ଜାପାନରେ ପ୍ରଧାନମନ୍ତ୍ରୀ, ଜୟ ଶ୍ରୀ ରାମ ସ୍ଲୋଗାନ…

ଟୋକିଓ, ୨୩।୫ : କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ଟୋକିଓରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଛି। କ୍ୱାଡ ସମ୍ମିନଳୀରେ ଅଂଶଗ୍ରହଣ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ଏହା ସୋମବାର ଠାରୁ ଆରମ୍ଭ ହେଉଛି।

ଭାରତ, ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆର ନେତାମାନେ କ୍ୱାଡ ସୁରକ୍ଷା ସଂଳାପରେ ଅଂଶଗ୍ରହଣ କରିବେ। ଜାପାନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଜୟ ଶ୍ରୀ ରାମର ସ୍ଲୋଗାନ ଦେଇଥିଲେ। ଏଥିସହ ଏହି ସମୟରେ ପିଏମ ମୋଦିଙ୍କୁ ଭାରତ ମାତାର ସିଂହ ବୋଲି ମଧ୍ୟ କହିଛନ୍ତି। ଲୋକମାନେ ହାତରେ ପୋଷ୍ଟର ଧରି ଠିଆ ହୋଇଥିଲେ। ସେଥିରେ ଲେଖା ଥିଲା ଯିଏ ୩୭୦ ରଦ୍ଦ କରିଛନ୍ତି ସେ ଟୋକିଓକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ,୨୮।୮: ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆବେ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅସୁସ୍ଥତା କାରଣରୁ ସେ ଇସ୍ତଫା ଦେଇଥିବା ଜଣାପଡିଛି। ତାଙ୍କର ପେଟ ସମସ୍ୟା...

ଋଷି ସୁନକ ଲଢିବେ ପ୍ରଧାନମନ୍ତ୍ରୀ ନିର୍ବାଚନ, କହିଲେ ବ୍ରିଟେନ ଅର୍ଥନୀତିକୁ ସୁଧାରିବାକୁ ଚାହୁଛି

ଲଣ୍ଡନ,୨୩ ।୧୦: ବ୍ରିଟେନର କଞ୍ଜରଭେଟିଭ ପାର୍ଟିର ନେତା ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ସେ କହିଛନ୍ତି ମୁଁ...

ସ୍ୟୁ ଚୀଙ୍କୁ ପୁଣି ୪ ବର୍ଷ ଜେଲ୍‌ ଦଣ୍ଡାଦେଶ…

ନାପିଦ୍ୱ,୧୦।୧: ନୋବେଲ ବିଜେତା ତଥା ମ୍ୟାନ୍‌ମାର ନେତା ଅଙ୍ଗ ସାନ ସ୍ୟୁ ଚୀଙ୍କୁ କରୋନା ନିୟମ ଉଲ୍ଲଂଘନ କରିଥିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା...

ଏଲନ ମସ୍କଙ୍କ ବିରୋଧରେ ମାମଲା ରୁଜୁ କଲା ଟୁଇଟର

ଓ୍ବାଶିଂଟନ,୧୩।୭: ଟେସଲା ସିଇଓ ଏଲନ୍‌ ମସ୍କ ଏବେ ବିବାଦ ଘେରରେ ରହିଛନ୍ତି। ଦିନକୁ ଦିନ ତାଙ୍କ ବିରୋଧରେ ସମସ୍ୟା ବଢ଼ିବାରେ ଲାଗିଛି। ୪୪ ଅରବ ଡଲାରର...

ଚାଇନାର ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପ୍ରଦର୍ଶନ

ବେଜିଂ,୧।୧୦: ଚାଇନାରେ କମ୍ୟୁନିଷ୍ଟ ଶାସନକୁ ଅକ୍ଟୋବର ୧କୁ ୭୦ବର୍ଷ ପୂରିଛି। ଏନେଇ ମଙ୍ଗଳବାର ବେଜିଂରେ ବହୁ ଧୁମ୍‌ଧାମ୍‌ରେ ଉତ୍ସବ ପାଳନ କରାଯାଉଛି। ନ୍ୟାଶନାଲ ଡେ ପରେଡରେ...

ଫିଟିବ ଖାଶୋଗି ହତ୍ୟା ଗୁମର:ଦୋଷ ମୁଣ୍ଡାଇଲେ କ୍ରାଉନ୍‌ ପ୍ରିନ୍ସ

ରିୟାଦ,୨୭।୯(ଆଇଏଏନ୍‌ଏସ୍‌):ବହୁଚର୍ଚ୍ଚିତ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)। ସୌଦି...

ପିଲାଙ୍କୁ ପସନ୍ଦ ଡିଜିଟାଲ୍‌ ଲର୍ନିଂ

ଓ୍ମାଶିଂଟନ୍‌: ସ୍ମାର୍ଟଫୋନ୍‌, ଇ-ବୁକ୍ସ ଓ ଟାବଲେଟ୍‌ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ...

ଖଣି କର୍ମଚାରୀଙ୍କ ଉପରେ ଆକ୍ରମଣ: ୩୭ ମୃତ

ଓ୍ବାଗାଡୁଗୁ,୮-୧୧(ଏଏଫ୍‌ପି):ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରେ ଜେହାଦୀ ହିଂସାରେ ୩୭ ଜଣଙ୍କ ମୃତ୍ୟୁ ଘଟିବା ସହ ୬୦ ଜଣ ଆହତ ହୋଇଛନ୍ତି। ଗତ ୫ ବର୍ଷ...

Advertisement
Archives

Model This Week