ଅନ୍ତର୍ଜାତୀୟ

ସମରାଭ୍ୟାସ ଶେଷରେ ଛକାପଞ୍ଝା

ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର ସମରାଭ୍ୟାସ ରବିବାର ଶେଷ ହୋଇଛି। ତାଇଓ୍ବାନ ସେନା ମଧ୍ୟ ଚାଇନା ଯୁଦ୍ଧ ଜାହାଜ ଏବଂ…

ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ପୂରିଲା ୨୪ ବର୍ଷ

ୱାଶିଂଟନ,୮ ।୮: ପୂର୍ବ ଆଫ୍ରିକାରେ ଆମେରିକା ଦୂତାବାସ ଉପରେ ୧୯୯୮ରେ ହୋଇଥିବା ବୋମାମାଡ ଘଟଣାକୁ ୨୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ଆମେରିକା ଏକ ବୟାନ ଜାରି କରିଛି । ଆମେରିକା କହିଛି, ସେ ଅଲ-କାଏଦା ନେତା ଅୟମାନ…

ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଆତଙ୍କବାଦୀ ସଙ୍ଗଠନର ଦୁଇ ମୁଖ୍ୟ କମାଣ୍ଡର ନିହତ

ଗାଜା ସିଟି,୮ ।୮: ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ଉଗ୍ରବାଦୀ ଇସଲାମିକ ଜିହାଦର ଦ୍ୱିତୀୟ ଶୀର୍ଷ ମୁଖ୍ୟ କମାଣ୍ଡର ଖାଲିଦ ମଂସୁର ନିହତ ହୋଇଥିବା ଜଣାପଡିଛି । ଏହି ବିମାନ ଆକ୍ରମଣରେ ଏବେ ସୁଦ୍ଧା ଇସଲାମିକ ଜିହାଦର ୨…

ଭାରତରେ ଆମେରିକା ନୌସେନା ଜାହାଜ

ନୂଆଦିଲ୍ଲୀ,୭।୮: ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସାମରିକ ସହଯୋଗ ବୃଦ୍ଧିର ସ୍ବରୂପ ଆମେରିକା ନୌସେନାର ଏକ ଜାହାଜ ମରାମତି ଓ ଆନୁଷଙ୍ଗିକ ସେବା ନିମନ୍ତେ ପ୍ରଥମ ଥର ପାଇଁ ଭାରତ ଆସିଛି। ତାଇଓ୍ବାନ ପ୍ରସଙ୍ଗକୁ ନେଇ ଚାଇନା ଆମେରିକା ମୁହାଁମୁହିଁ ହୋଇଥିବା…

ଲାଗିଲା ଲକ୍‌ଡାଉନ୍‌: ଫସିଛନ୍ତି ୮୦ ହଜାର ପର୍ଯ୍ୟଟକ

ବେଜିଂ,୭।୮: ଚାଇନାର ହଓ୍ବାଇରେ ଥିବା ହାଇନାନ୍‌ ଦ୍ୱୀପରେ ୮୦ ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ହଓ୍ବାଇର ଡେପୁଟି ମେୟର୍‌ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ହଠାତ୍‌ ଲକ୍‌ଡାଉନ୍‌ ଲାଗୁ ହେବା ଫଳରେ ପର୍ଯ୍ୟଟକମାନେ ଫସି ରହିଥିବା ସୂଚନା…

ପୁଣି ଚେତାବନୀ ଦେଲା ଚାଇନା

ବେଜିଂ,୭।୮: ଆମେରିକା ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚାଇନା ରାଗରେ ନିଆଁବାଣ ହୋଇପଡିଛି। ତାଇୱାନକୁ ଲାଗିଥିବା ଷ୍ଟ୍ରେଟ୍‌ରେ ସମାରାଭ୍ୟାସ ଜାରି ରଖିଛି। ଡ୍ରାଗନ କହିଛି, ବର୍ତ୍ତମାନ ୟେଲୋ ଏବଂ ବୋହାଇ ସମୁଦ୍ରରେ ମଧ୍ୟ ସାମରିକ କାର୍ଯ୍ୟ ଆରମ୍ଭ…

ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି: ପୋଲିସ ଗାଡ଼ି ଭଙ୍ଗାରୁଜା

ଢାକା,୭ା୮: ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଏଠାରେ ତୈଳ ଦର ବୃଦ୍ଧି ପାଇବାରୁ ଶ୍ରୀଲଙ୍କା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦରଦାମ୍‌ ବୃଦ୍ଧି ନେଇ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶର…

ଆର୍ଥିକ ସଙ୍କଟ, ଆଇଏମ୍‌ଏଫ୍‌ ଋଣ ବୋଝ ତଳେ ଭାରତର ପଡ଼ୋଶୀ ଦେଶ…

ଓ୍ବାଶିଂଟନ, ୭।୮ : କରୋନା ମହାମାରୀ ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଭାରତର ପଡୋଶୀ ଦେଶ ଏଠାରୁ ଋଣ ନେବାରେ ଆଗୁଆ ରହିଛନ୍ତି। ଆଇଏମଏଫରୁ ଋଣ ନେବା ପ୍ରସଙ୍ଗରେ ପାକିସ୍ତାନ ଏକ ନମ୍ବର…

ଆଫଗାନିସ୍ତାନରେ ଏକଜୁଟ ହେଲେ ଭାରତ-ପାକିସ୍ତାନ, ତାଲିବାନ ହେଲା ଆଶ୍ଚର୍ଯ୍ୟ…

କାବୁଲ, ୭।୮ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରାୟତଃ ତିକ୍ତ ରହିଥାଏ। କିନ୍ତୁ ଚଳିତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏକ ଘଟଣା ତାଲିବାନକୁ ଆଶ୍ଚର୍ଯ୍ୟ କରିଥିଲା। କାବୁଲରେ ଭାରତ ଏବଂ ପାକିସ୍ଥାନର କୂଟନୀତିଜ୍ଞମାନେ ଏହି ନିୟମ ଉଲ୍ଲଂଘନ କରି…

ଚାଇନାର ବ୍ୟବସାୟ ଯୁଦ୍ଧ, ମେଡ୍‌ ଇନ୍‌ ତାଇଓ୍ବାନ ଉତ୍ପାଦ ଆମଦାନୀ-ରପ୍ତାନି ଉପରେ କଟକଣା…

ବେଜିଂ, ୭।୮ : ଆମେରିକାର ଟେକ୍‌ଜାଣ୍ଟ୍‌ ଆପଲ ଏହାର ଯୋଗାଣକାରୀଙ୍କୁ ଚାଇନା କଷ୍ଟମ ନିୟମକୁ କଡାକଡି ପାଳନ କରିବାକୁ ଏବଂ ତାଇୱାନର ଉତ୍ପାଦଗୁଡ଼ିକୁ ମେଡ ଇନ ତାଇୱାନ ଭାବେ ବୋଲି ନାମକରଣ ନ କରିବାକୁ କହିଛି। ଆମେରିକାର ସିନେଟ ବାଚସ୍ପତି ନାନ୍ସି…

ଜପୋରିଜିଆ ପରମାଣୁ ପ୍ଲାଣ୍ଟରେ ଗୁଳିକାଣ୍ଡ, ରେଡିଏଶନ ବ୍ୟାପିବାର ଭୟ, ବିଦ୍ୟୁତ ଲାଇନରେ ଲାଗିଲା ନିଆଁ

କ୍ୱିଭ,୭ ।୮: ୟୁରୋପର ସବୁଠାରୁ ବଡ ଜପୋରିଜିଆର ପରମାଣୁ ବିଜୁଳିଘର ପୁଣିଥରେ ବିପଦରେ । ଏହି ଅଞ୍ଚଳରେ ରୁଷିଆ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ହୋଇଥିବ ଗୁଳିଗୋଳା ବର୍ଷଣରେ ବିଜୁଳିଘର ଉପରେ ବି ଗୁଳିଗୋଳା ବର୍ଷଣ ହୋଇଛି । ଏହା ଫଳରେ…

ଅପରେଶନ ‘ବ୍ରେକିଂ ଡନ୍‌’

ଗାଜା ସିଟି/ଜେରୁଜେଲମ, ୭।୮: ପ୍ରାୟ ବର୍ଷେ ଧରି ଗାଜାର ହମାସ୍‌ ଓ ଇସ୍‌ଲାମିକ୍‌ ଜେହାଦ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ ଇସ୍ରାଏଲ କାର୍ଯ୍ୟାନୁଷ୍ଠାନ ବନ୍ଦ ଯୋଗୁ ଅପେକ୍ଷାକୃତ ଶାନ୍ତ ଥିବା ସୀମା ଏବେ ପୁଣି ଅଶାନ୍ତ ହୋଇପଡ଼ିଛି। ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri