ଅଟୋରୁ ଅଭିନେତାଙ୍କ ମୃତଦେହ ଉଦ୍ଧାର

ଜଣାଶୁଣା ତାମିଲ ଅଭିନେତା ଭିରୁଟଚଙ୍ଗାକିନ୍ଥଙ୍କ ମୃତଦେହକୁ ବୁଧବାର ଏକ ଅଟୋରୁ ଉଦ୍ଦାର କରାଯାଇଛି। ଦୀର୍ଘଦିନ ହେବ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମର ଅନୁସନ୍ଧାନରେ ରହିଥିଲେ। ଏବେ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।
ଖବର ଅନୁଯାୟୀ, ମାତା-ପିତାଙ୍କ ମୃତ୍ୟୁପରେ ଭିରୁଟଚଙ୍ଗାକିନ୍ଥ ଦୁଃଖରେ ଭାଙ୍ଗିପଡ଼ିଥିଲେ। ତେବେ ଫିଲ୍ମରେ କାମ ନ ମିଳିବାରୁ ତାଙ୍କ ସମସ୍ୟା ଆହୁରି ବଢ଼ିଯାଇଥିଲା। କେବଳ ସେତିକି ନୁହେଁ ଆର୍ଥିକ ସମସ୍ୟା ଯୋଗୁ ତାଙ୍କୁ ରାସ୍ତା କଡ଼ରେ ଅଟୋରେ ଏବଂ ମନ୍ଦିରରେ ରାତି କାଟିବାକୁ ପଡ଼ୁଥିଲା। ଆର୍ଥିକ ସାଙ୍ଗକୁ ସେ ମାନସିକ ଏବଂ ଶାରୀରିକ ଭାବରେ ସେ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବାକୁ ଅନୁରୋଧ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ତାଙ୍କୁ କୌଣସି ଫିଲ୍ମରେ ସୁଯୋଗ ମିଳି ନ ଥିଲା। ଭିରୁଟଚଙ୍ଗାକିନ୍ଥଙ୍କୁ ୨୦୦୪ରେ ରିଲିଜ୍‌ ଫିଲ୍ମ ‘କାନ୍ଧଲ’ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ବିକି କୌଶଲ

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲଙ୍କୁ ଖୁବ୍‌ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ନିର୍ଦ୍ଦେଶକ ଲକ୍ଷ୍ମଣ ଉଟେକା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନେତା ବିକି...

ଅଭିଯୋଗ ଆଣିଲେ ଗଙ୍ଗୁବାଈଙ୍କ ପୁଅ

ମୁମ୍ବାଇ୧୬।୨: ଫେବୃଆରୀ ୨୫ରେ ରିଲିଜ ହେବାକୁ ଥିବ ବଲିଉଡ୍‌ ଚଳଚ୍ଚିତ୍ର ଗଙ୍ଗୁବାଈ କାଥିଆଓ୍ବାଡି ବିରୋଧରେ ଅଭିଯୋଗ ଆଣିଛନ୍ତି ଗଙ୍ଗୁବାଈଙ୍କ ପୁଅ ବାବୁ ରାଓଜୀ ଶାହା। ଗଙ୍ଗବାଈଙ୍କ...

ସମ୍ବଲପୁରୀ ଶାଢ଼ି ପିନ୍ଧି ଏମିତି କହିଲେ ଅଭିନେତ୍ରୀ ବିଦ୍ୟା ବାଲାନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ଏବେ ସମ୍ବଲପୁରୀ ଶାଢ଼ି ପ୍ରେମରେ ପଡ଼ିଛନ୍ତି। ଫିଲ୍ମ ‘ଶକୁନ୍ତଳା ଦେବୀ’ର ଇ-ପ୍ରମୋଶନ ଅବସରରେ ଏକ ସ୍ବତନ୍ତ୍ର ସମ୍ବଲପୁରୀ ଶାଢ଼ି...

କ୍ୟାଟ୍ରିନା କୈଫ୍‌ଙ୍କ ଫଟୋକୁ ଜୁମ୍‌ କରି ଦେଖିଥାନ୍ତି ଏହି ଅଭିନେତା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଅନେକ ହିଟ୍‌ ଫିଲ୍ମ ଦେଇଥିବା କ୍ୟାଟ୍‌ ଆଜି ଯାହା କିଛି ହାସଲ କରିଛନ୍ତି...

ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍‌...

ରବୀନାଙ୍କ ଉପରେ ଏବେ ବି ରାଗିଛନ୍ତି କରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏକ ସାକ୍ଷାତକାରରେ କରଣ ଜୋହରଙ୍କ ଫିଲ୍ମକୁ ସେ କାହିଁକି ନା କହିଥିଲେ ତା’ର କାରଣ କହିଛନ୍ତି। ସେ କହିଛନ୍ତି,...

ବଲିଉଡ୍‌ରେ ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ସବୁଠୁ ଅଧିକ

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ନାମୀଦାମୀ ଅଭିନେତ୍ରୀ ଅଭିନେତାଙ୍କୁ ବ୍ରାଣ୍ଡ୍‌ ଭାଲ୍ୟୁରେ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର। ବର୍ଷକ ମଧ୍ୟରେ  ତାଙ୍କର ବ୍ରାଣ୍ଡ୍‌ ଭାଲ୍ୟୁ ୫୫.୩...

ପ୍ରଭାସଙ୍କ ବିପକ୍ଷରେ ଅନୁଷ୍କା

ବମ୍ବେ: ସାଉଥ୍‌ର ମେଗା ବଜେଟ୍‌ ଫିଲ୍ମରେ ନଜର ଆସିବେ ଅଭିନେତ୍ରୀ ଅନୁଷ୍କା ଶର୍ମା। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ‘ଆଦିପୁରୁଷ’ରେ ସେ ନାୟିକା ସାଜିବେ। ତାଙ୍କ ଚରିତ୍ରର...

Advertisement
Archives

Model This Week