ଘୋଟିଲା ଯୁଦ୍ଧ ବାଦଲ
ବେଜିଂ/ତାଇପେଇ/ଓ୍ବାଶିଂଟନ,୫ା୮:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ୟୁକ୍ରେନ୍ ଦଖଲ ଉଦ୍ୟମର ଦୁଷ୍ପରିଣାମ କେବଳ ଦୁଇ ପଡ଼ୋଶୀ ଭୋଗୁ ନାହାନ୍ତି। ଫେବୃୟାରୀ ୨୪ରୁ ଚାଲିଥିବା ଯୁଦ୍ଧ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଏହାର ଅବସାନ କେବେ ଘଟିବ ଆକଳନ କରି ହେଉ ନ…
ଜାପାନ ସୀମାରେ ମାଡ଼ ହେଲା ଚାଇନା କ୍ଷେପଣାସ୍ତ୍ର
ତାଇପେଇ.୪।୮: ଆମେରିକାର ପ୍ରତିନିଧି ସ୍ପିକର ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ଉତ୍ତ୍ୟକ୍ତ ହୋଇପଡିଛି। ଗୁରୁବାର ତାଇୱାନ ସୀମାର ବିଭିନ୍ନ ସ୍ଥାନରେ ଚାଇନା ସମରାଭ୍ୟାସ କରିବା ସହ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ତାଇୱାନର ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ…
ଫିନଲାଣ୍ଡ-ସ୍ବିଡ଼େନ ହେବେ ନାଟୋରେ ସାମିଲ, ଆମେରିକା ସିନେଟର ମଞ୍ଜୁରୀ…
ଓ୍ବାଶିଂଟନ, ୪।୮ : ଆମେରିକାର ସିନେଟରେ ଉଭୟ ଶାସକ ଦଳ ଏବଂ ବିରୋଧୀମାନେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ରେ ଫିନଲାଣ୍ଡ ଏବଂ ସ୍ବିଡେନର ଅନ୍ତର୍ଭୂକ୍ତିକୁ ସମର୍ଥନ କରିଛନ୍ତି। ଆମେରିକାର ସିନେଟ ଉଭୟ ପାଶ୍ଚାତ୍ୟ ୟୁରୋପୀୟ ଦେଶ ନାଟୋରେ ଯୋଗଦେବା…
ତାଇଓ୍ବାନ ପାଇଁ ପୃଥିବୀ ଦୁଇଭାଗ…
ବେଜିଂ/ଓ୍ବାଶିଂଟନ, ୪।୮ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦରେ ପୃଥିବୀର ଅନ୍ୟ ଦେଶ ଯୋଗ ଦେଇଛନ୍ତି। ଫଳରେ ତାଇଓ୍ବାନ ପାଇଁ ପୃଥିବୀ ଦୁଇଭାଗ ହୋଇଛି। ଗୋଟିଏ ପଟେ ରୁଷିଆ ଏକ ବିବୃତ୍ତି ଜାରି କରି ଆମେରିକାକୁ…
ତାଇଓ୍ବାନର ୭୮୬ ଶହ କୋଟି ଡଲାର ଉଦ୍ୟୋଗ ଉପରେ ଚାଇନାର ନଜର…
ବେଜିଂ, ୪।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା କ୍ରୋଧିତ ହୋଇଛି। ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ଜଣେ ବଡ ରାଜନେତା ତାଇୱାନରେ ପହଞ୍ଚିଛନ୍ତି। ଏହା ବିରୋଧରେ ବେଜିଂ ସାମରିକ…
ପୁଟିନ୍ଙ୍କ ପ୍ରେମିକାଙ୍କୁ ଆମେରିକା ମନା
ଓ୍ବାଶିଂଟନ୍, ୪ା୮: ଆମେରିକାର ସଦ୍ୟ ପ୍ରକାଶିତ ବ୍ୟାନ୍ ତାଲିକାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ପ୍ରେମିକା ଆଲିନା ମାରାତୋଭ୍ନା କାବେଇଭା(୩୯)ଙ୍କୁ ରଖାଯାଇଛି। ୟୁକ୍ରେନ୍ ଉପରେ ଆକ୍ରମଣ ପ୍ରତିବାଦରେ ଓ୍ବାଶିଂଟନ୍ ରୁଷିଆର ବହୁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଆମେରିକା ଗସ୍ତ ଉପରେ କଟକଣା ଲଗାଇଛି।…
ଚାଇନାକୁ ‘ପେଲୋସି’ ଝଟକା,ତାଇଓ୍ବାନ୍କୁ ଏକା ଛାଡ଼ିବନି ଆମେରିକା’
ତାଇପେଇ, ୪ା୮: ଚାଇନାର ନାଲିଆଖି ସତ୍ତ୍ୱେ ଆମେରିକା ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସିଙ୍କ ଦିନିକିଆ ତାଇଓ୍ବାନ ଗସ୍ତ ସୁରକ୍ଷିତ ଓ ସଫଳ ଭାବେ ଶେଷ ହୋଇଛି। ମଙ୍ଗଳବାର ରାତିରେ ଅଭୁତପୂର୍ବ ସୁରକ୍ଷା ବଳୟ ଭିତରେ ପେଲୋସିଙ୍କ ବିମାନକୁ ତାଇପେଇରେ ଅବତରଣ…
ଇସଲାମିକ ଚରମପନ୍ଥୀ ବ୍ରିଟେନ ପାଇଁ ବଡ ବିପଦ: ଋଷି ସୁନକ
ଲଣ୍ଡନ,୪ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ଥିବା ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବୁଧବାର ଦାବି କରି କହିଛନ୍ତି, ସେ ଇସଲାମିକ ଚରମପନ୍ଥୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେ ଇସଲାମିକ ଚରମ ପନ୍ଥୀଙ୍କୁ ବ୍ରିଟେନ…
ଚାଇନା ରାଗରେ ପଞ୍ଚମ: ଦେଖାଇଲା ଆକ୍ରମଣାତ୍ମକ ଆଭିମୁଖ୍ୟ
ଓ୍ବାଶିଂଟନ୍,୩।୮: ଆମେରିକାର ସିନେଟ୍ର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ ଶେଷ କରିବା ପରେ ଦକ୍ଷିଣ କୋରିଆ ଯାଇଛନ୍ତି। ନାନସୀଙ୍କ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ଏହାର ଫଳସ୍ବରୂପ ୨୭ଟି ଚାଇନା ଯୁଦ୍ଧ ବିମାନ ତାଇୱାନ ପ୍ରତିରକ୍ଷା ଜୋନ୍ରେ…
କିଏ ଏହି ପେଲୋସି? ଯାହାଙ୍କ ନାଁ ଶୁଣିଲେ ଚିହିଙ୍କି ଉଠୁଛି ଚାଇନା
ଓ୍ବାଶିଂଟନ,୩ା୮: ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ଆମେରିକାର ଲୋକ ସଭା ବାଚସ୍ପତି ନାନ୍ସି ପେଲୋସିଙ୍କ ବିମାନ ତାଇଓ୍ବାନରେ ପହଞ୍ଚିଛି। ଯେଉଁଥିପାଇଁ ଚାଇନା ସରକାର ଜୋ ବାଇଡେନଙ୍କୁ ଧମକ ଦେଇଛନ୍ତି। ଚାଇନା ସରକାର କହିଛନ୍ତି, ତାଙ୍କୁ ଉତ୍ତେଜିତ କରିବା…
ପେଲୋସିଙ୍କ ଦକ୍ଷିଣ କୋରିଆ ଯାତ୍ରା ଆରମ୍ଭ…
ତାଇପେଇ, ୩।୮ : ଆମେରିକାର ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇପେଇରେ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନଙ୍କ ସହ ସାକ୍ଷାତ ପରେ ତାଇୱାନ ଛାଡିଛନ୍ତି। ଚାଇନାର ଧମକ ମଧ୍ୟରେ ନାନ୍ସି ମଙ୍ଗଳବାର ରାତିରେ ତାଇୱାନରେ ପହଞ୍ଚିଥିଲେ। ବୁଧବାର ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସେ…
ମୋଦିଙ୍କୁ ପ୍ରଶଂସା କଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୩ା୮: ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ବୁଧବାର ଭାରତକୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ସଙ୍କଟଗ୍ରସ୍ତ ଦ୍ୱୀପ ଅର୍ଥାତ ଶ୍ରୀଲଙ୍କାକୁ ଜୀବନ ନିଃଶ୍ୱାସ ପ୍ରଦାନ କରିଛି। ସଂସଦର ତୃତୀୟ ଅଧିବେଶନରେ ସରକାରଙ୍କ…
Archives


