ଋଣ ପରିଶୋଧ ପାଇଁ ଗିଲ୍ଗିଟ୍-ବଲ୍ଟିସ୍ତାନକୁ ଚାଇନାକୁ ହସ୍ତାନ୍ତର କରିବାକୁ ପାକିସ୍ତାନର ଯୋଜନା…
ଇସଲାମାବାଦ୍, ୨୩।୬ : ଚାଇନାର ଋଣ ବୋଝରେ ପୋତି ହୋଇଥିବା ପାକିସ୍ତାନ ଅର୍ଥନୈତିକ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଏହି ଋଣରୁ ମୁକ୍ତି ପାଇବା ପାଇଁ ପାକିସ୍ତାନର ବେଆଇନ ଦଖଲରେ ଥିବା ପାକ୍ ଅଧିକୃତ କାଶ୍ମୀରର ଗିଲ୍ଗିଟ୍-ବଲ୍ଟିସ୍ତାନ ଅଞ୍ଚଳକୁ…
ରୁଷିଆର ବାକି ପରିଶୋଧ ନ କରିଥିବାରୁ ଦିଗ ବଦଳାଇଲା ପାକିସ୍ତାନ ଏୟାରଲାଇନ୍ସ
ଇସଲାମାବାଦ,୨୩ ।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପୁଣିଥରେ ଅନ୍ତର୍ଜାତୀୟ ଅପମାନର ସାମ୍ନା କରିବାକୁ ପଡିଛି । ସୂଚନାଯୋଗ୍ୟ, ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ଦ୍ୱାରା ବାକିଥିବା ରାଶି ପଇଠ ନ କରିଥିବାରୁ ରୁଷିଆ ପାକିସ୍ତାନ ବିମାନକୁ ଓଭରଫ୍ଲାଇଂ କ୍ଲିୟରାନ୍ସ…
ଜିସାଟ୍-୨୪ର ସଫଳ ଉତ୍କ୍ଷେପଣ…
ଫ୍ରେଞ୍ଚ ଗୁଏନା, ୨୩।୬ : ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଦ୍ୱାରା ନିର୍ମିତ ଜିସାଟ୍-୨୪ ଉପଗ୍ରହକୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୁଏନା କୋଏରୋରୁ ଗୁରୁବାର ଫ୍ରାନ୍ସର କମ୍ପାନୀ ଆରିୟାନସ୍ପେସ ଦ୍ୱାରା ସଫଳତାର ସହିତ ଉତ୍କ୍ଷେପଣ କରାଯାଇଛି। ଜିସାଟ୍-୨୪ ହେଉଛି ଏକ…
ଖାର୍କିଭରେ ରୁଷିଆ ସେନାଙ୍କ ରକେଟ୍ ବର୍ଷା, ୧୫ ମୃତ୍ୟୁ, ବହୁ ଘର ନଷ୍ଟ
କ୍ୱିଭ/ଖାର୍କିଭ,୨୩ ।୬: ରୁଷିଆ ସେନା ୟୁକ୍ରେନର ଦ୍ୱିତୀୟ ବଡ ସହର ଖାର୍କିଭ ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ଓ ବୁଧବାର ସକାଳେ ରକେଟ୍ ବର୍ଷା କରିଥିବା ସୂଚନା ମିଳିଛି । ଏଥିରେ ଅତିକମରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବ…
ଇସ୍ରାଏଲରେ ରାଜନୈତିକ ସଙ୍କଟ
ଜେରୁଜେଲମ, ୨୩।୬: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟଙ୍କ ସରକାର ସଂଖ୍ୟାଲଘୁ ହେବା ପରେ ସେଠାରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି। ବେନେଟଙ୍କ ମେଣ୍ଟ ସରକାର ଭାଙ୍ଗିବା ନିମନ୍ତେ ବୁଧବାର ଇସ୍ରାଏଲ ପାର୍ଲାମେଣ୍ଟ ନିସେଟ୍ରେ ଏକ ବିଲ୍ ପାରିତ ହୋଇଛି। ସଂସଦ ଭଙ୍ଗ…
ୟୁକ୍ରେନ୍ ସାମ୍ବାଦିକ, ସୈନ୍ୟଙ୍କୁ ହତ୍ୟା
କିଭ୍, ୨୩।୬: ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣର ଖବର ସଂଗ୍ରହ କରୁଥିବା ଜଣେ ୟୁକ୍ରେନୀୟ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଜଣେ ସୈନ୍ୟଙ୍କୁ ହତ୍ୟା କରାଯାଇଛି। ଏ ନେଇ ପ୍ରେସ୍ ଫ୍ରିଡମ୍ ଗ୍ରୁପ୍ ‘ରିପୋଟର୍ସ ଓ୍ବିଦ୍ଆଉଟ୍ ବର୍ଡର୍ସ’ ପକ୍ଷରୁ…
ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ବଢୁଛି
କାବୁଲ,୨୨ା୬: ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ହୋଇଛି। ଫଳରେ ୧୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତାନର ଖୋସ୍ତ…
ପ୍ରତିଦିନ ପୃଥିବୀରେ ଘଟୁଛି ୯,୦୦୦ରୁ ଅଧିକ ଭୂକମ୍ପ…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୬ : ପୃଥିବୀରେ ପ୍ରତିଦିନ ରିକ୍ଟର ସ୍କେଲରେ ୨.୦ ତୀବ୍ରତାରୁ କମ ତୀବ୍ରତାଯୁକ୍ତ ଭୂକମ୍ପ ବହୁ ସଂଖ୍ୟାରେ ଘଟିଥାଏ। ଏହି ଭୂକମ୍ପକୁ ମାଇକ୍ରୋ ଶ୍ରେଣୀଭୁକ୍ତ କରାଯାଇଛି । ଏହି ଭୂକମ୍ପକୁ ଅନୁଭବ କରିହୋଇ ନଥାଏ। ରିକ୍ଟର ସ୍କେଲରେ ମାଇକ୍ରୋ ବର୍ଗର…
ଆଫଗାନିସ୍ତାନ ଭୂକମ୍ପ, ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକଙ୍କ ମୃତ୍ୟୁ …
କାବୁଲ, ୨୨।୬ : ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଭୂକମ୍ପରେ ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇତିମଧ୍ୟରେ ୯୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦୦ରୁ ଅଧିକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମାଟିତଳେ…
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ…
ଭଟିକାନ ସିଟି, ୨୨।୬ : ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ ଆସିବାରେ ଲାଗିଛନ୍ତି। ବେଳେବେଳେ ସେ ଏପରି ବିବୃତ୍ତି ଦେଇଥାନ୍ତି ଯାହା ଭାଇରାଲ ହୋଇଥାଏ। କିଛି…
ବାଇଡେନଙ୍କୁ କଟାକ୍ଷ କଲେ ଟ୍ରମ୍ପ
ଓ୍ବାଶିଂଟନ୍, ୨୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିକଟରେ ସାଇକେଲରୁ ଖସିପଡ଼ିବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କୁ ଉପହାସ କଲାଭଳି ମନ୍ତବ୍ୟ ଦେଇଛନ୍ତି। ‘ଶପଥ କରୁଛି ମୁଁ ଜୀବନରେ କେବେ ବି ସାଇକେଲ ଚଢ଼ିବି ନାହିଁ’ ବୋଲି ଟ୍ରମ୍ପ୍…
ତାଇଓ୍ବାନ ଆକାଶ ମାର୍ଗରେ ୨୯ ଚାଇନା ଯୁଦ୍ଧ ବିମାନ…
ତାଇପେ, ୨୨।୬ : ତାଇୱାନକୁ ଭୟଭୀତ କରିବାକୁ ଚାଇନା ଲଗାତାର ଚେଷ୍ଟା କରୁଛି। ମଙ୍ଗଳବାର ଚାଇନା ତାଇୱାନର ଏୟାର ଡିଫେନ୍ସ ଜୋନକୁ ୨୯ ଯୁଦ୍ଧ ବିମାନ ପଠାଇଛି । ସେଥିମଧ୍ୟରେ ବୋମାବର୍ଷୀ ବିମାନକୁ ମଧ୍ୟ ସାମିଲ କରାଯାଇଥିଲା। କିନ୍ତୁ ତାଇୱାନ ସୈନ୍ୟ…
Archives


