ଚନ୍ଦ୍ରକୁ ମଣିଷ ପଠାଇବ ନାସା
ଓ୍ବାଶିଂଟନ,୩ା୯: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ ‘ରକେଟ ସ୍ପେଶ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଏହି ଉତ୍କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ନାସା’ର ‘ଆର୍ଟିମିସ ମିଶନ’। ‘ଆର୍ଟିମିସ’…
ପୁନଃ ପ୍ରସାରଣ ହେଲା ଏହି ନ୍ୟୁଜ୍ ଚାନେଲ
ଇସଲାମାବାଦ,୩ା୯: ଇସଲାମାବାଦ ହାଇକୋର୍ଟ (IHC) ପାକିସ୍ତାନୀ ନ୍ୟୁଜ୍ ଚାନେଲ ଏଆର୍ଓ୍ବାଇର ପ୍ରସାରଣକୁ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନେକ ସହରରେ ଏହି ଚ୍ୟାନେଲ ପୁନଃ ସ୍ଥାପିତ ହୋଇଛି। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏହି…
ନୂଆ ସମ୍ବିଧାନ ପାଇଁ ରବିବାର ଜନମତ ସଂଗ୍ରହ…
ସାଣ୍ଟିଆଗୋ, ୩।୯ : ଚିଲିରେ ନୂଆ ସମ୍ବିଧାନ ଆପଣେଇବା ପାଇଁ ରବିବାର ଜନମତ ସଂଗ୍ରହ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସରେ ଏହି ସମ୍ବିଧାନକୁ ସ୍ବତନ୍ତ୍ର ବର୍ଣ୍ଣନା କରାଯାଉଛି। ଚିଲିର ସାମ୍ପ୍ରତିକ ଅର୍ଥନୈତିକ ଏବଂ ସାମାଜିକ ଅସମାନତାକୁ ଶେଷ କରିବା ଏହାର ଉଦ୍ଦେଶ୍ୟ…
ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ଭୋଟିଂ ଶେଷ
ଲଣ୍ଡନ,୩ା୯: ବୋରିସ ଜନ୍ସନଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ଅନୁଷ୍ଠିତ ମତଦାନ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଭାରତୀୟ ବଂଶୋଦ୍ଭବ ପୂର୍ବତନ ଚାନ୍ସେଲର ଋଷି ସୁନକ ଏବଂ ବହିର୍ବ୍ୟାପାର ସଚିବ ଲିଜ୍ ଟ୍ରସ୍ଙ୍କ…
ତାଇଓ୍ବାନରୁ ଫେରିବେ ଜାପାନ ନାଗରିକ
ତାଇପେଇ, ୩ା୯: ତାଇଓ୍ବାନ ପ୍ରଣାଳୀରେ ଚାଇନା ସେନାର ସମରାଭ୍ୟାସ, ବେଜିଂ ଡ୍ରୋନ୍କୁ ତାଇପେଇ ଗୁଳି ଖସାଇବା ପରେ ଦୁଇ ପଡ଼ୋଶୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ଏହି ଦ୍ୱୀପରାଷ୍ଟ୍ର ଉପରେ ଆକ୍ରମଣ କରିବା ଆଶଙ୍କାରେ ତାଇଓ୍ବାନ ନିଜକୁ ମୁକାବିଲା ପାଇଁ…
ଚାଇନା ବିରୋଧରେ ଆମେରିକାର ବଡ ଚାଲ, ତାଇୱାନକୁ ଦେଲା ୧.୧ ଅରବ ଡଲାର ସେନା ସହାୟତା
ୱାଶିଂଟନ,୩ ।୯: ଚାଇନା ବିରୋଧରେ ଆମେରିକା ଚଳାଇଛି ବଡ ଚାଲ । ଶୁକ୍ରବାର ଆମେରିକା ତାଇୱାନ ଭଳି ଏକ ଛୋଟିଆ ଦ୍ୱୀପକୁ ୧.୧ ବିଲିୟନ ଡଲାରର ନୂଆ ଅସ୍ତ୍ରଶସ୍ତ୍ର ପ୍ୟାକେଜ ଦେବାକୁ ଘୋଷଣା କରିଛି । ଆମେରିକା ସ୍ପିକର ନାନ୍ସି ପେଲୋସି…
ଶ୍ରୀଲଙ୍କା ଫେରିଲେ ଗୋଟାବାୟା
କଲମ୍ବୋ,୩ା୯: ଦୁଇମାସ ପୂର୍ବେ ଥାଇଲାଣ୍ଡ ପଳାଇଯାଇଥିବା ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଶୁକ୍ରବାର ରାତିରେ ସ୍ବଦେଶ ଫେରିଛନ୍ତି। ତାଙ୍କୁ କଲମ୍ବୋ ବିମାନବନ୍ଦରରେ ଦଳୀୟ ନେତାମାନେ ସ୍ବାଗତ କରିଛନ୍ତି। ଶ୍ରୀଲଙ୍କା ପୋଦୁଜନ ପେରାମୁନା (ଏସ୍ଏଲ୍ପିପି)ର ଅନୁରୋଧକ୍ରମେ ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ପୂର୍ବତନ…
କଲମ୍ବିଆରେ ସୁରକ୍ଷାକର୍ମୀଙ୍କ ଉପରେ ସବୁଠାରୁ ବଡ ଧରଣର ଆକ୍ରମଣ: ୮ ପୋଲିସ ମୃତ
ବୋଗୋଟା,୩ ।୯: ପଶ୍ଚିମ କଲମ୍ବିଆରେ ଶୁକ୍ରବାର ହୋଇଥିବା ଏକ ବିସ୍ଫୋରଣରେ ୮ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଗୁସ୍ତଭୋ ପେଟ୍ରୋ କହିଛନ୍ତି ଦେଶର ପ୍ରାୟ ୬୦ ବର୍ଷର ସଂଘର୍ଷକୁ ଶେଷ କରିବାକୁ…
ସ୍ପେସ୍ରେ ଧାନ ଚାଷ
ବେଜିଂ: ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଜଣାଯାଉଥିବା ଚାଇନାର ବୈଜ୍ଞାନିକମାନେ ମହାକାଶରେ ଧାନଚାଷ କରିଛନ୍ତି। ଚାଇନା ମହାକାଶଚାରୀମାନେ ଜିରୋ ଗ୍ରାଭିଟେସ୍ନାଲ ଲାବୋରେଟରୀରେ ଚାଉଳରୁ ଧାନ ଗଛ ବାହାର କରାଯାଇଛି। ଚାଇନା ଏକାଡେମୀ ଅଫ୍ ସାଇନ୍ସ (ସିଏଏସ୍) ପକ୍ଷରୁ ଏ ନେଇ ବିସ୍ତୃତ…
ଋଷି ସୁନକ-ଲିଜ ଟ୍ରସଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ରେସର ଶେଷ ପର୍ଯ୍ୟାୟ ଭୋଟିଂ ଶେଷ, ସୋମବାର ଆସିବ ଫଳାଫଳ
ଲଣ୍ଡନ,୩ ।୯: ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କ ମଧ୍ୟରେ ଚାଲିଥିବା ରେସ କ୍ରମରେ ଶୁକ୍ରବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏଥିରେ ଦଳର ସଦସ୍ୟମାନେ ନିଜ…
ବ୍ଲଡ୍ ଗ୍ରୁପ୍ ଜଣାଇବ ହୃଦ୍ଘାତ ଆଶଙ୍କା
ଓ୍ବାଶିଂଟନ,୩।୯: ୬୦ ବର୍ଷ ବୟସ ପୂର୍ବରୁ କେଉଁ ବ୍ୟକ୍ତିଙ୍କଠାରେ ହୃଦ୍ଘାତ ଆଶଙ୍କା କେତେ ତାହା ବ୍ଲଡ୍ ଗ୍ରୁପ୍ରୁ ଜଣାପଡ଼ିବ। ଆମେରିକାର ମାରିଲାଣ୍ଡସ୍ ସ୍କୁଲ ଅଫ୍ ମେଡିସିନ୍ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। କମ୍ ବୟସ ବର୍ଗଙ୍କ କ୍ଷେତ୍ରରେ…
ଆଫଗାନିସ୍ତାନ ମସଜିଦରେ ଆତ୍ମଘାତି ବିସ୍ଫୋରଣ, ୨୦ ମୃତ ୨୦୦ରୁ ଅଧିକ ଆହତ
କାବୁଲ,୨ ।୯: ଆଫଗାନିସ୍ତାନର ହେରାତ ସହରରେ ଶୁକ୍ରବାର ଜୁମେ ନମାଜ ସମୟରେ ଏକ ମସଜିଦ ବାହାରେ ଖୁବଜୋର ବିସ୍ଫୋରଣ ହୋଇଛି । ରିପୋର୍ଟରେ କୁହାଯାଇଛି କି ମସଜିଦର ଇମାମଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଛି । ଏହାସହ ସାଧାରଣ ଜନତାଙ୍କ ମୃତ୍ୟୁ ବି…
Archives


