Home

ତୈମୁରଙ୍କ ସ୍ବେଟରର ଦାମ୍‌ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ଜଣେ ଲୋକପ୍ରିୟ ଷ୍ଟାର କିଡ୍‌। ଗତ ଡିସେମ୍ବର ୨୦ରେ ସେ ୪ ବର୍ଷର ହୋଇଯାଇଛନ୍ତି। ନିକଟରେ ତୈମୁର ଖ୍ରୀଷ୍ଟମାସ ପାଳନ କରୁଥିବା ଦେଖିବାକୁ ମିଳିଥିଲା।…

ଶ୍ରୀନଗର ଏନ୍‌କାଉଣ୍ଟର: ମୃତ ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଭେଟିଲେ ମେହବୁବା

ଶ୍ରୀନଗର,୩୧।୧୨-ଶ୍ରୀନଗର ଲାଓପୋରା ଏନ୍‌କାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଗୁରୁବାର ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭେଟିଛନ୍ତି। ଏହାପରେ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ମେହବୁବା ଚିଠି ଲେଖିଛନ୍ତି। ସେ ଟୁଇଟ କରି ଲେଖିଛନ୍ତି, ଲାଓପୋରାରେ ଏନ୍‌କାଉଣ୍ଟରରେ ନିହତ ହୋଇଥିବା…

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଏହି ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଚାଇନାର ଓ୍ବାଟର କିଙ୍ଗ୍‌ ବ୍ୟବସାୟୀ ଝୋଙ୍ଗ ଶାନ୍‌ଶାନ। ଝୋଙ୍ଗ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ। ଚଳିତବର୍ଷ ତାଙ୍କର ସମ୍ପତ୍ତି ୭୦.୭ ଅରବ ଡଲାରରୁ…

ନୋରାଙ୍କ ୨୦୨୦ର ଶେଷ ଦମ୍‌ଦାର ଡ୍ୟାନ୍ସ ଭିଡିଓ ଭାଇରାଲ

ଦମଦାର୍‌ ଡ୍ୟାନ୍ସ ପାଇଁ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ନୋରା ଫତେହି। ସୋସିଆଲ ମିଡିଆରେ ସବୁବେଳେ ନୋରା ବେଶ ସକ୍ରିୟ ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ…

ଜୋତାକୁ ହାର କରି ବେକରେ ପିନ୍ଧିଲେ ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳି ଶ୍ରେୟସ ଆୟର। ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସାଙ୍ଗକୁ ଷ୍ଟାଇଲିସ୍‌ ଖେଳାଳି ମଧ୍ୟ। ସୋସିଆଲ ମିଡିଆରେ ସେ ସବୁବେଳେ ଆକ୍ଟିଭ ରହିଥାନ୍ତି। ତାଙ୍କର ପ୍ରଶଂସକ ତାଲିକା ୩.୬ ମିଲିୟନରୁ ଊର୍ଦ୍ଧ୍ୱ ହେବ। ଶ୍ରେୟସଙ୍କ ପ୍ରତ୍ୟେକ…

ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍‌

ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍‌ କଲେ ଆଉ ଦେୟ ଦେବାକୁ ପଡ଼ିବ ନାହିଁ। ଏହା ମାଗଣା ହୋଇଯିବ। ପୂର୍ବରୁ ଅଫ୍‌ନେଟ କଲ ମାଗଣା ରହିଥିଲା। ଏବେ ଭଏସ୍‌…

ମେ’ ୪ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୩୧।୧୨-ମେ’ ୪ରୁ ଆରମ୍ଭ ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷା। ଏ ନେଇ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଘୋଷଣା କରିଛନ୍ତି। ମାର୍ଚ୍ଚ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଜୁଲାଇ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ସେହିପରି ଜୁନ…

କପିଳାସ ଚିଡିଆଖାନାକୁ ଗଲା ଉଦ୍ଧାର ହାତୀ ଛୁଆ

ବ୍ରହ୍ମପୁର ଅଫିସ,୩୧ା୧୨-ଗଞ୍ଜାମ ଜିଲା ଚିକିଟି ବ୍ଲକ ବାହୁଦା ନଦୀ ତଟ ଚିଙ୍ଗୁଡ଼ି ଘେର ଜାଲରେ ଫସିଯାଇଥିବା ହାତୀ ଛୁଆକୁ ମଙ୍ଗଳବାର ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହାତୀ ଛୁଆକୁ ଗୁରୁବାର କପିଳାସ ଚିଡିଆଖାନାକୁ ପଠାଯାଇଛି…

ମୁମ୍ବାଇରେ ଘରକୁ ଘର ବୁଲୁଛନ୍ତି ରିୟା ଚକ୍ରବର୍ତ୍ତୀ

ଡ୍ରଗ୍ସ ମାମଲାରେ ଏକ ମାସ ଜେଲରେ ରହିବା ପରେ ଜାମିନରେ ମୁକ୍ତ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ସେ ମୁମ୍ବାଇରେ ରହିବା ପାଇଁ ଦ୍ୱାର ଦ୍ୱାର ବୁଲି ଘର ଖୋଜୁଛନ୍ତି। କାରଣ…

ମାନିଲା ଅଷ୍ଟ୍ରେଲିଆ! ଭାରତୀୟ ଦଳର ଏହି ରଣନୀତି ଯୋଗୁ ଅଡୁଆରେ ସ୍ମିଥ୍‌-ମାର୍ନସ

ମେଲବୋର୍ନ,୩୧।୧୨: ଆଡିଲେଡ୍‌ରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ମେଲବୋର୍ନରେ ଜିତି ପ୍ରତିଶୋଧ ନେଇଛି ଭାରତୀୟ ଟିମ୍‌। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ ଏବଂ ମାର୍ନସ ଲାବୁସେନଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଦଳ ଆପଣାଇଥିବା ରଣନୀତି ଫଳପ୍ରଦ ହୋଇଛି ବୋଲି ଘରୋଇ…

ପରଲୋକରେ ହକି ତାରକା ମାଇକେଲ କିଣ୍ଡୋ

ରାଉରକେଲା, ୩୧।୧୨-ଓଡିଶାର ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ଗୁରୁବାର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ସେ ରାଉରକେଲା ଆଇଜିଏଚରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। କିଣ୍ଡୋ ବହୁବର୍ଷ ଧରି ଭାରତୀୟ…

ଭୁବନେଶ୍ୱରରୁ ୨୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୭ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri