କାହିଁକି ପାଳନ ହୁଏ ପ୍ରେମ ଦିବସ
ପ୍ରେମ ଶାଶ୍ୱତ ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ ଡେ’ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍ ରୋଜ୍ ଡେ’ରୁ ପ୍ରେମ…
ଜାହାଜ ଇଞ୍ଜିନ ରୁମ୍ରେ ଲାଗିଲା ନିଆଁ: ୩ ଯାତ୍ରୀ ନିଖୋଜ
ମହାରାଷ୍ଟ୍ର,୧୩।୨: ମୁମ୍ବାଇ ଉପକୂଳ ନିକଟରେ ଥିବା ଏକ ଜାହାଜ ଇଞ୍ଜିନ୍ ରୁମ୍ରେ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଜାହାଜରେ ଥିବା…
କରୋନା ଆକ୍ରାନ୍ତ ହେବା ପରେ ଏପରି କଳାପଡ଼ିଗଲା ମହିଳାଙ୍କ ଆଙ୍ଗୁଠି
ରୋମ,୧୩।୨: କରୋନା ମହାମାରୀ ପରେ ଜଣେ ମହିଳାଙ୍କ ଆଙ୍ଗୁଠି କଳା ପଡ଼ିଯାଇଥିଲା। ଫଳରେ ଡାକ୍ତରମାନେ ତାଙ୍କର ୩ଟି ଆଙ୍ଗୁଠି କାଟି ଦେଇଛନ୍ତି। ଇଟାଲୀର ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିଲେ। ଏହି ଭୂତାଣୁ ମହିଳାଙ୍କ ଆଙ୍ଗୁଠିର ରକ୍ତବାହୀକୁ ନଷ୍ଟ କରି ଦେଇଥିଲା।…
ବିମାନ ବନ୍ଦର ପ୍ରତିଷ୍ଠା ନେଇ ଆନ୍ଦୋଳନ
ହିଞ୍ଜିଳିକାଟୁ,୧୩।୨(ଡି.ଏନ୍.ଏ.) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ବିମାନ ବନ୍ଦର ସ୍ଥାପନ ଦାବି ନେଇ ହିଞ୍ଜିଳିକାଟୁରେ ଶନିବାର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। କମିଟିର ସଦସ୍ୟମାନେ ସ୍ଥାନୀୟ ବିଜୁବାବୁ ଛକରେ ଦାବି ପ୍ରସଙ୍ଗରେ ପ୍ରଥପ୍ରାନ୍ତ ସଭା କରିଥିଲେ।…
ପ୍ରତିଶ୍ରୁତି ପରେ ଭାଙ୍ଗିଲା ଆମରଣ ଅନଶନ
ଆନନ୍ଦପୁର,୧୩।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କା ପଞ୍ଚାୟତ ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନଠାରୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଶୁକ୍ରବାର ରାତି ୮ଟା ପରେ ସୋସୋ…
ଟିକା ନେବାକୁ ମନା କଲେ ପୁଟିନ
ସେଣ୍ଟପିଟର୍ସବର୍ଗ,୧୩।୨: ରୁଷିଆର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ନିଜ ଦେଶରେ କରୋନା ଟିକାର ପ୍ରଶଂସା କରୁଥିବା ବେଳେ ନିଜେ ଟିକା ନେବାକୁ ମନା କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ମୁଁ ଟିକା ନେବି ନାହିଁ। ୨୦୨୧ ଶେଷ ସୁଦ୍ଧା ନେଇପାରେ। ୬୮ ବର୍ଷୀୟ…
ପୂର୍ବରୁ ବିବାହିତ, କନ୍ୟା ସନ୍ତାନର ପିତାଙ୍କୁ ଜୀବନସାଥୀ କରିବେ ଏହି ଅଭିନେତ୍ରୀ
ବମ୍ବେ: ପ୍ରଥମ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। କିଛି ଦିନ ଧରି ସେ ବୈଭବ ରେଖିଙ୍କୁ କରୁଛନ୍ତି ଡେଟ୍। ବୈଭବ ପେସାରେ ଜଣେ ବ୍ୟବସାୟୀ। ସେ ବାନ୍ଦ୍ରାର ପାଲି ହିଲ୍ରେ…
ରାଗରେ ଓ୍ବାସିମ୍ ଆକ୍ରମଙ୍କୁ ମାରିବା ଲାଗି ବ୍ୟାଟ୍ ଧରି ଛିଡ଼ା ହୋଇଥିଲେ ଏହି କ୍ରିକେଟର; ଗୋଡ଼ ଧରି ଭୁଲ ମାଗିବା ପରେ…
ନୂଆଦିଲ୍ଲୀ,୧୩।୨: କ୍ରିକେଟ ଏକ ରୋମାଞ୍ଚକର ଖେଳ। ଏଥିରେ ଜଣେ ବ୍ୟାଟ୍ସମ୍ୟାନ୍ ବୋଲର୍ଙ୍କୁ ଜବାବ ଦେବାକୁ ସମସ୍ତ ପ୍ରୟାସ କରୁଥିବା ବେଳେ ବୋଲର୍ ମଧ୍ୟ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ କରିବା ଲାଗି ସମସ୍ତ ଶୈଳୀ ଆପଣାଇଥାନ୍ତି। ଚାପ ବଢ଼ାଇବା ଲାଗି ବୋଲର୍ ବ୍ୟାଟ୍ସମ୍ୟାନ୍ଙ୍କୁ କଟୁ…
କାହିଁକି ପ୍ରେମରେ ପଡ଼େ ମଣିଷ, ବୈଜ୍ଞାନିକମାନେ କୁହନ୍ତି ଏହି ୩ କାରଣ
ଫେବୃୟାରୀ ମାସ ଆସିଲେ ସାରା ବିଶ୍ୱରେ ପ୍ରେମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ। କାରଣ ଏହି ମାସ ହେଉଛି ପ୍ରେମର ମାସ। ପ୍ରେମୀଯୁଗଳଙ୍କ ପାଇଁ ଖାସ୍ ବା ସ୍ବତନ୍ତ୍ର ମାସ। ପ୍ରେମକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଗବେଷଣା କରିଛନ୍ତି। ସେମାନେ ପ୍ରେମକୁ…
ଲଜ୍ଜାଜନକ ରେକର୍ଡ କଲେ କୋହଲି, ଧୋନୀଙ୍କୁ ବି ବଳିଗଲେ
ଚେନ୍ନାଇ,୧୩।୨: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି। ଚାରି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ୦-୧ରେ ପଛୁଆ ଥିବା ଭାରତୀୟ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।…
କନ୍ୟା ସନ୍ତାନ ଜନ୍ମ ହେଲେ ସମସ୍ତ ଖର୍ଚ୍ଚ ବହନ କରିବ ଏହି ହସ୍ପିଟାଲ, ଡେଲିଭରି ନର୍ମାଲ ହେଉ କି ସିଜରିଆନ
ରାୟପୁର,୧୩।୨: ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରିଲା। ଏହି ଅବସରରେ ହସ୍ପିଟାଲ ପ୍ରଥମଥର ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। ଯଦି ହସ୍ପିଟାଲରେ କୌଣସି ମହିଳା କନ୍ୟା ସନ୍ତାନ ଜନ୍ମ କରନ୍ତି ତେବେ ସମସ୍ତ ଖର୍ଚ୍ଚ ହସ୍ପିଟାଲ ପ୍ରଶାସନ…
ଗଲଓ୍ବାନ ଘାଟି ଯିବେ ୩୦ ଜଣିଆ ସଂସଦୀୟ ପ୍ରତିରକ୍ଷା କମିଟି
ନୂଆଦିଲ୍ଲୀ,୧୩।୨: ପୂର୍ବ ଲଦାଖର ଗଲଓ୍ବାନ ଘାଟି ଏବଂ ପୋଙ୍ଗଙ୍ଗ ହ୍ରଦ ଗସ୍ତରେ ସଂସଦୀୟ ଦଳ ଯିବେ। ଏନେଇ ଶନିବାର ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। ମେ ୧୫ ପରେ ଏହି ଗସ୍ତ କାର୍ଯ୍ୟକ୍ରମ ହେବ। କମିଟି…
Archives


