ରୁହ ସତର୍କ, ଏବେ ବି ଶେଷ ହୋଇନି କରୋନା…
ଜେନେଭା, ୨୩।୫ : ବିଶ୍ୱ ସୱାସ୍ଥ୍ୟ ସଂଗଠନ ମୁଖ୍ୟ ଚେତାବନୀ ଦେଇଛନ୍ତି ଯେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବି ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ସେ ପୃଥିବୀର ବିଭିନ୍ନ ଦେଶର ସରକାରମାନଙ୍କୁ ସତର୍କ ରହିବାକ ପରାମର୍ଶ ଦେଇଛନ୍ତି।...
ସୌଦିକୁ ଫେରିଲା କରୋନା, ଭାରତ ସମେତ ୧୬ ଦେଶ ଯାତ୍ରା ଉପରେ କଟକଣା…
ଦୁବାଇ, ୨୩।୫ : ସୌଦି ଆରବକୁ ପୁଣି କରୋନା ଫେରିଛି। ଗତ କିଛି ସପ୍ତାହ ମଧ୍ୟରେ ସୌଦିରେ ଦୈନିକ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ସୃଷ୍ଟିରେ ରଖି ସୌଦି ଆରବ ଏହାର ନାଗରିକମାନଙ୍କୁ ଭାରତ ସମେତ ୧୬...
ଜାପାନ ବାଳକଙ୍କ ମୁହଁରୁ ଏମିତି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦି ଆଶ୍ଚର୍ଯ୍ୟ
ଟୋକିଓ,୨୩।୫: କ୍ୱାଡ୍ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଟୋକିଓ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ହୋଟେଲ ନ୍ୟୁ ଓଟାନିରେ ପହଞ୍ଚିଥିଲେ। ସେଠାରେ ଭାରତୀୟ ସମୁଦାୟର ଲୋକମାନେ ମୋଦିଙ୍କୁ ସ୍ବାଗତ କରିଥିଲେ। ଜୟ ଶ୍ରୀ ରାମ ଏବଂ...
ଶପଥ ନେଲେ ଆନ୍ଥୋନୀ, କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବେ…
ମେଲବୋର୍ନ, ୨୩।୫ : ଟୋକିଓରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପୂର୍ବରୁ ଅଷ୍ଟ୍ରେଲିଆର ଲେବର ପାର୍ଟିର ନେତା ଆନ୍ଥୋନୀ ଆଲବାନେସ ଅଷ୍ଟ୍ରେଲିଆର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆନ୍ଥୋନୀ ଅଷ୍ଟ୍ରେଲିଆର ୩୧ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଆନ୍ଥୋନୀ ଆଲବାନିସ ଟୁଇଟରରେ...
କରୋନା ଯୋଗୁ ପ୍ରତି ୩୩ ଘଣ୍ଟାରେ ୧୦ ଲକ୍ଷ ଗରିବ, ୩୦ ଘଣ୍ଟାରେ ଜଣେ ନୂଆ ବିଲିୟନେୟାର…
ଡାଭୋସ, ୨୩।୫ : ସ୍ବିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକ ପାଇଁ ସମଗ୍ର ବିଶ୍ୱରୁ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିମାନେ ଏଠାରେ ପହଞ୍ଚିଛନ୍ତି। ଏହି ଅବସରରେ ଓକ୍ସଫାମ ଇଣ୍ଟରନ୍ୟାଶନାଲ ସୋମବାର କହିଛି ଯେ କରୋନା ମହାମାରୀ ସମୟରେ...
ଜାପାନରେ ପ୍ରଧାନମନ୍ତ୍ରୀ, ଜୟ ଶ୍ରୀ ରାମ ସ୍ଲୋଗାନ…
ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ଟୋକିଓରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଛି। କ୍ୱାଡ ସମ୍ମିନଳୀରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଦୁଇ...
ମୁଦ୍ରାସ୍ଫୀତି, ୟୁକ୍ରେନ୍ ସମସ୍ୟା ପ୍ରମୁଖ ପ୍ରସଙ୍ଗ
ଡାଭୋସ୍, ୨୩ା୫: କରୋନା ମହାମାରୀ ଯୋଗୁ ପ୍ରାୟ ଅଢ଼େଇ ବର୍ଷର ବ୍ୟବଧାନ ପରେ ସୁଇଜରଲାଣ୍ଡର ଡାଭୋସ୍ ସହରରେ ବିଶ୍ୱ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ୍) ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ୫ ଦିନ ଧରି ଚାଲିବାକୁ ଥିବା ଏହି ବୈଠକର ଥିମ୍ ରହିଛି...
ମୁହଁ ଢାଙ୍କିବାକୁ ବାଧ୍ୟହେଲୁ
କାବୁଲ, ୨୩ା୫ : ତାଲିବାନୀ କଟକଣା ଆଗରେ ଶେଷରେ ହାର ମାନିଛନ୍ତି ଆଫଗାନ୍ ମହିଳା। ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍ କାବୁଲ ଦଖଲ କରିଥିବାବେଳେ ମହିଳାମାନେ ପ୍ରଥମେ ଦୃଢ଼ ବିରୋଧ କରିଥିଲେ। ନିକଟରେ ତାଲିବାନୀ ଶାସକ...
‘ୟୁକ୍ରେନକୁ ବଞ୍ଚାଇବା ପାଇଁ ସବୁକିଛି କରିବୁ’
କିଭ୍,୨୨ା୫: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ବର୍ତ୍ତମାନ ୪ମାସ ବିତିଗଲାଣି। ତଥାପି ଦୁଇ ଦେଶ ମଧ୍ୟରେ କୌଣସି ସମନ୍ବୟ ଦେଖାଯାଉ ନାହିଁ। ଉଭୟ ଦେଶ ପରସ୍ପର ଉପରେ ଘୋର ଆକ୍ରମଣ କରୁଛନ୍ତି। ଏଥି ସହିତ ରୁଷିଆ ଦାବି କରିଛି, ୟୁକ୍ରେନର ମାରିଉପୋଲ...
ୟୁକ୍ରେନ୍ ପଛରେ ରହି ରୁଷିଆ ସହିତ ଆମେରିକା ଲଢୁଛି ଛାୟା ଯୁଦ୍ଧ…
ଓ୍ବାଶିଂଟନ, ୨୨।୫ : ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୪ ମାସରେ ପହଞ୍ଚିଛି। ତେବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଯେ, ରୁଷିଆ ସହିତ ଆମେରିକା ଛାୟାଯୁଦ୍ଧ ଲଢୁଛି। ଆମେରିକା ୟୁକ୍ରେନ୍ ପଛରେ ରହି ଏଭଳି କରୁଛି। ୟୁକ୍ରେନ୍ କୁ ଅସ୍ତ୍ରଶସ୍ତ୍ର,...
ମାଇକ୍ରୋସଫ୍ଟ ନୁହେଁ, ଏହି ବ୍ରାଣ୍ଡ୍ର ଫୋନ୍ ବ୍ୟବହାର କରନ୍ତି ବିଲ୍ ଗେଟ୍ସ
ଆଜିକାଲି ଯୁଗରେ ସମସ୍ତେ ୍ମହଙ୍ଗା ସ୍ମାର୍ଟଫୋନ କିଣିବାକୁ ଚାହାଁନ୍ତି, କିନ୍ତୁ ଆପଣ ଜାଣନ୍ତି କି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତି ବିଲ ଗେଟ୍ସ କେଉଁ ଫୋନ ବ୍ୟବହାର କରନ୍ତି। ସେ ମାଇକ୍ରୋସଫ୍ଟ କି ଆଇଫୋନ ନୁହେଁ,...
ଥରିଲା ଫିଲିପାଇନ୍ସ
ମାନିଲା,୨୨ା୫: ଫିଲିପାଇନ୍ସରେ ରବିବାର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଫିଲିପାଇନ୍ସର ମୁଖ୍ୟ ଦ୍ୱୀପପୁଞ୍ଜର ବଟାଙ୍ଗସ ଜିଲାରେ ଏହି ଭୂକମ୍ପ ଅନୁଭୂତ ହୋଇଛି। କାଲାଟାଗନ ସହରର ପ୍ରାୟ ୨୧ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୧୩୨ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଅନୁଭୂତ...
Archives


