Home

ବିବାଦରେ ବିଚାରପତି

ନୂଆଦିଲ୍ଲୀ/ମୁମ୍ବାଇ, ୩୧ା୧: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍‌…

କେବଳ ଏକ ଫୋନ୍‌ କଲ୍‌ର ଦୂରତା

ନୂଆଦିଲ୍ଲୀ,୩୧ା୧(ପି.ଟି.): ୩ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା ପାଇଁ ସରକାର ଏବେ ମଧ୍ୟ ପ୍ରସ୍ତୁତ। ଆମେ କେବଳ ଚାଷୀ ନେତାଙ୍କ ଗୋଟିଏ ଫୋନ୍‌ କଲ୍‌ ଦୂରରେ ରହିଛୁ ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ…

ଏହି ସ୍ଥାନରେ ଶୁଟିଂ ହେବ ସଲମାନଙ୍କ ‘ଟାଇଗର-୩’, ଯେଉଁଠି ଆଜିପର୍ଯ୍ୟନ୍ତ କୌଣସି ବଲିଉଡ୍‌ ଫିଲ୍ମ ହୋଇନାହିଁ

ମୁମ୍ବାଇ: ଗୋଟିଏ ଥିଲା ସୁପରହିଟ୍‌ ‘ଟାଇଗର’। ପରେ ସଲମାନଙ୍କ ଆଉ ଏକ ‘ଟାଇଗର’ ଜୀବନ୍ତ ହୋଇ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଲଗାତର ଦୁଇ ଦୁଇଟି ଫିଲ୍ମ ହିଟ୍‌ ହେବା ପରେ ନିର୍ମାତା ଆଉ ଏକ ଟାଇଗର ନିର୍ମାଣ ପାଇଁ ଆଗେଇ ଆସିଛନ୍ତି।…

ଆମେରିକାରେ ଶେଷ ହୋଇଥିଲା ପ୍ରୀତିଙ୍କ ଜୀବନସାଥୀ ସନ୍ଧାନ…

ମୁମ୍ବାଇ, ୩୧।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କୁ ରବିବାର ୪୬ ବର୍ଷ ପୂରଣ ହୋଇଛି। ସେ ୪୭ ବର୍ଷରେ ପାଦଥାପିଛନ୍ତି। ୧୯୭୫ ଜାନୁୟାରୀ ୩୧ରେ ସେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପ୍ରୀତମ ସିଂ…

ଆଜିର ଦିନରେ ଭାରତରେ ଚିହ୍ନଟ ହୋଇଥିଲା ପ୍ରଥମ କରୋନା, ଜାଣନ୍ତୁ ଏ ସମ୍ପର୍କରେ ଆଉକିଛି…

ନୂଆଦିଲ୍ଲୀ,୩୦।୧: ଆଜିର ଦିନରେ ଅର୍ଥାତ୍‌ ବର୍ଷକ ତଳେ ୨୦୨୦ ଜାନୁୟାରୀ ୩୦ରେ ଚାଇନାର ଉହାନ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ର ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହି ଛାତ୍ର ଜଣଙ୍କ କେରଳ ରାଜ୍ୟର ପ୍ରଥମ କରୋନା ପଜିଟିଭ୍‌ ଭାବେ ଚିହ୍ନଟ…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଯୁବକଙ୍କୁ ନିର୍ମମ ହତ୍ୟା

ବାଲିଗୁଡ଼ା,୩୦।୧(ଡି.ଏନ୍‌.ଏ): ପୁଣି ରକ୍ତମୁଖା ହୋଇଛନ୍ତି ମାଓବାଦୀ। କିଛି ଦିନର ନୀରବତା ପରେ ନିଜର ସ୍ଥିତି ଜାହିର କରିଛି ମାଓବାଦୀ ସଂଗଠନ। କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀ ପୋଲିସ…

ନକଲି ବାବା ବେଶରେ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଯୁବକ, ଆଉ ତା’ ପରେ…

ଯାଜପୁର ଅଫିସ,୩୦।୧: ଯାଜପୁରରୋଡ୍‌ ରମ୍ପାସ ଅଞ୍ଚଳକୁ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ଘରକୁ ବାବା ବେଶରେ ଆସି ଧରାପଡ଼ି ନିର୍ଧୂମ ଛେଚା ଖାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳର ଜଣେ…

ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିଛନ୍ତି ଏହି ଗ୍ରାମର ଲୋକେ, ରୋଜଗାର ପାଇଛନ୍ତି ଶହ ଶହ ଯୁବକ

ସାବରମତୀର ସନ୍ଥ ତଥା ଜାତିରପିତା ମହାତ୍ମା ଗାନ୍ଧୀ ସମଗ୍ର ଦେଶକୁ ଚରଖାରୁ ଆତ୍ମନିର୍ଭରଶୀଳତାର ରାସ୍ତା ଦେଖାଇଥିଲେ। ସେହିଭଳି ଚରଖା ଦ୍ୱାରା ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଦେଶର ଯୁବକମାନଙ୍କୁ ଆତ୍ମନିଯୁକ୍ତି, ଆତ୍ମ ସମ୍ମାନ ଏବଂ ସ୍ବଦେଶୀ ସ୍ବପ୍ନ ଦେଖାଇଥିଲେ। ପାଞ୍ଚ ବର୍ଷ ପୂର୍ବେ…

ଆଜି ରାଜଧାନୀରେ ୪ କରୋନା ଆକ୍ରାନ୍ତ ଚିହ୍ନଟ, ୫ ସୁସ୍ଥ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ସମସ୍ତ…

୭୫ ଟଙ୍କା ଥିଲା ପ୍ରଥମ ରୋଜଗାର, ଏବେ ୧୦୦ କୋଟି କ୍ଲବ୍‌ରେ…

ବମ୍ବେ: ଯେତେ ବଡ଼ ସୁପରଷ୍ଟାର ସେତେ ଅଧିକ ପାଉଣା। ହେଲେ ସବୁବେଳେ ସ୍ଥିତି ସମାନ ନ ଥାଏ। ଏଣୁ କଳାକାରମାନେ ନିଜର ପ୍ରଥମ ଦରମାକୁ ଭୁଲିପାରିନଥାନ୍ତି। ସେଭଳି ଜଣେ ହେଲେ ଦବଙ୍ଗ ଖାନ୍‌ ସଲମାନ। ସଲ୍ଲୁଙ୍କ ଫିଲ୍ମ ବକ୍ସ ଅଫିସରେ ୧୦୦…

ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ

କେନ୍ଦୁଝର, ୩୦।୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ରେଳ ଷ୍ଟେସନ ନିକଟରେ ଶନିବାର ପୂର୍ବାହ୍ନରେ ଏକ ଲୁହାପଥର ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି। ଳରେ ଉକ୍ତ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଛି l ଖବର ପାଇ ଜିଆର୍‌ପି, ଆରପିଏଫ୍‌ ଓ ରେଳ…

ଲେଭଲ କ୍ରସିଂ ପାରି ହେଉଥିବା ବେଳେ ବାଇକ୍‌ରୁ ଖସିପଡ଼ିଲେ ଯୁବକ, ହଠାତ୍‌ ଆସିଗଲା ଟ୍ରେନ୍‌; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖି ଲୋକେ ଭୟରେ ଥରି ଉଠୁଛନ୍ତି। ଭିଡିଓଟି ଉତ୍ତରପ୍ରଦେଶର। ଏଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଲେଭଲ କ୍ରସିଂ ପାରି ହେଉଥିବା ବେଳେ ତାଙ୍କ ବାଇକ୍‌ଟି ଖସି ପଡ଼ିଛି। ଠିକ୍‌ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri