ଅନ୍ତର୍ଜାତୀୟ

ଓହିଓ ଫୁଟବଲ୍‌ ମ୍ୟାଚ୍‌ରେ ଫୁଟିଲା ଗୁଳି

ଓ୍ବାଶିଂଟନ୍‌, ୮।୧୦: ଆମେରିକାର ଓହିଓରେ ଶନିବାର ଏକ ଅଘଟଣ ଘଟିଛି। ଏକ ଫୁଟବଲ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମ ବାହାରେ ଗୁଳିକାଣ୍ଡ ଘଟିଛି। ଏଥିରେ ୩ଜଣଙ୍କୁ ଗୁଳି ବାଜିଥିବା ଜଣାପଡ଼ିଛି। ଏହି ସମୟରେ ଷ୍ଟାଡିୟମରେ ଲୋକମାନେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ। ଆହତଙ୍କୁ…

ଆମେରିକାକୁ ଉତ୍ତର କୋରିଆର ଚେତାବନୀ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୮ା୧୦: ଶନିବାର ଉତ୍ତର କୋରିଆ କହିଛି ଯେ, ଆମେରିକାର ବିମାନ ପରିବହନକାରୀଙ୍କ ପ୍ରତ୍ୟାହାର ଏହି ଅଞ୍ଚଳରେ ପୁଣି ଉତ୍ତେଜନା ସୃଷ୍ଟି କରିଛି। ବାସ୍ତବରେ ଉତ୍ତର କୋରିଆର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା କୋରିଆ ଉପଦ୍ୱୀପ ନିକଟରେ…

କ୍ରିମିଆରେ ବଡ଼ ଧରଣର ବିସ୍ଫୋରଣ

ମସ୍କୋ,୮।୧୦: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ସମୟରେ ରୁଷିଆ କିଭ୍‌ର ଅନେକ ଅଞ୍ଚଳକୁ ଜବରଦଖଲ କରିନେଇଛନ୍ତି। ଇତିମଧ୍ୟରେ ରୁଷିଆ ଜବରଦଖଲ କରିଥିବା କ୍ରିମିଆରେ ଶନିବାର ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କ୍ରିମିଆ ଓ ରୁଷିଆ…

ଭାରତ ଗଲେ ସତର୍କ ରୁହ: ନାଗରିକଙ୍କୁ ଚେତାଇଲା ଆମେରିକା

ଓ୍ବାଶିଂଟନ, ୮ା୧୦: ଭାରତକୁ ଯାତ୍ରା କରୁଥିବା ଆମେରିକୀୟମାନଙ୍କୁ ସର୍ବାଧିକ ସତର୍କତା ଅବଲମ୍ବନ ପାଇଁ ଶୁକ୍ରବାର ଓ୍ବାଶିଂଟନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାରତରେ ଘଟୁଥିବା ଅପରାଧ ଓ ଆତଙ୍କବାଦୀ କାର୍ଯ୍ୟକୁ ଆଳ କରି ଏଭଳି ଓ୍ବାର୍ନିଂ ଜାରି କରାଯାଇଛି। ବିଶେଷକରି କେନ୍ଦ୍ରଶାସିତ ଅଞ୍ଚଳ…

୩ ବର୍ଷ ପରେ ମରିୟମ୍‌, ନଓ୍ବାଜ୍‌ ଭେଟ

ଲଣ୍ଡନ, ୮ା୧୦: ପାକିସ୍ତାନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କୁ ଲଣ୍ଡନରେ ତାଙ୍କ ଝିଅ ମରିୟମ୍‌ ନଓ୍ବାଜ୍‌ ଭେଟିଛନ୍ତି। ଏକ କୋର୍ଟ ଅର୍ଡର୍‌ ଅନୁସାରେ ପାକିସ୍ତାନ କର୍ତ୍ତୃପକ୍ଷ ୩ ବର୍ଷ ପରେ ମରିୟମ୍‌ଙ୍କୁ ପାସ୍‌ପୋର୍ଟ ଫେରାଇବା ପରେ ପିଏମ୍‌ଏଲ୍‌-ଏନ୍‌ ଉପାଧ୍ୟକ୍ଷା ଗୁରୁବାର ଲଣ୍ଡନରେ…

ପିଓକେରେ ଆମେରିକା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୮ା୧୦: ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଡୋନାଲ୍ଡ ବ୍ଲୋମେ ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଗସ୍ତ କରିବା ସହ ଏହାକୁ ଆଜାଦ ଜମ୍ମୁ-କଶ୍ମୀର ବୋଲି ବାରମ୍ବାର କହିବା ଘଟଣାରେ ଭାରତ ଶୁକ୍ରବାର ପ୍ରତିବାଦ ଜଣାଇଛି। ଆମେରିକା ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତ ଓ ବୈଠକ…

ପୁଟିନ୍‌ଙ୍କୁ ଜନ୍ମଦିନ ଝଟକା

ଓସ୍‌ଲୋ/ଜେନେଭା/ମସ୍କୋ,୮ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଜନ୍ମଦିନରେ ଲାଗିଛି ଦୁଇଟି ବଡ଼ ଝଟକା। ୟୁକ୍ରେନ୍‌ ସହ ପ୍ରାୟ ୭ ମାସର ଯୁଦ୍ଧ ପରେ ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପୁଟିନ୍‌ ଶୁକ୍ରବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ସମର୍ଥକ ଓ…

ପୁଟିନଙ୍କ ଜନ୍ମଦିନରେ ୟୁକ୍ରେନ୍ ଉଡାଇଲା ରୁଷିଆର ୧୮ ତୋପ, ୮ ଟ୍ୟାଙ୍କ

କ୍ୱିଭ,୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସ୍ଥାନୀୟ ସମୟ ଅନୁଯାୟୀ ଯେତେବେଳେ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଥିଲେ ଠିକ୍ ସେତିକି ବେଳେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ରୁଷିଆ ସେନା କବଜା କରିଥିବା ୟୁକ୍ରେନ ଅଞ୍ଚଳରୁ ଲଗାତାର…

ଖୁବଶୀଘ୍ର ଗିରଫ ହୋଇପାରନ୍ତି ଇମ୍ରାନ ଖାଁ, କହିଲେ ୪ ଜଣ ଚାହୁଁଛନ୍ତି ମୋତେ ହତ୍ୟା କରାଯାଉ

ଇସଲାମାବାଦ,୮ ।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାୁଁ ବିଦେଶି ଫଣ୍ଡିଂ ମାମଲାରେ ଖୁବଶୀଘ୍ର ଗିରଫ କରାଯାଇପାରେ । ଶୁକ୍ରବାର ପିଟିଆଇ ନେତା ତାରିକ ଶଫି, ହମିଦ ଜମାନ ଓ ଶୈଫ ନିୟାଜିଙ୍କୁ ସାଇବର ଅପରାଧ…

ବେଲାରୁଷର ମାନବାଧିକାର କର୍ମୀଙ୍କୁ ଶାନ୍ତି ନୋବେଲ ପୁରସ୍କାର, ରୁଷିଆ-ୟୁକ୍ରେନର ଦୁଇଟି ସଂସ୍ଥା ବି ମନୋନୀତ

ଷ୍ଟକହୋମ,୭ ।୧୦: ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା ହୋଇ ସାରିଛି । ଏଥର ଜଣେ ବ୍ୟକ୍ତି ଓ ଦୁଇଟି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ବେଲାରୁଷର ମାନବାଧିକାର କର୍ମୀ ଏଲେସ ବିୟାଲିୟାତ୍ସକିଙ୍କ ବ୍ୟତୀତ ଦୁଇଟି ସଂସ୍ଥା…

ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କଲେ ରୁମ୍‌ମେଟ୍‌

ଓ୍ବାଶିଂଟନ୍‌, ୭ା୧୦: ଆମେରିକାର ଇଣ୍ଡିଆନାରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ବରୁଣ ମନୀଷ ଛେଡ଼ା (୨୦)। ବରୁଣଙ୍କୁ ତାଙ୍କ ରୁମ୍‌ମେଟ୍‌ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁର୍ଡୁଏ ୟୁନିଭର୍ସିଟିର ଡାଟା ସାଇନ୍ସ ଅଧ୍ୟୟନ କରୁଥିବା ମନୀଷଙ୍କ…

ଗଞ୍ଜେଇ ରଖିବା ନୀତି ପରିବର୍ତ୍ତନ କଲା ଆମେରିକା

ଓ୍ବାଶିଂଟନ,୭।୧୦: ଗଞ୍ଜେଇ ରଖିବା ତଥା ବ୍ୟବହାର ନୀତିରେ ଆମେରିକା ବଡ଼ ପରିବର୍ତ୍ତନ କରିଛି। ଗଞ୍ଜେଇ ରଖିବା କିମ୍ବା ଖାଇବାରେ ଦୋଷୀ ସାବ୍ୟସ୍ତ ହଜାର ହଜାର ଲୋକଙ୍କୁ ମୁକ୍ତ କରିବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ରାଷ୍ଟ୍ରପତି କହିଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri