୨୧ ଲକ୍ଷ ଲୋକଙ୍କ ଚାକିରି ଉପରେ ପଡ଼ିପାରେ ପ୍ରଭାବ
ଓ୍ବାଶିଂଟନ,୧୧ା୧୧: ଆମେରିକାରେ ବିମୁଦ୍ରୀକରଣ ହେବାର ସମ୍ଭାବନାକୁ ନେଇ ଲୋକଙ୍କ ଚିନ୍ତା ବୃଦ୍ଧି ପାଇଛି। ଏହି ବିମୁଦ୍ରୀକରଣ ମଧ୍ୟରେ ଆମେରିକାର ସ୍ଥାନୀୟ ଖବରକାଗଜରେ ଏକ ସର୍ଭେ ବାହାରିଛି। ସର୍ଭେ ରିପୋର୍ଟ ଆଶ୍ଚର୍ଯ୍ୟଜନକ। ଏହି ସର୍ଭେରେ ଆକଳନ କରାଯାଇଛି, ଅର୍ଥନୈତିକ ଦୃଷ୍ଟିକୋଣରୁ ଆମେରିକାରେ ଆସନ୍ତା…
ମୋଦି-ବାଇଡେନଙ୍କ ମଧ୍ୟରେ ରହିଛି ସୁସମ୍ପର୍କ
ଓ୍ବାଶିଂଟନ,୧୧।୧୧: ଇଣ୍ଡୋନେସିଆର ବାଲିରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା ଭାରତ ବିଷୟରେ ଏକ ବଡ଼ ମନ୍ତବ୍ୟ ଦେଇଛି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମେକ୍ସିକୋ ବାର୍ରେ ଫୁଟିଲା ଗୁଳି: ୪ ମହିଳାଙ୍କ ସମେତ ୯ ମୃତ
ମେକ୍ସିକୋ ସିଟି,୧୧ା୧୧: ହିଂସା ପ୍ରଭାବିତ ମେକ୍ସିକୋର ଏକ ବାର୍ରେ ଗୁଳିକାଣ୍ଡ ଘଟି ୪ ମହିଳାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଗୁଳିକାଣ୍ଡରେ ଅନ୍ୟ ୨ଜଣ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଭାରତୀୟ ଦଳକୁ ଟ୍ରୋଲ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ,୧୧।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ହାରିବା ପରେ ଭାରତ ବିଶ୍ୱକପ ଜିତିବାର ଆଶା ଶେଷ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୬୮ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ କୌଣସି…
ଯୌନ ନିର୍ଯାତନା ମାମଲାରେ ଓସ୍କାର ବିଜେତା ପଲ ହାଗିସ ଦୋଷୀ ସାବ୍ୟସ୍ତ
ଓ୍ବାଶିଂଟନ,୧୧।୧୧: ଓସ୍କାର ବିଜେତା ନିର୍ଦ୍ଦେଶକ ପଲ ହାଗିସ ଶୁକ୍ରବାର ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଥିସହ ପୀଡିତାଙ୍କୁ ୭.୫ ମିଲିୟନ ଆମେରିକୀୟ ଡଲାର କ୍ଷତିପୂରଣ ଦେବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ଟରୋଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ…
ୟୁକ୍ରେନ୍ ଛାଡିଥିବା ଭାରତୀୟ ଛାତ୍ରଙ୍କୁ ଅଫର ଦେଲା ରୁଷିଆ
ମସ୍କୋ,୧୧ ।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ବହୁ ଭାରତୀୟ ମେଡିକାଲ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି । ଫେବୃୟାରୀ ୨୦୨୨ର ଶେଷ ଭାଗରେ ଯେତେବେଳେ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କଲା ସେତେବେଳେ ଅଧିକାଂଶ ଭାରତୀୟ ଛାତ୍ରଙ୍କୁ…
ପ୍ରତିନିଧି ସଭାକୁ ୫ ଭାରତୀୟ ବଂଶୋଦ୍ଭବ ନିର୍ବାଚିତ
ଓ୍ବାଶିଂଟନ,୧୧ା୧୧:ଆମେରିକାର ମିଡ୍ଟମର୍ସରେ ଡେମୋକ୍ରାଟିକ୍ ପାର୍ଟିର ରେକର୍ଡ ସଂଖ୍ୟକ ୫ ଭାରତୀୟ ବଂଶୋଦ୍ଭବ ଆଇନ ପ୍ରଣେତା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍କୁ ନିର୍ବାଚିତ ହୋଇଛନ୍ତି। ରାଜା କ୍ରିଷ୍ଣାମୂର୍ତ୍ତି, ରୋ ଖାନ୍ନା, ପ୍ରମିଳା ଜୟପାଲ ଓ ଆମି ବେରା ପ୍ରତିନିଧି ସଭାକୁ ନିର୍ବାଚିତ ହୋଇଥିବାବେଳେ ଆଉ…
ମୋତେ ଖୁସି ଲାଗେ ଯେତେବେଳେ ଲୋକେ ଟୁଇଟରରେ ଟୁଇଟରର ଅଭିଯୋଗ କରନ୍ତି: ଏଲନ ମସ୍କ
ୱାଶିଂଟନ,୧୧ ।୧୧: ଟେଲସାର ସିଇଓ ଏଲନ ମସ୍କ ନିକଟରେ ଏକ ଟୁଇଟ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏଥିରେ ମାଇକ୍ରୋବ୍ଲଗିଂ ଫ୍ଲାଟଫର୍ମ ଟୁଇଟରକୁ କ୍ରୟ କରିବା ପରେ ଟୁଇଟରକୁ ମିଳୁଥିବା ସମାଲୋଚନାକୁ ନେଇ ମସ୍କ କଟାକ୍ଷ କରିଛନ୍ତି…
ପୁଣି ଭୁଲ କହିଲେ ବାଇଡେନ
ୱଶିଂଟନ,୧୧ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଭୁଲ କରିଦେଇଛନ୍ତି । ଅନ୍ କ୍ୟାମେରା ବାଇଡେନ ବଡ ଭୁଲ କରିଦେଇଥିବା ଜଣାପଡିଛି । ଏକ ପ୍ରେସ କନଫରେନ୍ସରେ ବାଇଡେନ ଇରାନର ସହର ଫାଲୁଜାହକୁ ଦକ୍ଷିଣ-ପୂର୍ବ ୟୁକ୍ରେନର ଖେରସନ ସହ ମିଶାଇ…
ଆମେରିକାର ମିଡଟମର୍ସ ଫଳ:ଭାରତୀୟ ବଂଶୋଦ୍ଭବ ରଚିଲେ ଇତିହାସ
ନ୍ୟୁୟର୍କ,୧୧।୧୧: ଆମେରିକାର ମିଡଟମର୍ସରେ ଭାରତୀୟ-ଆମେରିକୀୟ ମହିଳା ନାବିଲା ସୟଦ ଇତିହାସ ସୃଷ୍ଟି କରିଛନ୍ତି। ଏହି ନିର୍ବାଚନ ଜିତିବାରେ ନାବିଲା ସର୍ବକନିଷ୍ଠ ମହିଳା ହୋଇପାରିଛନ୍ତି। ନାବିଲା ସୟିଦଙ୍କୁ ମାତ୍ର ୨୩ ବର୍ଷ ବୟସ। ସେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ କ୍ରିସ…
ଖେରସନ୍ରୁ ପଛକୁ ଫେରିଲେ ରୁଷୀୟ ସୈନ୍ୟ
ମସ୍କୋ/କିଭ୍,୧୦ା୧୧: ଖେରସନ୍ ଅଞ୍ଚଳରେ ୟୁକ୍ରେନୀୟ ସୈନ୍ୟଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନ ଭୟରେ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ଅନ୍ୟତ୍ର ପଳାୟନ ପାଇଁ ପରାମର୍ଶ ଦେଇଥିଲା ରୁଷିଆ। ଏବେ ଖେରସନ୍ରୁ ମସ୍କୋ ନିଜ ସୈନ୍ୟ ପ୍ରତ୍ୟାହାର କରିଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋହିଗୁ ସୂଚନା…
ପୁଣି ଘନଉଛି ବିପଦ: ରାୱଲପିଣ୍ଡିର ସିକ୍ରେଟ ଲ୍ୟାବ୍ରେ ତିଆରି ହେଉଛି ‘ବାୟୋ ଓ୍ବିପନ୍’
ଇସ୍ଲାମାବାଦ୍/ବେଜିଂ,୧୦।୧୧: କରୋନା ସଙ୍କଟରୁ ସାରା ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ନ ଥିବା ବେଳେ ଆଉ ଏକ ଖବର ସମସ୍ତଙ୍କ ନିଦ ଏବେ ହଜାଇଦେଇଛି। ଚାଇନାରୁ ଆସିଥିବା କରୋନା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏବେ ପୁଣି ବେଜିଂ ପାକିସ୍ତାନ ସହ ମିଶି…
Archives


