ଜର୍ମାନ ଚାନ୍ସସେଲରଙ୍କୁ ଭେଟିଲେ ମୋଦି
ଏଲ୍ମାଉ,୨୭।୬: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜର୍ମାନୀର ଏଲ୍ମାଉରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜର୍ମାନ ଚାନ୍ସସେଲର ଓଲାଫ ସ୍କୋଲଜ ସ୍ବାଗତ କରିଥିଲେ। ଉଭୟ ନେତା କିଛି ସମୟରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ବିଶ୍ୱର…
ପାକିସ୍ତାନରେ ଆତଙ୍କବାଦ ପାଇଁ ଇମ୍ରାନ୍ ଦାୟୀ, ଶହବାଜ ସରିଫଙ୍କ ଦାବି…
ଇସଲାମାବାଦ, ୨୭।୬ : ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟତା ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ଆତଙ୍କବାଦୀ ଘଟଣା ପାଇଁ ଇମ୍ରାନ ଖାନ ହିଁ ଦାୟୀ। ଆତଙ୍କବାଦ ବିରୋଧରେ ନ୍ୟାଶନାଲ…
ଶକ୍ତିଶାଳୀ ରକେଟ ପରୀକ୍ଷଣ କଲା ଇରାନ…
ତେହେରାନ, ୨୭।୬ : ଇରାନର ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଇରାନ ଏକ ଶକ୍ତିଶାଳୀ ରକେଟ ଉତକ୍ଷେପଣ କରିଛି। ଇରାନ ରାଜ୍ୟ ଟେଲିଭିଜନ ରିପୋର୍ଟ ମୁତାବକ, ୟୁରୋପୀୟ ସଂଘ ସହିତ ପରମାଣୁ ଚୁକ୍ତିର ଗୋଟିଏ ଦିନ ପରେ ଏକ ସାଟେଲାଇଟ କ୍ୟାରିଅର୍…
ମ୍ୟୁନିଖରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ହେଲା ଆଲୋଚନା
ମ୍ୟୁନିଖ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଜର୍ମାନୀ ଗସ୍ତରେ ଅଛନ୍ତି । ସେଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ସେ ଜର୍ମାନୀ ଗସ୍ତ କରିଛନ୍ତି । ରବିବାର ମୋଦି ଜି-୭ ଶିଖର ସମ୍ମିଳନୀରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଅଲବର୍ଟୋ…
ଜି ୭: ରୁଷିଆ ଉପରେ ଚାପ
ଏଲ୍ମଉ,୨୭ା୬: ରୁଷିଆକୁ ମହଙ୍ଗା ପଡ଼ିବ ୟୁକ୍ରେନ୍ ଆକ୍ରମଣ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାବେଳେ ଆଗକୁ ସେଠାରୁ ସୁନା ଆମଦାନୀ ମଧ୍ୟ ବନ୍ଦ କରାଯିବ ବୋଲି ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା…
ରୁଷିଆକୁ ଘେରିବାକୁ ପୁଣି ଅଣ୍ଟା ଭିଡିଲାଣି ଆମେରିକା
ୱାଶିଂଟନ,୨୭ ।୬: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଦିନକୁ ଦିନ ରୁଷିଆର ସମସ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପ ଏବେ ରୁଷିଆ ଉପରେ ନୂଆ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ଜି-୭ ସଦସ୍ୟ ଦେଶ ରୁଷିଆରୁ ସୁନା ଆମଦାନୀ ଉପରେ…
ଭାରତୀୟ ବଂଶୋଦ୍ଭବ ବିକାଶର ରାଷ୍ଟ୍ରଦୂତ
ମ୍ୟୁନିକ୍,୨୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ୭ ସମ୍ମିଳନୀରେ ଯୋଗଦେବା ପାଇଁ ରବିବାର ଜର୍ମାନୀର ମ୍ୟୁନିକ୍ରେ ପହଞ୍ଚତ୍ଛନ୍ତି। ଭାରତ ଜି ୭ର ସଦସ୍ୟ ହୋଇ ନ ଥିଲେ ହେଁ ଜର୍ମାନୀ ପକ୍ଷରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ମୋଦି ସେଠାକୁ ଯାଇଛନ୍ତି।…
ସବୁଠାରୁ ଅଧିକ ଗଭିରତାରେ ମିଳିଲା ଆମେରିକା ଯୁଦ୍ଧ ଜାହାଜର କିଛି ଅଂଶ, ୭୮ ବର୍ଷ ପୂର୍ବରୁ ବୁଡିଥିଲା ଜାହାଜ
ୱାଶିଂଟନ,୨୭ ।୬: ଫିଲିପିନ ସାଗରରେ ସମୁଦ୍ର ବୁଡାଳିଙ୍କୁ ବୁଡିଯାଇଥିବା ଜାହାଜର କିଛି ଅଂଶ ମିଳିଛି । ଜାହାଜ ‘ୟୁଏସଏସ ସୌମୁଅଲ ବି ରବର୍ଟସ’ର କିଛି ଭଙ୍ଗା ଅଂଶ ୨୩ ହଜାର ଫୁଟ(୬,୮୯୫ ମିଟର) ଗଭିରରେ ମିଳିଛି । ଏହି ଜାହାଜକୁ ‘ସୌମି…
କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇଛି ଭାରତୀୟ ଟିକା: ମୋଦି
ବର୍ଲିନ,୨୬।୬: ୪୮ତମ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀ ଗସ୍ତରେ ଯାଇଛନ୍ତି। ମୁନିକରେ ପହଞ୍ଚି ସେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କଠାରେ ଭାରତୀୟ ସଂସ୍କୃତି, ଏକତା ଏବଂ…
ଶ୍ରୀଲଙ୍କାରେ ପୁଣି ବଢ଼ିବ ତୈଳ ଦର
କଲମ୍ବୋ,୨୬ା୬: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସିଲୋନ ପେଟ୍ରୋଲିୟମ କର୍ପୋରେଶନ ଗ୍ୟାସ ରବିବାର ଇନ୍ଧନ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ, ଲିଟର ପେଟ୍ରୋଲ ୯୨ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହା ଆଉ ୫୦ ଟଙ୍କାକୁ…
ଇମ୍ରାନ୍ଙ୍କୁ ହତ୍ୟା ଷଡ଼ଯନ୍ତ୍ର, ବେଡ୍ ରୁମ୍ରେ ଗୁପ୍ତ କ୍ୟାମେରା…
ଇସଲାମାବାଦ୍, ୨୬।୬ :ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହତ୍ୟା କରିବାର ଷଡଯନ୍ତ୍ରର ଗୁଜବ ମଧ୍ୟରେ ଜଣେ କର୍ମଚାରୀ ଇସଲାମାବାଦର ବେନିଗାଲା ଅଞ୍ଚଳରେ ତାଙ୍କ ଘରର ଶୋଇବା ଘରେ ଗୁପ୍ତଚର କ୍ୟାମେରା ଲଗାଇଥିବା ଅଭିଯୋଗରେ ଧରାପଡିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…
ୟୁକ୍ରେନ୍ରେ କ୍ଷେପଣାସ୍ତ୍ର ବର୍ଷା କଲା ରୁଷିଆ…
ମସ୍କୋ, ୨୬।୬ : ରୁଷିଆ ପକ୍ଷରୁ ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରାଯାଇଛି। ଏହାଯୋଗୁ ପୂର୍ବ ଲୁହାନସ୍କ ଅଞ୍ଚଳର ସେଭେରୋଡୋନସ୍କ ଏବଂ ଲିସିଚସ୍କ ସହରରେ ଶହ ଶହ ସାଧାରଣ ସଙ୍କଟରେ ପଡ଼ିଛନ୍ତି। ଅପରପକ୍ଷରେ, ଦକ୍ଷିଣ ଅଞ୍ଚଳରେ ରୁଷିଆର ୪୬…
Archives


