Home

ଫେବୃଆରୀ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ୧ରୁ ଖୋଲିବ ଅଙ୍ଗନଓ୍ବାଡି

ଭୁବନେଶ୍ୱର, ୩୦।୧(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ମାସରେ ଗାଇଡ୍‌ଲାଇନ ଜାରି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟ ସରକାର ଫେବୃଆରୀ ମାସ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ନୂଆ ଗାଇଡ୍‌ଲାଇନ ଫେବୃଆରୀ ୨୮ ପର୍ଯ୍ୟନ୍ତ…

ଗୋବିନ୍ଦାଙ୍କ ସହ କାହିଁକି ଫିଲ୍ମ କରି ନାହାନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ କାଜଲ…

ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ଫିଲ୍ମ ‘ତ୍ରିଭଙ୍ଗା’ ରେ ଦେଖିବାକୁ ମିଳିଛି। ପ୍ରାୟ ଦେଢ଼ ଘଣ୍ଟା ଅବଧିର ଏହି ଫିଲ୍ମରେ ସେ ଅନୁରାଧା ଆପ୍ତେ ଚରିତ୍ରରେ ଅଭିନୟ କରିଛନ୍ତି। ରେଣୁକା ରାହାଣେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ଅଜୟ ଦେବଗନ୍‌।…

ମର୍ମନ୍ତୁଦ ଦୁର୍ଘଟଣାରେ ଓ୍ବେଷ୍ଟଇଣ୍ଡିଜ୍‌ର ଏହି ଲୋକପ୍ରିୟ କ୍ରିକେଟରଙ୍କ ନିଧନ! ଭିଡିଓ ଭାଇରାଲ ପରେ ଜଣାପଡ଼ିଲା…

ନୂଆଦିଲ୍ଲୀ, ୩୦।୧: ସୋସିଆଲ ମିଡିଆରେ ଅନେକ କିଛି ଗୁଜବ ଭାଇରାଲ ହୋଇଥାଏ। ଏହି କ୍ରମରେ ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ର ଅଭିଜ୍ଞ ଅଲ୍‌ରାଉଣ୍ଡର କିରୋନ ପୋଲାର୍ଡଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳିଥିଲା। ଏପରିକି କାର୍‌ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ…

ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଜଧାନୀରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସିଙ୍ଘୁ, ଗାଜିପୁର,ଟିକରି ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ଜାନୁୟାରୀ ୩୧ ରାତ୍ର ୧୧ଟା ପର୍ଯ୍ୟନ୍ତ ବନ୍ଦ କରି…

୬୦ ବର୍ଷ ଧରି ରହି ଆସୁଥିଲେ ଗୁମ୍ଫାରେ, ରାମ ମନ୍ଦିର ପାଇଁ ୧ କୋଟି ଟଙ୍କା ଦାନ କରି ଚମକାଇଲେ ଏହି ବାବା

ଋଷିକେଶ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ସମାଜର ବିଭିନ୍ନ ବର୍ଗର ଲୋକେ କ୍ରମାଗତ ଭାବେ ଏଥିପାଇଁ ଦାନ କରୁଥିବା ଦେଖାଯାଉଛି। ଏହି କ୍ରମରେ ଜଣେ ବାବା ୧ କୋଟି ଟଙ୍କା ଦାନ କରିବା ପରେ ଚର୍ଚ୍ଚାକୁ…

ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ !

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ ନିଜକୁ ଦାୟୀ କରିଛି। ସଂଗଠନର ସୋସିଆଲ୍‌ ମିଡ଼ିଆ ପ୍ଳାଟଫର୍ମରେ ଏନେଇ ସୂଚନା ଦିଆଯାଇଛି। ଘଟଣାସ୍ଥଳରୁ ମିଳିଥିବା ବନ୍ଦ ଲଫାପାରେ ଥିବା ଏକ…

ରକ୍‌ଷ୍ଟାର ଠାରୁ କମ୍‌ ନୁହନ୍ତି ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧଓ୍ବନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ନିକଟରେ ଭାରତୀୟ ଦଳର ଏହି ଗବ୍ବର ନିଜର କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏଥିରେ ତାଙ୍କର ଭିନ୍ନ ଲୁକ୍‌ ଦେଖିବାକୁ ମିଳୁଛି। ବେକରେ ମୋଟା…

ବିବାହରେ ପୂର୍ବ ପ୍ରେମିକଙ୍କୁ ଦେଖି ‘ଆଲିଙ୍ଗନ କରିପାରିବେ କି’ ବୋଲି ସ୍ବାମୀଙ୍କୁ ପଚାରିଲେ ବଧୂ, ମିଳିଲା ଏଭଳି ଜବାବ

ନୂଆଦିଲ୍ଲୀ: ସବୁ ପ୍ରେମ ସମ୍ପର୍କ ବିବାହରେ ପହଞ୍ଚିବା ଆବଶ୍ୟକ ନୁହେଁ। ଅନେକ ଯୋଡ଼ି ଏଭଳି ଅଛନ୍ତି ଯେଉଁମାନେ ଆଗକୁ ବଢ଼ି ଅନ୍ୟର ହାତ ଧରିଥାନ୍ତି। ଏଭଳି ପରିସ୍ଥିତିରେ ସାଧାରଣତଃ ଲୋକମାନେ ନିଜର ଭାବି ସ୍ବାମୀ ଅଥବା ସ୍ତ୍ରୀଙ୍କଠାରୁ ନିଜର ସମ୍ପ+ର୍କ ବିଷୟରେ…

କ୍ୱାରାଣ୍ଟାଇନ୍‌ରେ କୋହଲି: ଆବଶ୍ୟକ ପଡୁଛି ଏହି ୨ ଜିନିଷ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୫ରୁ ଏକ ୪ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଚେନ୍ନାଇରେ ପହଞ୍ଚିସାରିଛନ୍ତି। ଏହି ସମୟରେ ସେମାନେ କ୍ୱାରାଣ୍ଟାଇନରେ ପିଡିୟଡରେ ରହିଛନ୍ତି। ଭାରତୀୟ ଦଳର ଅଧିନାୟକ…

ଆମେରିକାରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଓ୍ବାଶିଂଟନ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆମେରିକାରେ ଭଙ୍ଗାରୁଜା କରାଯାଇଛି। କାଲିଫର୍ନିଆର ଡାଭିସ୍‌ ସହରର ସେଣ୍ଟ୍ରାଲ ପାର୍କରେ ଥିବା ମହାତ୍ମାଙ୍କୁ ୬ଫୁଟ ଉଚ୍ଚ ପ୍ରତିମୂତ୍ତିକୁ କିଛି ଅଜଣା ଲୋକ ଭାଙ୍ଗିତଳେ ପକାଇ ଦେଇଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ଏହାକୁ…

ସ୍ପାଇଡରମ୍ୟାନ୍‌ ସାଜିଲେ ଏହି ଖେଳାଳି: ପ୍ରଶଂସକ କହୁଛନ୍ତି ଏମିତି…

ଗାବା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିରୋଧରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ରିଷଭ ପନ୍ତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ଏହି ଯୁବ ଖେଳାଳିଙ୍କୁ ଭାରତୀୟ ଜର୍ସି ପିନ୍ଧିବାର ଆମେ ବହୁବାର ଦେଖିଛୁ। କିନ୍ତୁ ଏବେ ତାଙ୍କର ସ୍ପାଇଡରମ୍ୟାନ୍‌…

ଚାଷୀ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଉପବାସ: ଗାଜିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥି ଅବସରରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ୮ ଘଣ୍ଟିଆ ଉପବାସ କରିଛନ୍ତି। ପୂର୍ବାହ୍ନ ୯ଟାଠାରୁ ଉପବାସ ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୫ଟା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri