ପାକିସ୍ତାନ ରାୱଲପିଣ୍ଡିରେ ବଢୁଥିବା ଡେଙ୍ଗୁକୁ ଦେଖି ଘୋଷଣା ହେଲା ହେଲ୍‌ଥ ଏମରଜେନ୍ସି

ପଞ୍ଜାବ,୯ ।୮: ପାକିସ୍ତାନର ରାୱଲିଣ୍ଡିରେ ବେଳକୁ ବେଳ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ରାୱଲପିଣ୍ଡି ଜିଲାକୁ ସର୍ବାଧିକ ସମ୍ବେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ଦ ଏକ୍ସପ୍ରେସ୍ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ପଞ୍ଜାବ ସ୍ୱାସ୍ଥ୍ୟ ବିଭାଗ ଲାହୋର ଜିଲାକୁ ବି ସବୁଠାରୁ ଅଧିକ ସମ୍ବେଦନଶୀଳ ବୋଲି ଘୋଷଣା କରିଛନ୍ତି ।
ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ଜିଲାରେ ୧,୦୦୦ରୁ ଅଧିକ ଟିମ ଗଠନ କରାଯାଇଛି । ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ରହିଛି । ଏମାନଙ୍କ ମଧ୍ୟରୁ ୨୯ ଜଣଙ୍କ ନିକଟରେ ଡେଙ୍ଗୁ ଭାଇରସ ଥିବା ଜଣାପଡିଛି । ଜିଲା ପ୍ରଶାସନର ଅଧିକାରୀମାନେ କହିଛନ୍ତି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଅଧିକାରୀମାନେ ଆହୁରି ସୂଚନା ଦେଇଛନ୍ତି କି କହୁତା ଓ ଚକ ଜଲାଲଦିନ ଅଞ୍ଚଳରେ ସବୁଠାରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ସହର ଭିତର ଭାଗରେ ଛାୱନୀ ଅଞ୍ଚଳରେ ଥିବା ଗଳିକନ୍ଦିରେ ଲଗାତାର ବହୁ ପରିମାଣରେ ଡେଙ୍ଗୁ ଲାର୍ଭା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ସେନାର ହଣ୍ଟ୍‌ ଟୁ କିଲ୍‌ ମିଶନ, ତାଲିକାରେ ଜେଲେନକ୍ସି ସମେତ ବହୁ ଶୀର୍ଷ ନେତା…

ମସ୍କୋ/କ୍ୱିଭ୍‌, ୩୦।୫ : ୟୁକ୍ରେନରେ ଯୁଦ୍ଧ ସମାପ୍ତ ନହେଉଥିବାରୁ ରୁଷିଆର ସୈନ୍ୟବାହିନୀ ଏକ ହଣ୍ଟ୍‌ ଟୁ କିଲ୍‌ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ...

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହଓ୍ବାଜ

ଇସଲାମାବାଦ୍‌,୧୦।୪: ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଆମେ...

ମୁମ୍ବାଇ ଭଳି ବହୁ ସହର ସମୁଦ୍ର ଆଁରେ: ୨୦୫୦ ସୁଦ୍ଧା ପ୍ରଭାବିତ ହେବେ ୩ ଶହ ନିୟୁତ !

ନ୍ୟୁୟର୍କ,୩୦।୧୦: ଆସନ୍ତା ୩୦ ବର୍ଷ ମଧ୍ୟରେ ମୁମ୍ବାଇ ଭଳି ପୃଥିବୀର ବହୁ ସହର ସମୁଦ୍ର ଆଁରେ ଲୀନ ହେବ। ଏନେଇ ନ୍ୟୁଜର୍ସି ସ୍ଥିତ ସଂସ୍ଥା କ୍ଲାଇମେଟ୍‌...

ଚାଇନାର ଚେତାବନୀ: ୨୦ ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହିବ କରୋନା ଭୂତାଣୁ

ବେଜିଂ, ୨୦।୬: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ଚାଇନାର ମହାମାରୀ ବିଶେଷଜ୍ଞ ଲି ଲାନଜୁଆନ୍‌ ଚେତାବନୀ ଦେଇଛନ୍ତି ଯେ, ମାଇନସ୍‌ ୨୦...

ଭୂକମ୍ପର ୨୧ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ଘୋଡା, ଭାଇରାଲ ହେଉଛି ଭିଡିଓ

ଆଙ୍କାରା,୨୮।୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଏଥିରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।...

ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତଙ୍କୁ କାନାଡାରେ ହତ୍ୟା

ଅଟାଓ୍ବା,୧୬ା୭: ୧୯୮୫ ଏୟାର ଇଣ୍ଡିଆ ବିସ୍ଫୋରଣ ଅଭିଯୁକ୍ତ ରିପୁଦମନ ସିଂ ମଲିକଙ୍କୁ କାନାଡାର ସରେଠାରେ ହତ୍ୟା କରାଯାଇଛି। ରିପୁଦମନଙ୍କ କାର୍‌ ଭିତରୁ ତାଙ୍କ ଗୁଳିବିଦ୍ଧ ମୃତଦେହକୁ...

୮୪ ମିଶାଇଲ ମାଡ଼, ଥରିଲା କିଭ୍‌

କିଭ୍‌୍‌, ୧୧ା୧୦:ରୁଷିଆକୁ କ୍ରିମିଆ ସହ ସଂଯୋଗ କରୁଥିବା ୧୯ କି.ମି. ଦୀର୍ଘ କର୍ଚ ବ୍ରିଜ୍‌ ବିସ୍ଫୋରଣର ୨ ଦିନ ପରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ରାଷ୍ଟ୍ରପତି...

ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ!

ଲଣ୍ଡନ,୭ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାଲାଗି ପ୍ରସ୍ତୁତ ହୋଇଗଲେଣି । ସରକାରରୁ ପ୍ରାୟ ୪୦ ମନ୍ତ୍ରୀ ଇସ୍ତଫା ଦେବା...

Advertisement
Archives

Model This Week