ଅନ୍ତର୍ଜାତୀୟ

ପୋଲିସ ସହ ବୋଲ୍‌ସୋନାରୋ ସମର୍ଥକଙ୍କ ସଂଘର୍ଷ

ରିଓ ଡି ଜେନେରୋ,୧୪।୧୨: ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସୋମବାର ସଂଘର୍ଷ ଘଟିଛି। ସମର୍ଥକମାନେ ଅନେକ ଗାଡ଼ି ପୋଡ଼ିଦେବା ସହ ସଂଘୀୟ ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସଂଘର୍ଷର କାରଣ…

୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ନୌସେନା ମୁଖ୍ୟ…

କଲମ୍ବୋ,୧୩।୧୨ : ଚାରି ଦିନିଆ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ନୌସେନା ମୁଖ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସାମୁଦ୍ରିକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ। ଆଡମିରାଲ…

ଇରାନରେ ମାନବାଧିକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମେରିକାର କଟକଣା…

ଓ୍ବାଶିଂଟନ,୧୩।୧୨ : ଯେଉଁମାନେ ଇରାନରେ ମାନବିକ ଅଧିକାରର ଉଲ୍ଲଂଘନ ଏବଂ ଦମନ କରୁଛନ୍ତି ସେମାନଙ୍କ ବିରୋଧରେ ଆମେରିକା କଟକଣା ଘୋଷଣା କରିଛି। ଇରାନରେ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଥିବା ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭନ କହିଛନ୍ତି…

ଚାଇନା ଦ୍ୱାରା ପ୍ରଭାବିତ ୮୨ ଦେଶ ମଧ୍ୟରେ ପାକିସ୍ତାନ ପ୍ରଥମ ସ୍ଥାନରେ-ଦ୍ୱିତୀୟରେ ସିଙ୍ଗାପୁର…

ଇସଲାମାବାଦ/ତାଇପେ ସିଟି,୧୩।୧୨ : ଚାଇନାର ବଢୁଥିବା ପ୍ରଭାବ ଉପରେ ନଜର ରଖୁଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପୃଥିବୀର ୮୨ ଦେଶ ଉପରେ ଚାଇନା ନିଜର ପ୍ରଭାବ ବିସ୍ତାର କରିଛି। ଏହି ତାଲିକାର ଶୀର୍ଷରେ ପାକିସ୍ତାନ ରହିଛି। ପାକିସ୍ତାନ ଚାଇନା ଦ୍ୱାରା…

ନିଜ ସୈନ୍ୟଙ୍କୁ ଜେଲରେ ବନ୍ଦ କରୁଛି ରୁଷିଆ…

ମସ୍କୋ,୧୩।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଜାରି ରହିଛି। ଏବେ ଏକ ମିଡିଆ ରିପୋର୍ଟରେ ରୁଷିଆ କାର୍ଯ୍ୟ ନେଇ ଏକ ଗୁପ୍ତ ତଥ୍ୟର ପର୍ଦ୍ଦଫାଶ୍‌ ହୋଇଛି। ଖବର ଅନୁଯାୟୀ, ୟୁକ୍ରେନରେ ଯୁଦ୍ଧ କରିବାକୁ ମନା କରିବାରୁ ରୁଷିଆ ନିଜର…

ସୀମା ସଂଘର୍ଷ ଘଟଣା: ଆସିଲା ଚାଇନାର ପ୍ରତିକ୍ରିୟା

ବେଜିଂ,୧୩।୧୨: ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରସଙ୍ଗରେ ଚାଇନାର ପ୍ରଥମ ପ୍ରତିକ୍ରିୟା ଆସିଛି। ଚାଇନା କହିଛି ଯେ, ବର୍ତ୍ତମାନ ଭାରତ ସୀମାରେ ସ୍ଥିତି ସ୍ଥିର ରହିଛି। ଏହି ଘଟଣାକୁ ନେଇ ଭାରତର ପ୍ରତିରକ୍ଷା…

ଭାରତର ଜି-୨୦ ଅଧ୍ୟକ୍ଷତାକୁ ମିଳିଲା ଜି-୭ ଦେଶର ସମର୍ଥନ

ୱାଶିଂଟନ,୧୩ ।୧୨: ଜି-୭ ଦେଶ ସୋମବାର ଭାରତର ଜି-୨୦ ଅଧ୍ୟକ୍ଷତାକୁ ସମର୍ଥନ କରି ଏକ ନ୍ୟାୟପୂର୍ଣ୍ଣ ବିଶ୍ୱ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଛି । ସୋମବାର ପ୍ରକାଶିତ ଏକ ମିଳିତ ବିବୃତ୍ତିରେ ଜି-୭ ଦେଶର ନେତାମାନେ କହିଛନ୍ତି, ସେମାନେ ସମସ୍ତଙ୍କ ପାଇଁ ଏକ…

ରୁଷିଆ ଏବେ ସେହି ମିଶାଇଲରେ ୟୁକ୍ରେନ୍ ଉପରେ କରୁଛି ଆକ୍ରମଣ ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ଦେଇଥିଲା ୟୁକ୍ରେନ୍‌

କ୍ୱିଭ,୧୩ ।୧୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ଅଜବ ସ୍ଥିତିରେ ପହଞ୍ଚିଛି । ୟୁକ୍ରେନର ଡେପୁଟି ଇଣ୍ଟଲିଜେନ୍ସ ମୁଖ୍ୟ ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି ଅକ୍ଟୋବର ପରେ ରୁଷିଆ ୟୁକ୍ରେନ୍ ଉପରେ ସେହି ମିଶାଇଲରେ ଆକ୍ରମଣ କରୁଛି, ଯାହାକୁ ୧୯୯୦ରେ ସୋଭିଏତ…

କୁଇନସଲ୍ୟାଣ୍ଡର ଏକ ନିଛାଟିଆ ଅଞ୍ଚଳରେ ୨ ପୋଲିସ ଅଧିକାରୀଙ୍କ ସହ ମିଳିଲା ୬ ଜଣଙ୍କ ମୃତଦେହ

କୁଇନ୍ସଲ୍ୟାଣ୍ଡ,୧୩ ।୧୨: ଅଷ୍ଟ୍ରେଲିୟାର କୁଇନ୍ସଲ୍ୟାଣ୍ଡ ରାଜ୍ୟରେ ଥିବା ଏକ ନିଛାଟିଆ ସ୍ଥାନରୁ ୨ ଜଣ ପୋଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କ ମୃତଦେହ ମିଳିଛି । ଜଣେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ବେଳେ ପୋଲିସ ଯେତେବେଳେ ସେହି ସ୍ଥାନରେ ପହଞ୍ଚିଥିଲା ସେତେବେଳେ…

ବର୍ଷ ଶେଷ ଖବରଦାତା ସମ୍ମିଳନୀ କରିବେନି ପୁଟିନ୍‌

ମସ୍କୋ, ୧୩।୧୨: ଚଳିତବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବର୍ଷ ଶେଷ ଖବରଦାତା ସମ୍ମିଳନୀ କରିବେ ନାହିଁ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ ସୂଚନା ଦେଇଛନ୍ତି। ବିଦେଶ ଗସ୍ତ ସମୟରେ ଚଳିତବର୍ଷ ପୁଟିନ୍‌ ଏକାଧିକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଛନ୍ତି।…

ମୋଦିଙ୍କ ସହ ସହମତ ବ୍ରିଟେନ ବୈଦେଶିକ ମନ୍ତ୍ରୀ

ଲଣ୍ଡନ,୧୩।୧୨: ବ୍ରିଟେନ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭର୍ଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ସହ ସହମତ ହୋଇଛନ୍ତି। ସେ କହିଛନ୍ତି, ପୁଟିନଙ୍କ ସାମ୍ନାରେ ପ୍ରଧାନମନ୍ତ୍ରୀ ମୋଦି ହିଁ କହିଥିଲେ ଏବଂ ମୁଁ ତାଙ୍କ ମନ୍ତବ୍ୟରେ ସହମତ। ମୁଁ ଜାଣେ ଆଜିର ଯୁଗ…

ଏଲନ ମସ୍କ ଲଞ୍ଚ କଲେ ଟୁଇଟରର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ, ୩ ରଙ୍ଗରେ ହେବ ଟିକ୍‌

ୱାଶଂଟନ,୧୩ ।୧୨: କିଛି ଦିନର ଅପେକ୍ଷା ପରେ ଶେଷରେ ଟୁଇଟର ଅପଡେଟେଡ ଆକାଉଣ୍ଟ ଭେରିଫିକେଶନ ପ୍ରୋଗ୍ରାମ ଲଞ୍ଚ କରିଛି । ଫଳରେ ଏବେ ଭେରିଫାଏଡ ଆକାଉଣ୍ଟ ପାଇଁ ୩ଟି ରଙ୍ଗର ବ୍ୟବହାର କରାଯିବ । କଲରକୁ ଭିନ୍ନ ଭିନ୍ନ କାଟାଗୋରୀରେ ବଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?