ଅନ୍ତର୍ଜାତୀୟ

ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ମୁସ୍ତାଫିଜୁର ରେହମାନ

ଢାକା,୧୪ା୭: ମୁସ୍ତାଫିଜୁର ରେହମାନ ଭାରତରେ ବାଂଲାଦେଶର ହାଇ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଜେନେଭାରେ ମିଳିତ ଜାତିସଂଘ କାର୍ଯ୍ୟାଳୟରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଏବଂ ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି। ଭାରତକୁ ବାଂଲାଦେଶର ହାଇ କମିଶନର ଭାବେ…

ପାକିସ୍ତାନରେ ଜଣେ ହିନ୍ଦୁ ନାବାଳିକାଙ୍କୁ ଅପହରଣ

ଇସଲାମାବାଦ୍‌,୧୪।୭: ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ସିନ୍ଧ ପ୍ରଦେଶରେ ଜଣେ ୧୬ ବର୍ଷର ହିନ୍ଦୁ ଝିଅଙ୍କୁ ଅପହରଣ କରିନେଇ ଜୋରଜବରଦସ୍ତ ବିବାହ କରିଦିଆଯାଇଛି। ଅପହରଣ ପରେ ପ୍ରଥମେ ଧର୍ମ ପରିବର୍ତ୍ତନ କରି ଜଣେ ମୁସଲମାନ…

ଆଜି ମାଳଦ୍ୱୀପ ଛାଡ଼ି ସିଙ୍ଗାପୁର ଯିବେ ଗୋଟାବାୟା

କଲମ୍ବୋ,୧୪ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ଦେଶଛାଡ଼ି ମାଳଦ୍ୱୀପ ପଳାୟନ କରିଥିଲେ। ଗୋଟାବାୟାଙ୍କ ପଳାୟନ ପରେ ଶ୍ରୀଲଙ୍କାର ଅବସ୍ଥା ଆହୁରି ବିଗିଡ଼ି ଯାଇଛି। ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇତିମଧ୍ୟରେ ଗୋଟାବାୟା ମାଳଦ୍ୱୀପ ଛାଡ଼ି…

କାନାଡ଼ାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ…

ଟରୋଣ୍ଟୋ,୧୪।୭ : କାନାଡାର ଟରୋଣ୍ଟୋରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ମାମଲା ସାମ୍ନାକୁ ଆସିଛି। କାନାଡାର ଟରୋଣ୍ଟୋରେ ଥିବା କନସୁଲେଟ ଜେନେରାଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏକ ଟୁଇଟରେ ସେ କହିଛନ୍ତି, ରିଚମଣ୍ଡ ହିଲସ୍ଥିତ ବିଷ୍ଣୁ ମନ୍ଦିରଠାରେ ଥିବା…

ହିଜାବ ବିରୋଧରେ ଇରାନୀ ମହିଳା…

ତେହେରାନ,୧୪।୭ : ଇସଲାମ ଦେଶ ଇରାନରେ ମହିଳାମାନେ ହିଜାବକୁ ଦୃଢ଼ ବିରୋଧ କରିବା ଆରମ୍ଭ କରିଛନ୍ତି। ସରକାରଙ୍କ ଦ୍ୱାରା ଦେଶରେ ହିଜାବ ଏବଂ ଶୁଦ୍ଧତା ଦିବସ ପାଳନ କରାଯାଉଥିଲା ବେଳେ ରାସ୍ତାରେ ଯାଇଥିବା ମହିଳାମାନେ କଡା ନିୟମକୁ ବିରୋଧ କରି ହିଜାବ…

ଇସ୍ରାଏଲରେ ବାଇଡେନ୍‌

ତେଲ ଅଭିଭ୍‌ , ୧୪।୭: ଇସ୍ରାଏଲର ତେଲ ଅଭିଭ୍‌ ବିମାନବନ୍ଦରରେ ବୁଧବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ୟେର୍‌ ଲ୍ୟାପିଡ୍‌ଙ୍କ ସହ ରାଷ୍ଟ୍ରପତି ଆଇଜାକ୍‌ ହର୍ଜୋଗ୍‌ ସ୍ବାଗତ କରୁଛନ୍ତି। ବାଇଡେନ୍‌ ପାଲେଷ୍ଟାଇନ ଓ ସାଉଦି ଆରବ ନେତୃବୃନ୍ଦଙ୍କ ସହ ବିଭିନ୍ନ…

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼ ଆଗରେ ଋଷି

ଲଣ୍ଡନ, ୧୪ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଭୋଟ ପରେ ଭାରତୀୟ ବଂଶୋଦ୍ଭବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍‌ ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଦେଇଛନ୍ତି। ଋଷିଙ୍କ ସପକ୍ଷରେ ୮୮…

ଶ୍ରୀଲଙ୍କା ସଙ୍କଟ: ଡାକ୍ତର କହିଲେ ରୋଗଠାରୁ ଦୂରେଇ ରୁହନ୍ତୁ, ଆହତ ହୁଅନ୍ତୁ ନାହିଁ

କଲମ୍ବୋ,୧୪ ।୭: ଆର୍ଥିକ ସଙ୍କଟର ଶିକାର ହୋଇଥିବା ଶ୍ରୀଲଙ୍କାର ମେଡିକାଲ ଢାଞ୍ଚା ବି ଏବେ ବଦଳିବାରେ ଲାଗିଛି । ହସ୍ପିଟାଲରେ କିଡ୍‌ନୀ, କ୍ୟାନସର ଭଳି ଜଟିଳ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ କଥା ପଚାରେ କିଏ, କାରଣ ସାଧାରଣ ରୋଗ ପାଇଁ…

ଭିଡ଼ ଅଣାୟତ୍ତ, ସେନା ନରମ

କଲମ୍ବୋ/ନୂଆଦିଲ୍ଲୀ,୧୪ା୭: ଗୃହଯୁଦ୍ଧ ମୁହଁ। କଲମ୍ବୋ ଆକାଶରେ ଉଡ଼ୁଥିଲା ସେନା ହେଲିକପ୍ଟର। ଅଣାୟତ୍ତ ଭିଡ଼କୁ ନିୟନ୍ତ୍ରଣ ପାଇଁ ସୈନ୍ୟ ଛାଡ଼ୁଥିଲେ ତୁହାକୁ ତୁହା ଲୁହବୁହା ବାଷ୍ପ। ଉତ୍ତ୍ୟକ୍ତ ଜନତା ରଡ଼ି ଛାଡ଼ୁଥିଲେ ‘ରାନିଲ ଗୋ ହୋମ୍‌’। ଟିଅର୍‌ ଗ୍ୟାସ୍‌ରେ ବିକ୍ଷୋଭକାରୀଙ୍କ ଆଖି ପୋଡ଼ିଲେ…

ଜାଣନ୍ତି କାହା ସହାୟତାରେ ରାତାରାତି ମାଳଦ୍ୱୀପ ପଳାଇଲେ ଗୋଟାବାୟା

କଲମ୍ବୋ,୧୩ା୭: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଏଠାରେ ରାଜନୈତିକ ଉତ୍ତେଜନା ମଧ୍ୟ ଦେଖାଦେଇଛି। ଫଳରେ ଜଣକ ପରେ ଜଣେ ନେତା ଦେଶ ଛାଡୁଛନ୍ତି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଧ୍ୟ ତାଙ୍କ ପରିବାର ସହିତ ରାତାରାତି…

ଗୋଟାବାୟା ରାଜପାକ୍ସେଙ୍କୁ ଶରଣ ଦେଇ ଫସିଲେ ମାଳଦ୍ୱୀପ ସରକାର

ମାଲେ,୧୩।୭: ଶ୍ରୀଲଙ୍କାରେ ଜାରି ରାଜନୈତିକ ଏବଂ ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ବୁଧବାର ମାଳଦୀପରେ ଶରଣ ନେଇଛନ୍ତି। ଏହାକୁ ନେଇ ମାଳଦ୍ୱୀପରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି। ଗୋଟାବାୟାଙ୍କୁ ମାଳଦ୍ୱୀପରେ ଶରଣ ଦେବାକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ସେଠାରେ…

ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ଇସ୍ତାନବୁଲ,୧୩।୭: ତୁର୍କୀର ଇସ୍ତାନବୁଲରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରହିଛି। ଯଦି ଏହି କଥାବାର୍ତ୍ତା ସଫଳ ହୁଏ, ତେବେ ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀ ବୃଦ୍ଧି ସମସ୍ୟାରୁ କିଛିଟା ମୁକ୍ତି ମିଳିବ। ମିଳିତ ଜାତିସଂଘ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri