ମସ୍କୋରେ ବିସ୍ଫୋରଣ: ପୁଟିନ୍ ସହଯୋଗୀଙ୍କ ଝିଅ ନିହତ
ମସ୍କୋ, ୨୧ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ସହଯୋଗୀ ଆଲେକ୍ଜାଣ୍ଡର ଡଗିନ୍ଙ୍କ ଝିଅ ଏକ କାର୍ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ୨୯ ବର୍ଷୀୟା ଡାରିଆ ଡଗିନା ଏକ ଏସ୍ୟୁଭି କାର୍ ଚଳାଉଥିବା ବେଳେ ସେଥିରେ ବୋମା ଖଞ୍ଜାଯାଇଥିବା କୁହାଯାଉଛି। ମସ୍କୋଠାରୁ ୪୦…
ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୨୦ ମୃତ
କାବୁଲ, ୨୧ା୮: ଆଫଗାନିସ୍ତାନର ଲୋଗାର ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ଖୋସି ଜିଲାରେ ବନ୍ୟା ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଗତ…
ଚାଇନା ଚୁକ୍ତିନାମା ଉଲ୍ଲଂଘନ କରିଛି: ଜୟଶଙ୍କର
ବ୍ରାସିଲିଆ,୨୧।୮: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ରବିବାର ବ୍ରାଜିଲରେ ଚାଇନାକୁ ନେଇ ଏକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଭାରତ-ଚାଇନା ମଧ୍ୟରେ ଅଶାନ୍ତ ସମ୍ପର୍କ ଏକ ଲୁକ୍କାୟିତ ଜିନିଷ ନୁହେଁ। ଆମେ ବହୁତ କଠିନ ପର୍ଯ୍ୟାୟ…
୫୦୦ ଫୁଟ ତଳକୁ ଖସିଲା ଟ୍ରକ୍: ୯ ପାକିିସ୍ତାନୀ ସୈନ୍ୟ ମୃତ, ୪ ଗୁରୁତର
ଇସଲାମାବାଦ,୨୧ା୮: ରବିବାର ପାକ୍ ସୈନିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଉକ୍ତ ଟ୍ରକ୍ଟି ୫୦୦ ଶହ ଫୁଟ ଗଭୀରକୁ ଖସି ପଡ଼ିଥିଲା। ଫଳରେ ୯ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ସେନା କହିଛି,…
ଚାଇନାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା, ରେଡ୍ ଆଲର୍ଟ ଜାରି
ବେଜିଂ,୨୧ା୮: ଚାଇନାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଏନେଇ ଦେଶରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଚେତାବନୀ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଦେଶର ଗାନସୁ, ଶାନସି, ହେନାନ, ଅନ୍ହୁଇ ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ଅଧିକ ତାପମାତ୍ରା ଅନୁଭୂତ ହେବ…
ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…
ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍ ଲାଭାନ୍ବିତ ହେଉଛି। ଏହି ଅଞ୍ଚଳରେ ଥିବା ଛୋଟ ଛୋଟ ଦେଶଙ୍କ ପକ୍ଷରୁ ଏନେଇ ଆପତ୍ତି କରାଯାଉଥିଲେ ମଧ୍ୟ ଚାଇନା…
ଜୈବିକ ଆକ୍ରମଣ ଆଶଙ୍କାରେ ତାଇଓ୍ବାନ
ତାଇପେଇ, ୨୧ା୮: ଚାଇନା-ତାଇଓ୍ବାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ର ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ତାଇପେଇ ଆଶଙ୍କା କରିଛି। କରୋନା ଭୂତାଣୁ ଚାଇନାର ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ସୃଷ୍ଟି କରାଯାଇଥିବା ଦାବି କରାଯାଉଥିବାବେଳେ…
ଗିରଫ ହୋଇପାରନ୍ତି ଇମ୍ରାନ
ଇସ୍ଲାମାବାଦ,୨୧।୮(ପି.ଟି.): ନିଷିଦ୍ଧ ପାଣ୍ଠି ମାମଲାର ତଦନ୍ତ କରୁଥିବା ସଂଘୀୟ ତଦନ୍ତକାରୀ ସଂସ୍ଥା (ଏଫ୍ଆଇଏ) ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଗିରଫ କରିପାରେ। ସମନ ଜାରି ସତ୍ତ୍ୱେ ଇମ୍ରାନ ଏଫ୍ଆଇଏରେ ହାଜର ନ ହେବାରୁ ତାଙ୍କୁ ଶୁକ୍ରବାର ପୁନର୍ବାର ନୋଟିସ ଜାରି…
ଇମ୍ରାନ ଖାଁଙ୍କ ସମ୍ପର୍କିତ ଖବର ପ୍ରସାରରେ ପ୍ରତିବନ୍ଧକ ଲଗାଇଲେ ପାକିସ୍ତାନ ସରକାର
ଇସଲାମାବାଦ,୨୧ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଶହବାଜ ସରକାରଙ୍କୁ ଟାର୍ଗେଟ କରିଥିବା ଇମ୍ରାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି । କୁହାଯାଉଛି କି ପାକିସ୍ତାନ ସରକାର ଇମ୍ରାନଙ୍କ…
ସୋମାଲିଆ ହୋଟେଲ ଆକ୍ରମଣର ୩୦ ଘଣ୍ଟା ପରେ ଆୟତ୍ତକୁ ଆସିଲା ସ୍ଥିତି, ଅଲ ଶବାବ ଆତଙ୍କବାଦୀ ଆକ୍ରମଣରେ ୪୦ ମୃତ
ମୋଗାଦିସୁ,୨୧ ।୮: ପୂର୍ବ ଆଫ୍ରିକା ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ସ୍ଥିତ ହୟାତ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅଲ ଶବାବ ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ଏହି ଆକ୍ରମଣର ୩୦ ଘଣ୍ଟା…
ପୁଟିନଙ୍କ ଅତି ନିକଟତମ ଅଲେକଜ୍ୟାଣ୍ଡର ଦୁଗିନଙ୍କୁ ହତ୍ୟା ଉଦ୍ୟମ, କାର ବିସ୍ଫୋରଣରେ ଝିଅ ମୃତ
ମସ୍କୋ,୨୧ ।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନର ଅତି ନିକଟତମ ଆଲେକଜ୍ୟାଣ୍ଡର ଦୁଗିନଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ଏକ କାର ବିସ୍ଫୋରଣରେ ଆଲେକଜ୍ୟାଣ୍ଡରଙ୍କ ଝିଅ ଦରୟା ଦୁଗିନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛିଇ ।…
ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଖେ ରହିଲେ ବି ହେବ କ୍ୟାନସର, ୨୦୧୯ରେ ହୋଇଥିଲା ୩୭ ଲକ୍ଷ ମୃତ୍ୟୁ: ରିପୋର୍ଟ
ୱାଶିଂଟନ,୨୧ ।୮: ଯଦି ଜଣେ ବ୍ୟକ୍ତି ଧୂମ୍ରପାନ କରୁ ନାହାନ୍ତି ତେବେ ବି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ଯୋଗୁ କ୍ୟାନସରର ଶିକାର ହୋଇପାରନ୍ତି । ବ୍ରିଟିଶ ମେଡିକାଲ ଜର୍ନାଲ ଦ ଲ୍ୟାଂସେଟର ଅଧ୍ୟୟନରେ ଦାବି କରାଯାଇଛି କି ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ…
Archives


