Advertisement

‘ମୋ ଗୋଡରୁ ୩ ଗୁଳି ବାହାରିଛି’

ଇସଲାମାବାଦ୍‌,୮।୧୦: ଗୁଜରାନୱାଲାରେ ଏକ ରାଜନୈତିକ ସମାବେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡରେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି କଢାଯାଇଛି। ଲାହୋରର ଜମାନ ପାର୍କରେ ଥିବା ତାଙ୍କ ବାସଭବନରୁର ବେକି ଆଣ୍ଡରସନଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ସମୟରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମ୍ରାନ ଏହି ଦାବି କରିଛନ୍ତି।
ସେ କହିଛନ୍ତି, ମୋର ଡାହାଣ ଗୋଡରୁ ତିନୋଟି ଗୁଳି ବାହାରିଥିଲା। ମନେରଖ, ସାଢେ ତିନି ବର୍ଷ ମୁଁ କ୍ଷମତାରେ ଥିଲି। ଗୁପ୍ତଚର ଏଜେନ୍ସି, ବିଭିନ୍ନ ଏଜେନ୍ସି ସହିତ ମୋର ସମ୍ପର୍କ ଅଛି। କିଏ ଏହି ହତ୍ୟାକାଣ୍ଡର ଷଡଯନ୍ତ୍ର କରିଛି ଏ ବିଷୟରେ ଗୁପ୍ତଚର ଏଜେନ୍ସି ଠାରୁ ମୁଁ ସୂଚନା ପାଇଛି।
ଇମ୍ରାନ ଖାନ ଆହୁରି ମଧ୍ୟ ଦାବି କରିଛନ୍ତି, ତାଙ୍କ ବିରୋଧରେ ହୋଇଥିବା ହତ୍ୟା ଷଡଯନ୍ତ୍ର ଦୁଇ ମାସ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିଲା। ମୋତେ ଗାଦିରୁ ହଟାଇ ଦିଆଯିବାପରେ ଏହି ଷଡଯନ୍ତ୍ର ଆରମ୍ଭ ହୋଇଥିଲା। ବର୍ତ୍ତମାନର ସରକାର ତାଙ୍କ ଉପରେ ଆକ୍ରମଣ ଯୋଜନା କରିଛନ୍ତି। ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ଥିଲା।
ସୂଚନାଯୋଗ୍ୟ, ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ କାରଣରୁ ଗତ ସପ୍ତାହରେ ସ୍ଥଗିତ ରଖାଯାଇଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ଲଙ୍ଗ ମାର୍ଚ୍ଚ ଗୁରୁବାରଠାରୁ ପୁଣି ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚଉଭିନ୍‌ଙ୍କୁ ସାଢ଼େ ୨୨ ବର୍ଷ ଜେଲ

ଓ୍ବାଶିଂଟନ୍‌, ୨୭ା୬: ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକାର ମିନିଆପଲିସ୍‌ ପୂର୍ବତନ ପୋଲିସ ଅଫିସର ଶ୍ୱେତାଙ୍ଗ ଡେରେକ ଚଉଭିନ୍‌(୪୫)ଙ୍କୁ ଶୁକ୍ରବାର ୨୨ ବର୍ଷ ୬...

ବନ୍ଧୁକ ମୂନରେ ଲୋକଙ୍କୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ବାଧ୍ୟ କରୁଛି ଚାଇନା…

ବେଜିଂ,୧୯।୧୦ : କରୋନା ଭୂତାଣୁ ସଂକ୍ରମଣ ଧୀରେ ଧୀରେ ସମଗ୍ର ବିଶ୍ୱରୁ ଅପସରି ଯାଉଥିବାବେଳେ ଚାଇନାରେ ପୁଣି ଏହା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାଇନା...

ଇଡି ନିଜର ନିଷ୍ପତ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦ : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଇଡିର ରାଜନୈତିକ ବ୍ୟବହାର ଉପରେ ଜବାବ ଦେଇ କହିଛନ୍ତି ଯେ ଇଡି ଏକ ସ୍ବତନ୍ତ୍ର ଅନୁଷ୍ଠାନ ଏବଂ ଏହା...

ଏହି ଦେଶରେ ମିଳିବ ସହାୟକ ଚାକିରି, ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ

ଲଣ୍ଡନ,୨୯ା୧୦: କରୋନା ମହାମାରୀ ସମୟରେ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯାଇଛି। ଏହି ସମୟରେ ଚାକିରିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଏପରି...

ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।...

କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…

ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍‌ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକ ପଳାଇ...

ଆସନ୍ତାବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବିଶ୍ୱ

ଓ୍ବାଶିଂଟନ,୧୭।୯: ଅଧିକାଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏକସଙ୍ଗେ ସେମାନଙ୍କ ମୁଦ୍ରାନୀତିକୁ କଠୋର କରିଥିବାବେଳେ ଆସନ୍ତା ବର୍ଷ ବିଶ୍ୱ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ। ବିଶ୍ୱବ୍ୟାଙ୍କ ପକ୍ଷରୁ ସଦ୍ୟ...

ପିସୋଚିନ ପହଞ୍ଚିଲା ଭାରତ ସରକାରଙ୍କ ବସ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନର ପିସୋଚିନରେ ଫସି ରହିଥିବା ପ୍ରାୟ ୨୯୮ ଭାରତୀୟ ଛାତ୍ରଙ୍କୁ ସେଠାରୁ ଉଦ୍ଧାର କରାଯାଇଛି । ୟୁକ୍ରେନରେ ଥିବା...

Advertisement
Archives

Model This Week