Home

ଏହା ହେଉଛି ସୋନୁ ସୁଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି। ନିକଟରେ ତାଙ୍କ ଉପରେ ଏକ ପୁସ୍ତକ ଲେଖାଯାଇଛି, ଯାହାର ନାମ ରଖାଯାଇଛି ‘ଆଇ ଆମ୍‌ ନୋ ମସିହା’। ଏହି…

କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଖାନା ଶୌଚାଳୟରେ ଦୁଇଜଣ ସମ୍ପର୍କ ସ୍ଥାପନ କରିଥିଲେ।…

ପନିପରିବାରେ ପୋଷାକ: ରିସାଇକ୍ଲିଂ ପରିସ୍ରାରୁ ହୋଇଛି ସମ୍ଭବ

କାଲିଫର୍ନିଆ: ସାଧାରଣତଃ କପଡ଼ାରେ ପୋଷାକ ତିଆରି ହୋଇଥାଏ। ମାତ୍ର ଦକ୍ଷିଣ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଏବଂ ଡିଜାଇନର ଏମିତି ଏକ ଗାର୍ଡେନ ତିଆରି କରିଛନ୍ତି, ଯାହାକୁୁ ପୋଷାକ ଭାବେ ପିନ୍ଧି ହେବ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ପୋଷାକକୁ…

କୃଷକଙ୍କ ଆନ୍ଦୋଳନ ସ୍ଥଳରେ ହେଲା ନଗର କୀର୍ତ୍ତନ

ନୂଆଦିଲ୍ଲୀ,୧ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ୩୭ ଦିନ ହେବ ସିନ୍ଧୁ ସୀମା ସମେତ ଦିଲ୍ଲୀର ଆଉ କିଛି ସ୍ଥାନରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ସରକାରଙ୍କ ସହ ପ୍ରାୟ ୭…

୬୧ ବର୍ଷରେ ଏହି କାମ କଲେ ସଞ୍ଜୟ ଦତ୍ତ

ବଲିଉଡ୍‌ର ଆକ୍ସନ ଷ୍ଟାର ହେଉଛନ୍ତି ସଞ୍ଜୟ ଦତ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଫିଲ୍ମରେ ଆକ୍ସନ ଓ ଷ୍ଟଣ୍ଟ ଦୃଶ୍ୟରେ କାମ କରିସାରିଛନ୍ତି। ବର୍ତ୍ତମାନ ସେ ୬୧ ବର୍ଷର। ଅତିତରେ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସା ପରେ ସୁସ୍ଥ…

ଏହି ୫ ଜଣଙ୍କ ସାମ୍ନାରେ ମୁଣ୍ଡ ନୁଆଁନ୍ତି ସଲମାନ୍‌ ଖାନ୍‌: ଜଣଙ୍କୁ ମାନିଥାନ୍ତି ନିଜର ସବୁକିଛି  

ବଲିଉଡ୍‌ର ସୁପରଷ୍ଟାର ହେଉଛନ୍ତି ସଲମାନ୍‌ ଖାନ୍‌। ତାଙ୍କର ଲୋକପ୍ରିୟତା କାହାକୁ ଅଛପା ନାହିଁ। କିନ୍ତୁ ଫିଲ୍ମ ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯାହାଙ୍କୁ ସଲମାନ୍‌ ଫଲୋ କରିଥାନ୍ତି। ସଲ୍ଲୁ କେବଳ ୫ ଲୋକଙ୍କ ସାମ୍ନାରେ ମୁଣ୍ଡ ନୁଆଁଇ ଥାନ୍ତି। ଏମାନଙ୍କୁ…

ବସ୍‌ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ସୁପର୍‌ହିଟ୍‌ ଚଳଚ୍ଚିତ୍ର ‘ବାହୁବଳୀ’ର ଅବନ୍ତିକା ଅର୍ଥାତ୍‌ ତମନ୍ନା ଭାଟିଆ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ତମନ୍ନା ତାଙ୍କ ଦୈନନ୍ଦିନ ଜୀବନ ସହ ଜଡିତ ବିଶେକ କଥା ତାଙ୍କ ପ୍ରଶଂସକଙ୍କ ସହ ବାଣ୍ଟିବାରେ ଲାଗିଛନ୍ତ। ନିକଟରେ ସେ ନିଜେ ତାଙ୍କ ଅଫିସିଆଲ…

ଆଜି ରାଜ୍ୟରୁ ୨୪୫ ପଜିଟିଭ୍‌ ଚିହ୍ନଟ, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୯ ଜଣ ଚିହ୍ନଟ…

ଗାୟତ୍ରୀ ମନ୍ତ୍ରରୁ ନୂଆ ବର୍ଷ ଆରମ୍ଭ କଲେ ଅକ୍ଷୟ କୁମାର

ନୂଆ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅକ୍ଷୟ କୁମାର ମଧ୍ୟ ବର୍ଷର ପ୍ରଥମ ଦିନକୁ ଏକ ବିଶେଷ ଢଙ୍ଗରେ ଆରମ୍ଭ କରିଛନ୍ତି। ଅକ୍ଷୟ ଇନଷ୍ଟାଗ୍ରାମରେ ଏକ…

ନୂଆବର୍ଷରେ କବିତା ଲେଖିଲେ ମୋଦି

ନୂଆଦିଲ୍ଲୀ,୧ ।୧: ବିଦାୟ ନେଇଛି ପୁରୁଣା ବର୍ଷ ୨୦୨୦ । ଏକ ନୂଆ ସକାଳ ନେଇ ପାଦ ଥାପି ସାରିଛି ଇଂରାଜୀ ନୂଆବର୍ଷ ୨୦୨୧ । ନୂଆବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଉତ୍ସାହ କାରଣ ପୁରୁଣା ବର୍ଷ ପ୍ରାୟ ସମସ୍ତ…

ଯୁବରାଜଙ୍କୁ କ୍ୟାନ୍‌ସର ହୋଇଥିବା ନେଇ ପ୍ରଥମେ ଜାଣିବାକୁ ପାଇଥିଲେ ଧୋନୀ, ହେଲେ ଲୁଚାଇ ଆସୁଥିଲେ କୋହ

ନୂଆଦିଲ୍ଲୀ,୧।୨୧: ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା ଭାରତୀୟ ଟିମ୍‌। ଏହି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହ। ତାଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ମଧ୍ୟ ଚୟନ କରାଯାଇଥିଲା। ଏହା ପରେ…

ବର୍ଷକୁ ଦୁଇଥର ବଦଳିଥାଏ ଏହି ଦ୍ୱୀପର ମାଲିକାନା

ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍‌ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି ୬ ମାସରେ ଦ୍ୱୀପଟି ଦେଶ ବଦଳାଇଥାଏ। ଏହି ଦୁଇ ଦେଶ ୬ ମାସ ଲେଖାଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri