କରୋନା ପରେ ଏବେ କାୟା ବିସ୍ତାର କରୁଛି ମଙ୍କିପକ୍ସ, ମେକ୍ସିକୋରେ ୬୦ ସଂକ୍ରମିତ
ମେକ୍ସିକୋ ସିଟି,୨୭ ।୭: ସାରା ବିଶ୍ୱ ଏବେ କରୋନା ମହାମାରୀଠାରୁ ମୁକ୍ତ ହାଇ ନ ଥିବା ବେଳେ ଏବେ ଡରାଇଲାଣି ମଙ୍କି ପକ୍ସ । ଏହି ନୂଆ ଭାଇରସରେ ମେକ୍ସିକୋର ୬୦ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତେବେ…
ଶରିଫଙ୍କ ପୁଅ ହମଜାଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା, ପରଭେଜ ଇଲାହି ପଞ୍ଜାବର ମୁଖ୍ୟମନ୍ତ୍ରୀ
ଇସଲାମାବାଦ,୨୭ ।୭: ପାକିସ୍ତାନ ସୁପ୍ରିମକୋର୍ଟ ମଙ୍ଗଳବାର ପଞ୍ଜାବ ବିଧାନସଭାର ଡେପୁଟି ସ୍ପିକରଙ୍କ ୧୦ ମତକୁ ଖାରଜ କରିବା ନିଷ୍ପତ୍ତିକୁ ଅସମ୍ବିଧାନକ କରି ଦେଇଛନ୍ତି । ଏହାସହ ପିଏମଏଲ-କ୍ୟୁ ନେତା ଚୌଧୁରୀ ପରଭେଜ ଇଲାହିଙ୍କୁ ରାଜନୈତିକ ଭାବେ ମହତ୍ୱପୂର୍ଣ୍ଣ ଅଞ୍ଚଳର ମୁଖ୍ୟମନ୍ତ୍ରୀ କରି…
ପୃଥିବୀ ମୁହାଁ ଚାଇନା ରକେଟ ଭଗ୍ନାବଶେଷ, କେଉଁଠି ପଡ଼ିବ ସେନେଇ ଆତଙ୍କ…
ବେଜିଂ, ୨୬।୭ : ମହାକାଶରେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଚାଇନା ନିକଟରେ ଲ୍ୟାବ ମଡ୍ୟୁଲ ଓ୍ବେଣ୍ଟିଆନ ଲଞ୍ଚ କରିଛି। ଲଙ୍ଗ ମାର୍ଚ୍ଚ ୫ ବି ରକେଟ ମାଧ୍ୟମରେ ଏହାକୁ ଚାଇନା ଏହାକୁ ଲଞ୍ଚ କରିଥିଲା। ତେବେ…
ଆମେରିକାରେ ୧.୪ କୋଟିରୁ ଅଧିକ ଶିଶୁ କରୋନା ଆକ୍ରାନ୍ତ…
ଓ୍ବାଶିଂଟନ, ୨୬।୭ : ମହାମାରୀ ଆରମ୍ଭରୁ, ଆମେରିକାର ୧.୪ କୋଟିରୁ ଅଧିକ ଶିଶୁ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକୀୟ ଏକାଡେମୀ ଅଫ ପେଡିଆଟ୍ରିକ୍ସ (ଏଏପି) ଏବଂ ଶିଶୁ ହସ୍ପିଟାଲ ଆସୋସିଏଶନ ଦ୍ୱାରା ପ୍ରକାଶିତ ହୋଇଥିବା ସଦ୍ୟତମ ରିପୋର୍ଟରେ ଏହି ସୂଚନା…
୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍ ମିଲିଟାରୀ ଶାସକଙ୍କୁ ବିରୋଧ…
ନାପିଦ୍ୱ, ୨୬।୭ : ମ୍ୟାନ୍ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫାଶୀ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡେମୋକ୍ରାଟିକ…
ଇରାନରେ ବନ୍ୟା ନେଲାଣି ୨୨ ଜୀବନ
ତେହରାନ,୨୬।୭: ଲଗାଣ ବର୍ଷା ଯୋଗୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ…
କୁୱେତର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
କୁୱେତ ସିଟି,୨୬ ।୭: ଶେଖ ଅହମଦ ନୱାଫ ଅଲ ଅହମଦ ଅଲ-ସବାଙ୍କୁ କୁୱେତର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁୱେତର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟୁଇଟ କରି ଏହି…
ଚର୍ଚ୍ଚାରେ ମସ୍କ-ନିକୋଲଙ୍କ ସମ୍ପର୍କ
ଓ୍ବାଶିଂଟନ୍, ୨୬।୭: ଆଉ ଏକ ବିବାଦରେ ଯୋଡ଼ି ହୋଇଯାଇଛି ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ। ଗୁଗଲ କମ୍ପାନୀ ସହ-ପ୍ରତିଷ୍ଠାତା ସେରଗେ ବ୍ରିନ୍ ଓ ମସ୍କଙ୍କ ବନ୍ଧୁତାରେ ପଡ଼ିଯାଇଛି ପୂର୍ଣ୍ଣଚ୍ଛେଦ। ବ୍ରିନ୍ଙ୍କ ସ୍ତ୍ରୀ ନିକୋଲ ଶାନାହାନ ଓ ମସ୍କଙ୍କ ମଧ୍ୟରେ ପ୍ରେମ…
ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ
କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬ ମାସରେ ପ୍ରବେଶ କରିଛି । ୟୁକ୍ରେନ ଦାବି କରିଛି ଏହି ସମୟ ମଧ୍ୟରେ ସେ…
ଦକ୍ଷିଣ ଇରାନ ବନ୍ୟାରେ ଗଲା ୨୧ ଜୀବନ
ତେହରାନ, ୨୫।୭: ପ୍ରବଳ ବର୍ଷା କାରଣରୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋଟର୍ର୍ ଅନୁସାରେ ବନ୍ୟାରେ ପ୍ରାୟ ୨୧ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ…
ପୁଟିନ୍ଙ୍କଠାରୁ ଆରମ୍ଭ କରି ଏହି ଦେଶର ରାଷ୍ଟ୍ରପତିମାନେ ଦ୍ରୌପଦୀଙ୍କୁ ଜଣାଇଲେ ଶୁଭେଚ୍ଛା
ମସ୍କୋ/କଲମ୍ବୋ/ମାଲେ/କାଠମାଣ୍ଡୁ,୨୫।୭: ରୁଷିଆ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ନେପାଳର ରାଷ୍ଟ୍ରପତିଙ୍କ ସମେତ ଅନେକ ବିଶ୍ୱ ନେତା ଭାରତର ୧୫ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ସହିତ ନିଜ ନିଜ ଦେଶର ବହୁମୁଖୀ ସମ୍ପର୍କ ବଢ଼ାଇବା ପାଇଁ ମୁର୍ମୁଙ୍କ ସହ କାମ…
ସମଗ୍ର ବିଶ୍ୱ ପାଇଁ ଚାଇନା ଏକ ନମ୍ବର ବିପଦ: ସୁନକ
ଲଣ୍ଡନ,୨୫।୭: ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍ରେ ଥିବା ଋଷି ସୁନକ ଚାଇନା ଉପରେ କଠୋର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ସେ ଚାଇନା ବିରୋଧରେ କଡା ନୀତି ଆପଣାଇବେ। କେବଳ ବ୍ରିଟେନ ପାଇଁ ନୁହେଁ,…
Archives


