ମ୍ୟାନମାରରେ ସାମରିକ ଶାସନ ବିରୋଧରେ ବସନ୍ତ କ୍ରାନ୍ତି ଆହ୍ବାନ…
ନାପିଦ୍ୱ,୮।୧୧ : ପ୍ରକାଶ ଯେ, ମ୍ୟାନମାରରେ ସାମରିକ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ଦଳ ବର୍ତ୍ତମାନ ଏକ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯୋଜନା କରୁଛନ୍ତି। ଦେଶରେ ବିରୋଧୀ ଦଳ ଜାତୀୟ ଏକତା ସରକାର (ଏନୟୁଜି) ନାମକ ଏକ ବିକଳ୍ପ ସରକାର…
କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍ରେ ଚାଲିଛି ପ୍ରସ୍ତୁତି…
ଇସଲାମାବାଦ/ବେଜିଂ,୮।୧୧ : ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି। ଚାଇନା ପାକିସ୍ତାନକୁ ଅନେକ ଥର ଆର୍ଥିକ ସହାୟତା କରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ଚାଇନାର ବେଆଇନ କାର୍ଯ୍ୟକୁ ୁ…
ଇମ୍ରାନଙ୍କଠାରୁ ୪ ଗୁଳି ବାହାରିଥିବା ପ୍ରମାଣ ହେଲେ ଛାଡିଦେବି ରାଜନୀତି…
ଇସଲାମାବାଦ,୮।୧୧ : ନିକଟରେ ଆଜାଦୀ ମାର୍ଚ୍ଚରେ ପାକିସ୍ତାନରେ ଇମ୍ରାନ ଖାନଙ୍କୁ ଆକ୍ରମଣ କରାଯାଇଥିଲା। ସେ ଦାବି କରିଛନ୍ତି ଯେ ତାଙ୍କ ଗୋଡ଼ରେ ତିନିଟି ଗୁଳି ବାଜିଥିଲା, ଯାହାକୁ ଡାକ୍ତରମାନେ ଏକ ଅପରେଶନ ମାଧ୍ୟମରେ ବାହାର କରିଥିଲେ। ବର୍ତ୍ତମାନ ଏହି ଘଟଣାକୁ ନେଇ…
୨ ମାସ ତଳୁ ମୋ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା: ଇମ୍ରାନ…
ଇସଲାମାବାଦ,୮।୧୧ : ଗୁଜରାନୱାଲା ରାଲିରେ ଆକ୍ରମଣ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାବି କରିଛନ୍ତି ଯେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି ବାହାରିଛି। ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଏହା ଦାବି…
ଇମ୍ରାନଙ୍କୁ ଆକ୍ରମଣ କରିବାର ୫ଦିନ ପରେ ଏଫ୍ଆଇଆର୍ ରୁଜୁ: ପାକିସ୍ତାନ ପ୍ରଧାନମନ୍ତ୍ରୀ, ସେନା ଜେନେରାଲଙ୍କ ନାମ ନାହିଁ
ଇସ୍ଲାମାବାଦ,୮।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ପୋଲିସ ଶେଷରେ ଏଫ୍ଆଇଆର୍ ରୁଜୁ କରିଛି। ସୋମବାର ସୁପ୍ରିମକୋର୍ଟ ୨୪ଘଣ୍ଟା ମଧ୍ୟରେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାକୁ ପ୍ରାଦେଶିକ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।…
‘ମୋ ଗୋଡରୁ ୩ ଗୁଳି ବାହାରିଛି’
ଇସଲାମାବାଦ୍,୮।୧୦: ଗୁଜରାନୱାଲାରେ ଏକ ରାଜନୈତିକ ସମାବେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡରେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି କଢାଯାଇଛି। ଲାହୋରର ଜମାନ ପାର୍କରେ ଥିବା ତାଙ୍କ ବାସଭବନରୁର ବେକି ଆଣ୍ଡରସନଙ୍କ ସହ ଏକ…
ବିପଦ ଜୋନ୍ରେ ଅଧା ଜନସଂଖ୍ୟା
ଶାମ୍-ଏଲ୍-ଶେଖ୍,୮।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଚଳିତ ବର୍ଷ ଅନେକ ଦେଶ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ଓ ବ୍ୟାପକ ଧନଜୀବନ କ୍ଷୟ ହୋଇଛି। ୨୦୧୫ରୁ ୨୦୨୨ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ବୋଲି ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍ଓ)…
ଆମେରିକାରେ ମଧ୍ୟବର୍ତ୍ତିକାଳିନ ନିର୍ବାଚନ, ଟ୍ରମ୍ଫ-ବାଇଡେନଙ୍କ ପାଇଁ ଅଗ୍ନି ପରୀକ୍ଷା, ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ପଡିପାରେ ପ୍ରଭାବ
ୱାଶିଂଟନ,୮ ।୧୧: ଆମେରିକାରେ ଆଜି ଅର୍ଥାତ୍ ମଙ୍ଗଳବାର ମିଡ-ଟର୍ମ ଇଲେକସନ ବା ମଧ୍ୟବର୍ତ୍ତି କାଳିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଲକ୍ଷ ଲକ୍ଷ ଆମେରିକୀୟ ଏଥିରେ ମତଦାନ କରିବେ । ଏହି ନିର୍ବାଚନ ଉପରେ ଆମେରିକା ସହ ସାରା ବିଶ୍ୱର…
ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମରେ ୧୫୦୦୦ ଲୋକଙ୍କର ହୋଇଛି ମୃତ୍ୟୁ: ଡବ୍ଲୁଏଚଓ
ଜେନେଭା,୮ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁରୋପର କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ହଂସ ହେନରି କ୍ଲୁଜ ସୋମବାର କହିଛନ୍ତି, ଚଳିତ ବର୍ଷ ୟୁରୋପରେ ଗରମ ଯୋଗୁ ଅତିକମରେ ୧୫,୦୦୦ଙ୍କ ମୃତ୍ୟୁ ହୋଇଛି । କ୍ଲୁଜ ଏକ ବୟାନରେ କହିଛନ୍ତି, ଏବେ ପର୍ଯ୍ୟନ୍ତ…
ଆମେରିକା ପରେ ୟୁକେ ମନ୍ତ୍ରୀଙ୍କ ତାଇଓ୍ବାନ ଗସ୍ତ: ଆପତ୍ତି ଉଠାଇଲା ଚାଇନା
ବେଜିଂ,୭।୧୧: ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ଗ୍ରେଗ ହେଣ୍ଡସଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ବ୍ରିଟେନ ୱାନ ଚାଇନା ନୀତିର ଉଲ୍ଲଂଘନ କରୁଛି ବୋଲି ଚାଇନା କହିଛି। ବ୍ରିଟେନ ୱାନ ଚାଇନା ନୀତି ଉପରେ ନିଜର ପ୍ରତିଶ୍ରୁତି ଦେଇଥିବା ବେଳେ…
ପଳାତକ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତ ଆଣିବାକୁ ଫିଟିଲା ବାଟ: ବ୍ରିଟେନ ଦେଲା ଅନୁମତି
ଲଣ୍ଡନ/ନୂଆଦିଲ୍ଲୀ,୭।୧୧: ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ କ୍ଷେତ୍ରରେ ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟର୍ପଣ ନେଇ ସୋମବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଖୁବ୍ଶୀଘ୍ର ତାଙ୍କୁ ଭାରତ ଅଣାଯିବ। ସଞ୍ଜୟଙ୍କ ବିରୋଧରେ…
ରୁଷିଆ ଆକ୍ରମଣକୁ ଡରିଲେଣି ଜେଲେନସ୍କି
କ୍ୱିଭ୍,୭ା୧୧: ୟୁକ୍ରେନ ଉପରେ ରୁଷିଆର ଅଧିକ ଆକ୍ରମଣ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭୟଭୀତ ହୋଇପଡ଼ିଛନ୍ତି। ରୁଷିଆ ଆକ୍ରମଣ ଭୟରେ କ୍ୱିଭ୍ର ମେୟର ଯଥାଶୀଘ୍ର କ୍ୱିଭ୍ ଛାଡ଼ିବାକୁ ପ୍ରସ୍ତୁତ ରହିବାକୁ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି। ଏହି ଆକ୍ରମଣରେ ଜଳ ଏବଂ ବିଦ୍ୟୁ…
Archives


