ଭାରତ ମହାସାଗରରେ ଖସିଲା ଚାଇନା ରକେଟ
ଓ୍ବାଶିଂଟନ୍, ୩୧ା୭: ଗତ ସପ୍ତାହରେ ଚାଇନା ମହାକାଶକୁ ଛାଡ଼ିଥିବା ‘ଲଙ୍ଗ୍ ମାର୍ଚ ୫ବି’(ସିଜେଡ୍-୫ବି) ରକେଟର ଭଗ୍ନାବଶେଷ ଭାରତ ମହାସାଗରରେ ଖସି ପଡିଛି। ଏହି ସ୍ପେସ୍ ଆବର୍ଜନାର ଓଜନ ପ୍ରାୟ ୨୫ ଟନ୍ ହେବ। ଆମେରିକା ସ୍ପେସ୍ ଏଜେନ୍ସି ନାସା ଏବଂ ଚାଇନା…
ନୌସେନା ଦିବସରେ ପୁଟିନଙ୍କ ବଡ଼ ଘୋଷଣା
ମସ୍କୋ,୩୧ା୭: ସେଣ୍ଟ ପିଟର୍ସବର୍ଗରେ ରବିବାର ଆୟୋଜିତ ନୌସେନା ଦିବସରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆସନ୍ତା କିଛି ମାସ ମଧ୍ୟରେ ରୁଷିଆକୁ ହାଇପରସୋନିକ ଜିରକାନ କ୍ରୁଜ କ୍ଷେପଣାସ୍ତ୍ର ମିଳିବ। ଏକ ନୂତନ ନୌସେନାର…
ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ
କଲମ୍ବୋ,୩୧ା୭: ଶ୍ରୀଲଙ୍କାରେ ପୁଣି ଇନ୍ଧନ ସଙ୍କଟ ଦେଖାଦେଇଛି। ଏଠାରେ ଗଚ୍ଛିତ ଥିବା ପେଟ୍ରୋଲ ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ। କାରଣ ଏହା ପର୍ଯ୍ୟାପ୍ତ ନୁହେଁ। ଡବ୍ଲୁଏଫ୍ପି ପକ୍ଷରୁ କୁହାଯାଇଛି, ଅବଶିଷ୍ଟ ପେଟ୍ରୋଲ ସଂରକ୍ଷଣ ସାଧାରଣ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ…
ଆମେରିକାରେ ପ୍ରବଳ ବନ୍ୟା: ୨୫ ମୃତ, ଅନେକ ନିଖୋଜ
ଓ୍ବାଶିଂଟନ,୩୧ା୭: ଆମେରିକାର ଅନେକ ସ୍ଥାନରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଆମେରିକାର କେଣ୍ଟୁକି ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। କେଣ୍ଟୁକି ରାଜ୍ୟର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ବନ୍ୟା ଯୋଗୁ ଅନେକ ଲୋକ ନିଖୋଜ ଥିବା…
ଶାରୀରିକ ସମ୍ପର୍କ ସମୟରେ କହିବା ସତ୍ତ୍ୱେ ପୁରୁଷ ବନ୍ଧୁ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନ କରିବା ବଳାତ୍କାର ସହ ସମାନ, କାନାଡ଼ା ସୁପ୍ରିମ୍ କୋର୍ଟ…
ଅଟଓ୍ବା, ୩୧।୭ : କାନାଡାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର ନକରନ୍ତି, ତେବେ ଏହା ଯୌନ ହିଂସା ପରିସରକୁ ଆସିବ। ଅର୍ଥାତ୍ ଏହାକୁ…
ନେପାଳରେ ଭୂକମ୍ପ, ବିହାରର ଅଧିକାଂଶ ଜିଲାରେ ଦେଖାଦେଲା ପ୍ରଭାବ
କାଠମାଣ୍ଡୁ,୩୧ ।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି ରବିବାର ସକାଳ ପ୍ରାୟ ୭ଟା ୫୮ ମିନିଟରେ ଭୂକମ୍ପ ଅନୁଭୁତ…
ପୁଣିଥରେ କରୋନା ସଂକ୍ରମିତ ହେଲେ ବାଇଡେନ
ୱାଶିଂଟନ,୩୧ ।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିଛି । ଦ୍ୱିତୀୟ ଥର ଲାଗି ସେ କରୋନାରେ ସଂକ୍ରମିତ ହୋଇଥିବ ଜଣାପଡିଛି । ଏପଟେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁଣିଥରେ ଆଇସୋଲେଶନରେ ରହିବେ । ସୂଚନାଯୋଗ୍ୟ,…
ଜେଲନସ୍କି କହିଲେ ଖାଲି କର ଦୋନେସ୍କ, ଖେରସନରେ ୟୁକ୍ରେନର ଆକ୍ରମଣ
କ୍ୱିଭ,୩୧ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୬ମାସ ହୋଇଥିଲେ ବି ଏବେବି ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି । ଏବେ ଦୋନେସ୍କରେ ଉଭୟ ଦେଶ ଆକ୍ରମଣକୁ ଯୋରଦାର କରିଛନ୍ତି । ଖେରସନରେ ବି ଭିଷଣ ଯୁଦ୍ଧ ଜାରି ରହିଛି । ଅନ୍ୟପଟେ…
ଆଡଲ୍ଫ ହିଟ୍ଲରଙ୍କ ଘଣ୍ଟା ନିଲାମ, ଏତିକି ଦାମ୍ରେ ହେଲା ବିକ୍ରି
ଓ୍ବାଶିଂଟନ,୩୦ା୭: ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଘଣ୍ଟା ଆମେରିକାରେ ୧୧ ଲକ୍ଷ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୮ କୋଟି ୭୧ ଲକ୍ଷ ୧୪ ହଜାର ୫୦୦ ଟଙ୍କାରେ ନିଲାମ କରାଯାଇଛି। ଜର୍ମାନ ଓ୍ବାଚ୍ ଫାର୍ମ ହ୍ୟୁବର୍ ଦ୍ୱାରା ନିର୍ମିତ ଏହି…
ଗୃହଯୁଦ୍ଧ ମୁହାଁ ଇରାକ୍, ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ…
ବାଗଦାଦ୍, ୩୦।୭ : ଇରାକ୍ ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରଦର୍ଶନକାରୀ ପ୍ରବେଶ କରିଛନ୍ତି। ଶନିବାର ଏକ ପ୍ରଭାବଶାଳୀ ଶିଆ ଗୋଷ୍ଠୀର ହଜାରେରୁ ଅଧିକସମର୍ଥକ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସେମାନେ ଇରାନ…
‘ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବାକୁ ଚାହୁଁଛି ରୁଷିଆ’
ଓ୍ବାଶିଂଟନ,୩୦ା୭: ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍ ଗ୍ରୀନଫିଲ୍ଡ କହିଛନ୍ତି, ରୁଷିଆ ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବା ଅର୍ଥାତ୍ ମୂଳପୋଛ କରିବାକୁ ଚାହୁଁଛି। ଗ୍ରୀନଫିଲ୍ଡ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି, ରୁଷିଆ ୟୁକ୍ରେନର ଡୋନାସ୍କ, ଲୁହାନସ୍କ ସହିତ ଖେର୍ସନ ଏବଂ…
ଟ୍ରେନ୍-ବସ୍ ମୁହାଁମୁହିଁ, ୭ ଛାତ୍ର-୪ ଶିକ୍ଷକ ମୃତ…
ଢାକା, ୩୦।୭ : ବାଂଲାଦେଶର ଚଟଗାଁସ୍ଥିତ ଜଗୁଆଳୀ ବିହୀନ ରେଳ କ୍ରସିଂରେ ଏକ ମିନିବସର ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ଛାତ୍ର ଏବଂ ୪ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୫ ଜଣ…
Archives


