‘ଅରବପତି ପୁଅ ପାଇଁ ମୁଁ ଗର୍ବିତ ନୁହେଁ’
ନ୍ୟୁୟର୍କ,୨।୮: ଟେସଲା ମୁଖ୍ୟ ଏଲନ ମସ୍କଙ୍କ ପିତା ଏରୋଲ ମସ୍କ ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ସେ ସ୍ବୀକାର କରିଛନ୍ତି ଯେ ସେ ତାଙ୍କ ଅରବପତି ପୁଅ ପାଇଁ ଗର୍ବିତ ନୁହଁନ୍ତି କାରଣ ସମଗ୍ର ମସ୍କ ପରିବାର ଅନେକ ଦିନ…
ଶସ୍ତା ହୋଇପାରେ ଶସ୍ୟ, ଯୁଦ୍ଧ ପରେ ପ୍ରଥମ କରି ୟୁକ୍ରେନରୁ ବାହାରିଲା ଏକ ଶସ୍ୟ ଭର୍ତ୍ତି ଜାହାଜ
କ୍ୱିଭ,୨ ।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମଥର ଲାଗି ୟୁକ୍ରେନର ବନ୍ଦର ଓଡେଶାରୁ ଶସ୍ୟ ଭର୍ତ୍ତି ଏକ ଜାହାଜ ବାହାରିଛି । ଏଥିରୁ ଅନୁମାନ କରାଯାଉଛି କି ଏହା ପହଞ୍ଚିବା ପରେ ସାରା ବିଶ୍ୱରେ ଶସ୍ୟର ଦାମ କମ ହୋଇପାରେ ।…
ଜାତିସଂଘ ମୁଖ୍ୟଙ୍କ ଚେତାବନୀ: ପରମାଣୁ ମହାବିପତ୍ତିଠାରୁ ବିଶ୍ୱ ମାତ୍ର ଗୋଟିଏ ପାଦ ଦୂରରେ
ଜେନେଭା,୨ ।୮: ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ସୋମବାର ଚେତାବନୀ ଦେଇ କହିଛନ୍ତି, ବିଶ୍ୱ ପରମାଣୁ ବିନାଶଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । ପରମାଣୁ ଅସ୍ତ୍ର ବିସ୍ତାରକୁ ରୋକିବା ଏବଂ ପରମାଣୁ ମୁକ୍ତ ବିଶ୍ୱ ସୃଷ୍ଟି କରିବା…
ଆମେରିକାର ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଲେ ଅଲ-କାଏଦା ମୁଖ୍ୟ
ନ୍ୟୁୟର୍କ,୨ା୮: ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧୀ ଅପରେଶନରେ ଅଲ-କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରି ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଦ୍ୱାରା ଡ୍ରୋନ ଷ୍ଟ୍ରାଇକ୍ରେ ରବିବାର ଜାୱାହିରିଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ…
ସ୍ତ୍ରୀଙ୍କୁ ବ୍ଲାକ୍ମେଲ କରୁଥିଲେ ପୋଲିସ କର୍ମଚାରୀ: କାନ, ଓଠ, ନାକ ହାଣିଲେ ସ୍ବାମୀ
ଲାହୋର,୧।୮: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ମହିଳାଙ୍କୁ ବ୍ଲାକ୍ମେଲ କରିବା ମହଙ୍ଗା ପଡ଼ିଛି। ଯେଉଁଥିରେ ସ୍ବାମୀ ଉକ୍ତ ପୋଲିସ କର୍ମଚାରୀଙ୍କ ନାକ, କାନ, ଓଠ କାଟିଦେଇଛନ୍ତି। ଏଭଳି ଘଟଣା ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ। ସୂଚନାଯୋଗ୍ୟ,…
ମଙ୍କିପକ୍ସ: ନ୍ୟୁୟର୍କରେ ଘୋଷଣା ହେଲା ହେଲ୍ଥ ଏମରଜେନ୍ସ
ନ୍ୟୁୟର୍କ,୧ ।୮: ସାରା ବିଶ୍ୱରେ ମାଡି ଚାଲିଲାଣି ମଙ୍କିପକ୍ସ । ନ୍ୟୁୟର୍କରେ ଏହ ବେଳେକୁ ବେଳ ଅଧିକ ହେଉଥିବାରୁ ସେଠାରେ ଜନସ୍ୱାସ୍ଥ୍ୟ ହେଲ୍ଥ ଏମରଜେନ୍ସି ଘୋଷଣା କରିଛି । ୟୁରୋପ ସହ ଆମେରିକାରେ ବେଳକୁ ବେଳ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି…
ରୁଷିଆର ମିଶାଇଲ ମାଡ଼ରେ ଧନୀ ବ୍ୟବସାୟୀ ଦମ୍ପତି ନିହତ
କିଭ୍,୧ା୮: ରୁଷିଆର ମିଶାଇଲ ମାଡ଼ରେ ୟୁକ୍ରେନ୍ର ଅନ୍ୟତମ ଧନୀ ବ୍ୟବସାୟୀ ଓଲେକ୍ସି ଭାଡାତୁରସ୍କି(୭୪) ଏବଂ ତାଙ୍କର ସ୍ତ୍ରୀ ରାଇସାଙ୍କ ମୃତ୍ୟୁ ଘଟିଛି। ଭାଡାତୁରସ୍କି ଦମ୍ପତି ମାଇକୋଲେଭ୍ ସ୍ଥିତ ବାସଭବନରେ ଥିବାବେଳେ ରୁଷୀୟ ସୈନ୍ୟ ଟାର୍ଗେଟ କରିଥିଲେ। ଓଲେକ୍ସି ହେଉଛନ୍ତି ଶସ୍ୟ ରପ୍ତାନିକାରୀ…
ଚାଇନାର ଧମକ ପରେ ପେଲୋସିଙ୍କ ତାଇଓ୍ବାନ ଗସ୍ତ ବାତିଲ…
ଓ୍ବାଶିଂଓନ/ବେଜିଂ,୧।୮ : ଆମେରିକାର ହାଉସ ଅଫ କମନ୍ସ ଅଧ୍ୟକ୍ଷ ନାନସୀ ପେଲୋସିଙ୍କ ଏସିଆ ଗସ୍ତ ତାଲିକାରୁ ତାଇୱାନକୁ ହଟାଇ ଦିଆଯାଇଛି। ଶୁକ୍ରବାର ଠାରୁ ପେଲୋସିଙ୍କ ଗସ୍ତ ଆରମ୍ଭ ହେଉଛି। ଗସ୍ତ ସମୟରେ ସେ ତାଇଓ୍ବାନର ତାଇପେଇ ଯିବାକୁ ସଙ୍କେତ ଦେଇଥିଲେ। ଏହା…
ଅନେକ ମହିଳାଙ୍କ ସହ ନେ-ୟୋଙ୍କ ସମ୍ପର୍କ
ଓ୍ବାଶିଂଟନ୍, ୧ା୮: ନେ-ୟୋ ଭାବେ ଜଣା ଆମେରିକୀୟ ଗାୟକ ଶାଫେର ଚିମେରେ ସ୍ମିଥ୍ଙ୍କ ନାଁରେ ସ୍ତ୍ରୀ କ୍ରିଷ୍ଟାଲ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ନେ-ୟୋ ଜଣେ ସିରିଏଲ ଠକ ଏବଂ ଅନେକ ମହିଳାଙ୍କ ସହ ସେ ସମ୍ପର୍କ ରଖିଛନ୍ତି ବୋଲି କ୍ରିଷ୍ଟାଲ ରବିବାର…
ଲାଡେନଙ୍କ ଦାନ ଗ୍ରହଣ କରିଛନ୍ତି ଚାଲର୍ସ
ଲଣ୍ଡନ, ୧ା୮: ବ୍ରିଟେନ ପ୍ରିନ୍ସ ଚାଲର୍ସ ଆମେରିକାରେ ୯/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଓସାମା ବିନ୍ ଲାଡେନ୍ଙ୍କ ଠାରୁ ଦାନ ଅର୍ଥ ଗ୍ରହଣ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ଅଲ୍-କାଏଦା ସଙ୍ଗଠନର ଏହି ନିହତ ଆତଙ୍କବାଦୀଙ୍କ ପରିବାର ୨୦୧୩ରେ ଚାଲର୍ସଙ୍କ ଏକ…
୨୪ ଘଣ୍ଟାରୁ କମିଲା ଦିନ
ନୂଆଦିଲ୍ଲୀ, ୧ା୮: ପୃଥିବୀ ନିଜ କକ୍ଷପଥରେ ଘୂରିବା ସମୟର ପୂର୍ବ ରେକର୍ଡକୁ ଭାଙ୍ଗିଛି। ୨୦୨୦ ଜୁଲାଇ ୧୯ରେ ୨୪ ଘଣ୍ଟାରୁ ୧.୪୭ ମିଲିସେକେଣ୍ଡ କମ୍ ଅବଧିରେ ପୃଥିବୀ ନିଜ ଚାରିପଟେ ଘୂରିଥିବାବେଳେ ଗତ ଶୁକ୍ରବାର ୧.୫୯ କମ୍ ମିଲିସେକେଣ୍ଡ ମଧ୍ୟରେ ଘୂର୍ଣ୍ଣନ…
ସମୁଦ୍ର ତଳୁ ବି ମିଶାଇଲ ଆକ୍ରମଣ କରିପାରେ ଚାଇନା, ଟାର୍ଗେଟରେ ଆମେରିକା, ଭାରତ
ବେଜିଂ,୧ ।୮: ଚାଇନା ଲୁଚିଛପି ଦୀର୍ଘ ଓ ସ୍ୱଳ୍ପ ଦୂରଗାମୀ ପାରମ୍ପରିକ ମିଶାଇଲର ଷ୍ଟକ ବୃଦ୍ଧି କରିବାରେ ଲାଗିପଡିଛି । ଆମେରକିା ବିଶେଷଜ୍ଞଙ୍କ ଏକ ରିପୋର୍ଟ ଅନୁଯାୟୀ, ଚାଇନା ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ)ଏବେ ସମୁଦ୍ର ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରୁଥିବା ସ୍ୱଳ୍ପ…
Archives


