ଇଂଲଣ୍ଡକୁ ଧୂଳି ଚଟାଇଲା ଭାରତ
ଚେନ୍ନାଇ,୧୬।୨: ଜବରଦସ୍ତ ବୋଲିଂ ଓ ବ୍ୟାଟିଂ ବଳରେ ଟିମ ଇଣ୍ଡିଆ ଚେନ୍ନାଇ ଟେଷ୍ଟରେ ବିଜୟ ହାସଲ କରିଛି। ଫଳରେ ଚାଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଏବେ ୧-୧ ସ୍ଥିତିକୁ ଆସିଛି। ମ୍ୟାଚର ତୃତୀୟ ଦିବସରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦମଦାର ଶତକ…
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍କା: ପୁଡୁଚେରୀରେ ସଂଖ୍ୟା ଗରିଷ୍ଠତା ହରାଇଲେ ସରକାର
ନୂଆଦିଲ୍ଲୀ,୧୬।୨: ଆଗକୁ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଏଠାକାର ଶାସକ କଂଗ୍ରେସ ଦଳ ନିଜର ସଂଖ୍ୟା ଗରିଷ୍ଠତା ହରାଇ ବସିଛି। ଦଳର ୪ ଜଣ ବିଧାୟକ ଇସ୍ତଫା ଦେଇସାରିଲେଣି। ଗତ ଦୁଇ ଦିନ ମଧ୍ୟରେ ୨ ଜଣ…
ଭାରତ ବିଜୟଠାରୁ ମାତ୍ର ୩ ଉଇକେଟ୍ ଦୂରରେ
ଚେନ୍ନାଇ,୧୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ଦ୍ୱାରରେ ପହଞ୍ଚିଛି। ୪୮୨ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଖେଳର ଚତୁର୍ଥ ଦିନରେ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଇଂଲଣ୍ଡ ୭ ଉଇକେଟ…
୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ପୃଥିବୀର ୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୟାବିନେଟ୍ ପଦବୀରେ କାର୍ଯ୍ୟ କରୁଛନ୍ତି। ଆମେରିକା ଏବଂ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ ଆଦି…
ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୨ ବର୍ଷ ପୂରଣ କଲେ ମହାନାୟକ
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମହାନାୟକ ଭାବେ ଜଣାଶୁଣା। ତାଙ୍କ କ୍ୟାରିୟର ଡେବ୍ୟୁ ଏବଂ ଅଭିନୟରେ ସଂଘର୍ଷ ବିଷୟରେ ସମସ୍ତେ ଜାଣନ୍ତି। ଆଜି ବିଗ ବି ବଲିଉଡରେ ୫୨ ବର୍ଷ ପୂରଣ କରିଛନ୍ତି। ଏହି ଦିନ ଅମିତାଭ…
ଇତିହାସ ରଚିଲା ପାକିସ୍ତାନ କ୍ରିକେଟ୍ ଦଳ
ଲାହୋର,୧୬।୨: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଏହା ସହିତ ସେ ବିଶ୍ୱର ପ୍ରଥମ ଦଳ ଭାବେ ୧୦୦ଟି ଟି -୨୦…
ସ୍ତ୍ରୀଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ
ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ତମ ସିଜିନ ପରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଉଛନ୍ତ। ଏହି…
ମିଳିତ କୃଷକ ମୋର୍ଚ୍ଚାର ନୂଆ ରଣନୀତି
ନୂଆଦିଲ୍ଳୀ,୧୬।୨: ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ କୃଷି ଆଇନକୁ ବିରୋଧ କରାଯାଇ ଦିଲ୍ଲୀ ସୀମାରେ ଧାରଣା ଜାରି ରହିଛି। ତେବେ ଏବେ ମୋର୍ଚ୍ଚା ପକ୍ଷରୁ ଏହାର ରଣନୀତିରେ କେତେକ ପରିବର୍ତ୍ତନ କରାଯାଇଛି। ସୀମାରେ ଧାରଣା ଦେଉଥିବା ଚାଷୀଙ୍କ ସଂଖ୍ୟା କମାଇବା ଲାଗି…
ପୁଣି ଫେରିବେ ଦିଦି: ଚମତ୍କାର ଆଶାରେ ଭାଜପା
କୋଲକାତା,୧୬।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଯୋଜନା କରାଯାଉଛି। ତେବେ ପୁଣି ମମତା ଦିଦି କ୍ଷମତା ଦଖଲ କରିବେ ବୋଲି ଓପିନିୟନ ପୋଲ୍ରୁ ଅନୁମାନ…
ଭାରତୀୟ ଦଳ ପାଇଁ ଖରାପ ଖବର,ହସ୍ପିଟାଲ ଗଲେ ଏହି ଖେଳାଳି
ଚେନ୍ନାଇ,୧୬।୨: ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳ ବିଜୟ ଆଡକୁ ଗତି କରିଛି। ଏହି ଟେଷ୍ଟରେ ଯଦିଓ ଭାରତ ବିଜୟ ସୁନିଶ୍ଚିତ ରହିଛି, କିନ୍ତୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ରହିଛି। ଦଳର ଓପନର୍ ଶୁବମନ ଗିଲ୍ ଆହତ ହୋଇଛନ୍ତି।…
କେନାଲକୁ ଖସିଲା ଯାତ୍ରୀବାହୀ ବସ୍
ସିଦ୍ଧି,୧୬।୨: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ମଙ୍ଗଳବାର ସକାଳ ୭ଟା ୩୦ରେ ଏକ ଅଭାବନୀୟ ଘଟଣା ଘଟିଛି। ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ କେନାଲକୁ ଖସି ପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଏବଂ ପୋଲିସ ପହଞ୍ଚି…
ନିଖୋଜଙ୍କ ଜୀବିତ ଆଶା ଏବେ ବୃଥା: ବଢୁଛି ମୃତଦେହ, କମୁଛି ନିଖୋଜଙ୍କ ସଂଖ୍ୟା
ଡେରାଡୁନ୍,୧୬।୨: ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ଥିବା ଲୋକଙ୍କ ଜୀବିତ ରହିଥିବା ଆଶା ଏବେ ନିରାଶରେ ପରିଣତ ହେବାରରେ ଲାଗିଛି। ପ୍ରତିଦିନ ଉଦ୍ଧାରକାରୀଦଳ କେବଳ ମୃତଦେହ ଉଦ୍ଧାର କରୁଛନ୍ତି। ଇତିମଧ୍ୟରେ ୫୬ ମୃତଦେହ ଉଦ୍ଧାର କରାଯାଇଛି। ତେବେ ବି ନିଖୋଜଙ୍କୁ ଜୀବିତ ଫେରି…
Archives


