Home

ପାଣିରେ ଉଡ଼ି ପାରୁଥିବା ସାଟେଲାଇଟ ପ୍ରସ୍ତୁତ କରିବ ନାସା

ଆମେରିକାର ସ୍ପେସ୍‌ ଏଜେନ୍ସି ନାସା ଖୁବ୍‌ଶୀଘ୍ର ଏକ ସାଟେଲାଇଟ ବା ଉପଗ୍ରହ ପ୍ରସ୍ତୁତ କରିବ। ଯାହାକି ପାଣିରେ ଉଡ଼ିପାରିବ। ଯଦି ନାସା ଏହିପରି ସାଟେଲାଇଟ୍‌ ତିଆରି କରିବାରେ ସଫଳ ହୁଏ, ତେବେ ଏହା କୋଟି କୋଟି ଟଙ୍କା ସଞ୍ଚୟ କରିବ। ନାସା…

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ: ଆରମ୍ଭ ହେଲା ସାଟେଲାଇଟ୍‌ ସର୍ଭେ

ଜଳେଶ୍ୱର, ୩୦।୧(ଡି.ଏନ.ଏ.)-ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲିମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ…

କିନ୍ନରଙ୍କ ହାତକୁ କାମ

ଅନୁଗୋଳ ଅଫିସ, ୩୦।୧ ସହର ସଫେଇ ସହଜ ହେବ। ଟଲି ବଦଳରେ ବ୍ୟାଟେରି ଚାଳିତ ଗାଡ଼ିରେ ସହରରୁ ଅଳିଆ ଉଠିବ। ଆଉ ଘର ଘର ବୁଲି ଏହି ଆବର୍ଜନା ସଂଗ୍ରହ କରିବେ କେତେଜଣ କିନ୍ନର। କେବଳ ଏତିକି ନୁହେଁ, ଇ-ଟଏଲେଟ୍‌ର ରକ୍ଷଣାବେକ୍ଷଣ…

ମାର୍ସେଲିନୋଙ୍କ ବଦଳରେ ଓଡ଼ିଶା ଏଫ୍‌ସିରେ ଇନ୍‌ମ୍ୟାନ

ଭୁବନେଶ୍ୱର, ୩୦।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ରେ ଖେଳାଳି ବିନିମୟ ଚୁକ୍ତି କ୍ରମରେ ଓଡ଼ିଶା ଏଫ୍‌ସି ଦଳରେ ଯୋଗ ଦେଇଛନ୍ତି ଅଷ୍ଟ୍ରେଲିଆ ଜନ୍ମିତ ସ୍କଟିଶ୍‌ ମିଡ୍‌ଫିଲ୍ଡର ବ୍ରାଡ୍‌ ଇନ୍‌ମ୍ୟାନ। ଚଳିତ ସିଜନ୍‌ରେ ସେ ପୂର୍ବରୁ ଏଟିକେ ମୋହନବାଗାନ ଦଳରେ ସାମିଲ ଥିଲେ।…

ଭିଡ ସ୍ଥାନରେ ଏହି ବିଶ୍ୱସୁନ୍ଦରୀଙ୍କୁ ଦୁର୍ବ୍ୟବହାର କରିଥିଲେ ୧୫ ବର୍ଷର ବାଳକ, ଧରିନେବାପରେ…

ବମ୍ବେ: ଭାରତର ପ୍ରଥମ ବିଶ୍ୱସୁନ୍ଦରୀ ହେଉଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ମାତ୍ର ଅଠର ବର୍ଷ ବୟସରେ ଏହି ସୁନ୍ଦରୀ ପ୍ରତିଯୋଗିତା ଜିତି ଦେଶ ପାଇଁ ଗୌରବ ଆଣିଦେଇଥିଲେ ସେ। ପରେ ଚବିଶ ବର୍ଷ ବୟସରେ ଅନାଥ ଶିଶୁକନ୍ୟାଙ୍କୁ ନିଜର ନାମ ଦେଇ…

ଆଇପିଏଲ୍‌ ଖେଳିବେନି କେକେଆର୍‌ର ଏହି ଖେଳାଳି !

ଲଣ୍ଡନ, ୨୯।୧: ଇଂଲଣ୍ଡର ଶୀର୍ଷ କ୍ରମର ବ୍ୟାଟ୍ସମ୍ୟାନ ଟମ ବେଣ୍ଟନ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଖେଳି ନ ପାରନ୍ତି। ଦେଶର ଟେଷ୍ଟ ଟିମ୍‌ରେ ସ୍ଥାନ ପାଇବାକୁ ନେଇ ସୁଯୋଗ ହାତଛଡ଼ା କରିବାକୁ ସେ ଚାହୁଁ ନାହାନ୍ତି। ଏଣୁ ସେ…

ଏହି ପ୍ଲାନରେ ୫୦ ଜିବି ବୋନସ୍‌ ଡାଟା ଦେଉଛି ଭୋଡାଫୋନ୍‌-ଆଇଡିଆ, ତା’ ସହ ରହିଛି…

ନୂଆଦିଲ୍ଲୀ,୨୯।୧: ଟେଲିକମ୍‌ କମ୍ପାନୀ ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ୨୫୯୫ ଟଙ୍କା ପ୍ରିପେଡ ପ୍ଲାନରେ ଉପଭୋକ୍ତମାନଙ୍କୁ ବୋନସ୍‌ ଡାଟା ଦେଉଛି। କିନ୍ତୁ ଏହା କେବଳ କମ୍ପାନୀର ମୋବାଇଲ୍‌ ଆପ୍‌ ମାଧ୍ୟମରେ ରିଚାର୍ଜ କରୁଥିବା ଗ୍ରାହକଙ୍କ ପାଇଁ ଏହି ଅଫର ଉପଲବ୍ଧ। ଏହି ପ୍ଲାନର…

ଅଷ୍ଟ୍ରେଲିଆରେ ଶୋଇପାରି ନ ଥିଲେ ଏହି ଖେଳାଳି: ଖାଇବାକୁ ପଡ଼ିଥିଲା ନିଦ ବଟିକା

କୌଣସି ବି ଖେଳ ହେଉ ନା କାହିଁକି ଖେଳିବା ସମୟରେ ଖେଳାଳିମାନେ ସବୁବେଳେ ଚାପରେ ରହିଥାନ୍ତି। ବିଶେଷକରି ପ୍ରଥମ ଦ୍ୱିତୀୟ ଥର ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ପାଇଁ ଅଧିକ ଚାପ ସବୁଠାରୁ ଅଧିକ ଥାଏ। ଭାରତ -ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର…

୯ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର: ୧୧୩ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ୱର, ୨୯।୧(ବ୍ୟୁରୋ): ରାଜ୍ୟରେ ଆଉ ୯ଜଣ ଅଧିକାରୀଙ୍କୁ ଶୁକ୍ରବାର ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଥିବା ବେଳେ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏପର୍ଯ୍ୟନ୍ତ ୧୧୩ ଜଣ ଅଧିକାରୀଙ୍କୁ…

ଏବେଠୁ ବୁମ୍‌ରାଙ୍କୁ ଡରିଲେଣି ଇଂଲଣ୍ଡ ଟିମ୍‌: ଓପନର୍‌ ରୁରି କହିଲେ ଏଭଳି

ନୂଆଦିଲ୍ଲୀ,୨୯।୧: ଯେତେବେଳେ କୌଣସି ବିଦେଶୀ ଟିମ୍‌ ଭାରତରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଆସିଥାଏ, ସେମାନେ ଏଠାକାର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିଭଳି ଖେଳିବେ ସେ ବିଷୟରେ ଚିନ୍ତା କରିଥାନ୍ତି। ହେଲେ ଇଂଲଣ୍ଡ ଓପନର୍‌ ରୋରି ବର୍ନସ୍‌ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌…

ଏହି ଅଭିନେତ୍ରୀଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା

ଟିଭି ଧାରାବାହିକ ‘ଗୁଡ୍ଡନ ତୁମ୍‌ସେ ନା ହୋ ପାଏଗା’ ଅଭିନେତ୍ରୀ କନିକାଙ୍କର ସମଗ୍ର ଦେଶରେ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ତାଙ୍କ ଟିଭି ଶୋ’ ବହୁତ ଲୋକପ୍ରିୟ ହୋଇଥିଲା। ଇଣ୍ଟରନେଟ୍‌ରେ କନିକାଙ୍କର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ତାଙ୍କୁ…

କୁକୁର ୫ ଛୁଆ ଜନ୍ମ ଦେଲା ବୋଲି ଛପା ହେଲା ନିମନ୍ତ୍ରଣ କାର୍ଡ; ଯାହା ଲେଖାଥିଲା ଜାଣିଲେ…

ଚିତ୍ରକୂଟର ଖୋହିରେ ଜଣେ ବ୍ୟକ୍ତିଙ୍କ ଘରେ ଥିବା ଜୁଲି ନାମକ ଏକ କୁକୁର ୫ଟି ଛୁଆ ଜନ୍ମଦେବାରୁ ବେଶ୍‌ ଧୂମଧାମରେ ଉତ୍ସବ ପାଳିଛନ୍ତି ଗ୍ରାମବାସୀ। ଏପରିକି ନିମନ୍ତ୍ରଣ କାର୍ଡ ଛପାଇ ପାଖ ଗ୍ରାମର ଲୋକଙ୍କୁ ଖାଇବାକୁ ଦେଇଛନ୍ତି କୁକୁରର ମାଲିକ। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri