ଫିଲ୍ମର ବଜେଟ୍‌ ୨୮୦, ଶାହାରୁଖ୍‌ ନେବେ ୧୦୦ କୋଟି

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଶୁଟିଂ ପାଇଁ ଶାହାରୁଖ୍‌ ଏବେ ଦୁବାଇରେ ଅଛନ୍ତି। ୨ ବର୍ଷର ଲମ୍ବା ବ୍ୟବଧାନ ପରେ ଏବେ ପୁଣିଥରେ ସେ ପରଦାକୁ ଫେରୁଛନ୍ତି। ଶାହାରୁଖ୍‌ଙ୍କ ‘ପଠାନ’କୁ ନେଇ ପ୍ରଶଂସକ ବହୁତ ଉତ୍ସାହିତ ଥିବାବେଳେ ଏବେ ଆଉ ଏକ ଖବର ମଧ୍ୟ ଶୁଣିବାକୁ ମିଳୁଛି। ଯାହା ଶୁଣିବାକୁ ମିଳୁଛି ‘ପଠାନ’ ପାଇଁ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଯଦି ଏହା ସତ ତେବେ ଶାହାରୁଖ୍‌ ଭାରତର ସବୁଠୁ ମହଙ୍ଗା ଅଭିନେତା ହୋଇଯାଇଛନ୍ତି। ତେବେ ଶାହାରୁଖ ଏହି ମାମଲାରେ ସଲମାନ୍‌ ଖାନ୍‌, ଆମୀର ଖାନ୍‌, ଅକ୍ଷୟ କୁମାରଙ୍କ ସମେତ ଅନ୍ୟ ସମସ୍ତ କଳାକାରଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଫିଲ୍ମର ବଜେଟ ୨୮୦ କୋଟି ରଖାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ ପୂଜା: ୪୪ ବର୍ଷରେ ବି ଅଛନ୍ତି ଫିଟ୍‌

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ପୂଜା ବତ୍ରା। ଆଜି ଅର୍ଥାତ୍‌ ଅକ୍ଟୋବର ୨୭ ହେଉଛି ପୂଜାଙ୍କ ଜନ୍ମଦିନ। ୧୯୭୬ ମସିହାରେ...

ସମ୍ପର୍କର ନୂଆ ନାମ ‘ମାନ୍‌’

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’ରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି। ନିକଟରେ ଅନୁଜ କପାଡ଼ିଆ ଅନୁପମାଙ୍କୁ ଭଲ ପାଉଥିବା ସ୍ବୀକାର କରିଛନ୍ତି। ଦୀର୍ଘ ୨୬...

ଶକ୍ତି କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରିବାରଲୋକେ ମନା କରିବା ସତ୍ତ୍ୱେ କଲେ ଏପରି, ରାଗିଯାଇ ମା’ ବାପା…

ବଲିଉଡର ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଶକ୍ତି କପୁର ଅନ୍ୟତମ। ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଡରାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମ କାହାଣୀ...

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା।...

ପ୍ରଥମ ସ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ଭେଟିନାହାନ୍ତି ରଣବୀର

ଫିଲ୍ମ ‘ସାୱରିଆ’ ଜରିଆରେ ବଲିଉଡରେ ପ୍ରବେଶ କରିଥିବା ରଣବୀର କପୁରଙ୍କ ଆଜି ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ରଣବୀର ୨୦୨୨, ଏପ୍ରିଲ ୧୪ରେ ଅଭିନେତ୍ରୀ ଆଲିଆ...

ବିଗ୍‌ ବସ୍‌ ଓଟିଟି ଜିତିଲେ ଦିବ୍ୟା ଅଗ୍ରଓ୍ବାଲ

ମୁମ୍ବାଇ, ୧୯ା୯: ଟେଲିଭିଜନ ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ ରିୟଲିଟି ଶୋ’ ବିଗ୍‌ ବସ୍‌ ଓଟିଟି ବିଜୟୀ ହୋଇଛନ୍ତି। ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ...

ଗୋଲ୍ଡେନ୍‌ ଗ୍ଲୋବ୍ସ- ୨୦୨୨ ଆଓ୍ବାର୍ଡ୍‌ରେ ପ୍ରବେଶ କଲା ଫିଲ୍ମ‘ଜୟ ଭୀମ’

ମୁମ୍ବାଇ : ଫିଲ୍ମ‘ଜୟ ଭୀମ’ ଅଫିସିଆଲି ଗୋଲ୍ଡେନ୍‌ ଗ୍ଲୋବ୍ସ ୨୦୨୨ ରେ ସର୍ବଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ କ୍ୟାଟେଗରୀରେ ମନୋନୀତ ହୋଇଛି । ଏହି ଫିଲ୍ମଟି...

ବଚପନ୍‌ କା ପ୍ୟାର ଗୀତ ରିଲିଜ୍‌: ବାଦଶାହଙ୍କ ସହ ଦେଖିବାକୁ ମିଳିଲା ସହଦେବଙ୍କ ସ୍ବାଗ୍‌

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବଚପନ କା ପ୍ୟାର’ ଗୀତର ପପୁଲାରିଟି ଏବେ ଆକାଶ ଛୁଇଁଛି। ଯାହାକୁ ଦେଖିଲେ ଏହି ଗୀତ ଗୁଣୁଗୁଣଉଥିବାର ଦେଖିବାକୁ...

Advertisement
Archives

Model This Week