‘ୟୁକ୍ରେନକୁ ବଞ୍ଚାଇବା ପାଇଁ ସବୁକିଛି କରିବୁ’

କିଭ୍‌,୨୨ା୫: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ବର୍ତ୍ତମାନ ୪ମାସ ବିତିଗଲାଣି। ତଥାପି ଦୁଇ ଦେଶ ମଧ୍ୟରେ କୌଣସି ସମନ୍ବୟ ଦେଖାଯାଉ ନାହିଁ। ଉଭୟ ଦେଶ ପରସ୍ପର ଉପରେ ଘୋର ଆକ୍ରମଣ କରୁଛନ୍ତି। ଏଥି ସହିତ ରୁଷିଆ ଦାବି କରିଛି, ୟୁକ୍ରେନର ମାରିଉପୋଲ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଛି। ଅନ୍ୟ ପଟେ ବର୍ତ୍ତମାନ ବେଲାରୁଷର ଲୋକମାନେ ମଧ୍ୟ ଏହି ଯୁଦ୍ଧରେ ସାମିଲ ଅଛନ୍ତି। ସେଠାକାର ଲୋକମାନେ କହିଛନ୍ତି, ୟୁକ୍ରେନକୁ ବଞ୍ଚାଇବା ପାଇଁ ସେମାନେ ସବୁକିଛି କରିବେ। ବେଲାରୁଷର ଲୋକମାନେ ୟୁକ୍ରେନର ଲୋକଙ୍କୁ ଭାଇ ବୋଲି ଭାବନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍‌ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍‌ କଥା...

ଚାଇନାରେ ବଢୁଛି ତାପମାତ୍ରା

ବେଜିଂ,୨୩ ।୭: ୟୁରୋପ ଓ ବ୍ରିଟେନ ପରେ ଏବେ ଆଗାମୀ ୧୦ ଦିନ ମଧ୍ୟରେ ପୂର୍ବରୁ ପଶ୍ଚିମ ଚାଇନା ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି...

କ୍ଷୀର ଦାମ ୧୫୦ ଟଙ୍କା, ଚିନି କିଲୋ ୧୦୦

ଇସ୍‌ଲାମାବାଦ,୧୪ ।୩: ପାକିିସ୍ତାନର ଇମ୍ରାନ ସରକାର ପୁଣି ଟାର୍ଗେଟରେ । ଗୋଟିଏ ପଟେ ମହଙ୍ଗା ମାଡ ହୋଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଶ୍ୱ...

ପିଲାଙ୍କୁ ଟିକା ନଦେଲେ ୨ଲକ୍ଷ ଟଙ୍କା ଜରିମାନା

ମ୍ୟୁନିକ୍‌,୧୯।୭: ଜର୍ମାନୀ ସରକାର ପିଲାଙ୍କ ସୁରକ୍ଷା ଲାଗି ଏକ ନୂତନ ପଦକ୍ଷେପ ନେଇଛନ୍ତି। ଚାନ୍‌ସେଲର ଆଞ୍ଜେଲା ମର୍କେଲ ସରକାର ଏ ସଂକ୍ରାନ୍ତରେ ଏକ ବିିଲ୍‌ ସଂସଦରେ...

ଚାଇନାରେ ଆଫ୍ରିକୀୟଙ୍କୁ ଦୁର୍ବ୍ୟବହାର

ବେଜିଂ,୧୬।୪: କରୋନା ଭାଇରସ୍‌ ଆତଙ୍କ ମଧ୍ୟରେ ଚାଇନାରେ ଆଫ୍ରିକୀୟଙ୍କୁ ନିର୍ଯାତନା ଦିଆଯିବା ଘଟଣାରୁ କୂଟନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦକ୍ଷିଣ ଚାଇନାର ଗୁଆଙ୍ଗଝୋଉରେ ଥିବା ଆଫ୍ରିକୀୟ...

ଅଲ କାଏଦାର ନୂଆ ମୁଖ୍ୟ ସୈଫ୍‌ ଆଦେଲ ଇରାନରେ ଲୁଚି ରହିଛନ୍ତି: ଆମେରିକା…

ଓ୍ବାଶିଂଟନ,୧୬।୨ : ସାରା ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏହାର ନୂତନ ମୁଖ୍ୟ ଚୟନ କରିଛି। ଗତ ବର୍ଷ ଜୁଲାଇରେ ଆମେରିକା...

ରଖେ ହରି ମାରେ କିଏ; ମୃତ ମା’ କୋଳରୁ ଉଦ୍ଧାର ହେଲା ଶିଶୁ

ଗାଜା ସିଟି,୧୯।୫: କଥାରେ ଅଛି ରଖେ ହରି ମାରେ କିଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଥିବା...

ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ...

Advertisement
Archives

Model This Week