀୟ ଧନୀଙ୍କ ସମ୍ପତ୍ତି ୨୭.୩…
ମହାକାଶରେ ଚାଇନାର ସୌରଶକ୍ତି ପ୍ରକଳ୍ପ ଯୋଜନା
ବେଜିଂ,୨୮।୬: ମହାକାଶରେ ଚାଇନା ସୋଲାର ପାଓ୍ବାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ୨୦୨୮ ସୁଦ୍ଧା ପ୍ଲାଣ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଚାଇନା ଆଶା ରଖିଛି। ସୋଲାର ପାଓ୍ବାର ପ୍ଲାଣ୍ଟ ଜରିଆରେ ସୋଲାର ଏନର୍ଜି (ସୌର ଶକ୍ତି)କୁ ଇଲେକ୍ଟ୍ରିସିଟି…
ଜି-୭ ନେତାଙ୍କୁ ଭେଟିଲେ ମୋଦି
ବର୍ଲିନ, ୨୮ା୬: ଜର୍ମାନୀର ଏଲ୍ମାଉଠାରେ ଆୟୋଜିତ ହେଉଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ରବିବାରଠାରୁ ଜର୍ମାନୀ ଗସ୍ତରେ ଥିବା ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ,…
ଯୁଦ୍ଧ ବନ୍ଦ ପାଇଁ ଜେଲେନ୍ସ୍କିଙ୍କ ନିବେଦନ
କିଭ୍, ୨୮ା୬: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ସୋମବାର ଭର୍ଚୁଆଲ ମାଧ୍ୟମରେ ଜି-୭ ସମ୍ମିଳନୀକୁ ଉଦ୍ବୋଧନ ଦେଇଛନ୍ତି। ସେ ଜି-୭ ଦେଶଗୁଡ଼ିକୁ ଅଧିକ ସହାୟତା ମାଗିବା ସହ ଶୀତଋତୁ ପୂର୍ବରୁ ରୁଷିଆ ଜାରି ରଖିଥିବା ଯୁଦ୍ଧକୁ ଶେଷ କରିବା ନିମନ୍ତେ ପଦକ୍ଷେପ…
ଚାଇନାର ବିଆର୍ଆଇକୁ ଝଟକା
ଏଲମାଉ, ୨୮।୬: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ଡ୍ରିମ୍ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ)କୁ ପ୍ରତିହତ କରିବା ପାଇଁ ଜି-୭ ରାଷ୍ଟ୍ର ମୁଖ୍ୟମାନେ ୬୦୦ ବିଲିୟନ ଡଲାରର ଏକ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପର ଯୋଜନା କରିଛନ୍ତି। ପାର୍ଟନରଶିପ୍ ଫର୍…
ଆମେରିକାରେ ଟ୍ରେନ୍ ଦୁର୍ଘଟଣା: ୨ ମୃତ, ୫୦ରୁ ଅଧିକ ଆହତ
ୱାଶିଂଟନ,୨୮ ।୬: ଆମେରିକାର ମିସୌରିରେ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ମିସୌରିରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବାରୁ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫୦ରୁ…
ଗୁପ୍ଚୁପ୍ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ
କାଠମାଣ୍ଡୁ,୨୭।୬: ଘାଟିରେ ହଇଜା ରୋଗ ବୃଦ୍ଧି ପାଉଥିବାରୁ କାଠମାଣ୍ଡୁ ଉପତ୍ୟକାର ଲଲିତପୁର ମହାନଗର ନିଗମ(ଏଲ୍ଏମ୍ସି)ରେ ଗୁପ୍ଚୁପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ହଇଜାର ୧୨ଟି ମାମଲା ସାମ୍ନାକୁ ଆସିସାରିଛି। ଶନିବାର ସହରରେ ଗୁପ୍ଚୁପ୍ ବିକ୍ରୟ ତଥା ବଣ୍ଟନ…
ଏହି ଦେଶରେ ସ୍କୁଲ ବନ୍ଦ, ଓ୍ବାର୍କ ଫ୍ରମ୍ ହୋମ୍ରେ କର୍ମଚାରୀ
କଲମ୍ବୋ,୨୭।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବୈଦେଶିକ ମୁଦ୍ରାର ଘୋର ଅଭାବ ଯୋଗୁ ଶ୍ରୀଲଙ୍କା ନିଜ ନାଗରିକଙ୍କ ପାଇଁ ଜରୁରୀ ଜିନିଷ ଆମଦାନୀ କରିବାକୁ ମଧ୍ୟ ଅସକ୍ଷମ। ପେଟ୍ରୋଲ-ଡିଜେଲକୁ ନେଇ ଏଭଳି…
ଆମେରିକାରେ ତୀବ୍ର ହେଉଛି ମହିଳାଙ୍କ ‘ସେକ୍ସ ଷ୍ଟ୍ରାଇକ’
ୱାଶିିଂଟନ ୨୭।୬ : ଆମେରିକା ସୁପ୍ରିମକୋର୍ଟ ମହିଳାଙ୍କ ଗର୍ଭପାତକୁ ନେଇ ଦେଇଥିବା ରାୟକୁ ବିରୋଧ କରି ମହିଳାମାନେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏପରିକି ମହିଳାମାନେ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି ଧମକ ମଧ୍ୟ ଦେଇଛନ୍ତି। ଏହାକୁ ସେମାନେ…
ଜର୍ମାନ ଚାନ୍ସସେଲରଙ୍କୁ ଭେଟିଲେ ମୋଦି
ଏଲ୍ମାଉ,୨୭।୬: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜର୍ମାନୀର ଏଲ୍ମାଉରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜ ସ୍ବାଗତ କରିଥିଲେ। ଉଭୟ ନେତା କିଛି ସମୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଶ୍ୱର…
Archives


