ନିୟମ ଉଲ୍ଲଂଘନ କରିଥିଲେ ମହିଳା, ‘ଚୁମ୍ବନ’ ଦେବା ପରେ ଛାଡ଼ିଲା ପୋଲିସ; ଭିଡିଓ ଭାଇରାଲ ପରେ…
ଲିମା: କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱରେ ଅନେକ କଟକଣା ଲଗାଯାଇଛି। ସେଥିରୁ ଗୋଟିଏ ହେଲା ଘରୁ ବାହାରକୁ ଗଲେ ମାସ୍କର ବ୍ୟବହାର। ହେଲେ କିଛି ଲୋକ ମାସ୍କ ପିନ୍ଧିବାକୁ ଭୁଲିଯାଇଥାନ୍ତି। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଥାଏ। ଏଭଳି…
ଘର ଚଳାଇବା ପାଇଁ ରାସ୍ତା କଡ଼ରେ ପୋଷାକ ବିକ୍ରି କରୁଥିଲେ ଏହି ଅଭିନେତ୍ରୀ
ହଲିଉଡ୍ ଅଭିନେତ୍ରୀ ତଥା ଗାୟିକା ରିହାନା ନାମ କାହା ପାଇଁ ନୂଆ ନୁହେଁ। କିନ୍ତୁ କୃଷକ ଆନ୍ଦୋଳନ ଯୋଗୁ ଏହି ନାମ ବିଗତ କିଛି ଦିନ ହେବ ଭାରତରେ ଚର୍ଚ୍ଚାରେ ରହିଛି। ରିହାନା ଜଣେ ଅନ୍ତର୍ଜାତୀୟ ତାରକା। ସମଗ୍ର ବିଶ୍ୱରେ ତାଙ୍କର…
ବିଜୟ ହଜାରେ ଟ୍ରଫିରେ ଈଶାନ୍ଙ୍କ ଚୌକା-ଛକା ବର୍ଷା, ରେକର୍ଡ କଲା ଝାଡଖଣ୍ଡ
ନୂଆଦିଲ୍ଲୀ,୨୦।୨: ବିଜୟ ହଜାରେ ଟ୍ରଫି-୨୦୨୧ରେ ବିସ୍ଫୋରକ ପାଳି ଖେଳି ଚର୍ଚ୍ଚାରେ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଈଶାନ କିଶନ। ଶନିବାର ମଧ୍ୟପ୍ରଦେଶ ବିପକ୍ଷରେ ହୋଲ୍କର ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ସେ ଚଉକା ଛକା ବର୍ଷା କରିଥିଲେ। ୯୪ ବଲ୍ରେ ୧୯ ଚୌକା ଏବଂ ୧୧…
ଆଇପିଏଲ୍ରେ ସବୁଠୁ ବୟସ୍କ, କନିଷ୍ଠ ଦଳ ବିଷୟରେ ଜାଣନ୍ତି
ଚେନ୍ନାଇ,୨୦।୨:ଇଣ୍ଡିଆନ ପ୍ରିମିୟର ଲିଗ୨୦୨୧ର ନିଲାମରେ ମୋଟ ୫୭ ଖେଳାଳି ବିକ୍ରି ହୋଇଛନ୍ତି। କିଙ୍ଗସ ଏକାଦଶ ପଞ୍ଜାବ ସର୍ବାଧିକ ୯ ଖେଳାଳି କିଣିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୩ ଖେଳାଳିଙ୍କ ଉପରେ କିଣିଥିଲା। ତେବେ ୮ଟି ଦଳ ମଧ୍ୟରୁ କେଉଁ ଦଳ ସବୁଠାରୁ…
ପ୍ରୀତି ଜିଣ୍ଟାଙ୍କ ପୋଷ୍ଟରେ ଶ୍ରୀସନ୍ତ ଲେଖିଲେ ଏଭଳି କିଛି; ଟୁଇଟରରେ ଟ୍ରେଣ୍ଡ କଲା‘ ଶ୍ରୀସନ୍ତ ଫର୍ ଆଇପିଏଲ୍’
ନୂଆଦିଲ୍ଲୀ,୨୦।୨: ଆଇପିଏଲ୍ ୧୪ ଲାଗି ଆୟୋଜିତ ଖେଳାଳି ନିଲାମୀ ପ୍ରକ୍ରିୟାରେ ଅନେକ ଖେଳାଳି ବିକ୍ରି ହୋଇଛନ୍ତି। କିଛି କୋଟି କୋଟି ଟଙ୍କା ରୋଜଗାର କରିଥିବା ବେଳେ କିଛି ଲକ୍ଷାଧିକ ଟଙ୍କା କମାଇଥିଲେ। ହେଲେ କିଛି ଖେଳାଳି ଏଭଳି ଥିଲେ ଯେଉଁମାନେ ନାମାଙ୍କନ…
୩୨ ବର୍ଷରେ ଏହି ରୋଗ ସହ ସଂଗ୍ରାମ କରୁଛନ୍ତି ନେହା କକ୍କର
ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜିକାଲି ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୨’ରେ ଜଜ୍ ସିଟ୍ରେ ବସିଥଇବା ବେଳେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଶୋ’ମାଧ୍ୟମରେ ନେହା ତାଙ୍କର ଅସୁସ୍ଥତା ବିଷୟରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସେ ଏମିତି ଏକ ରୋଗରେ…
ଶାମୀଙ୍କ ସହ ବିନା ପୋଷାକରେ ଫଟୋ ଶେୟାର କଲେ ହସିନ ଜହାଁ, ପ୍ରଶଂସକ କହିଲେ…
ନୂଆଦିଲ୍ଲୀ,୨୦।୨: ୨୦୦୭ରେ ଭାରତୀୟ ଦଳର ଦ୍ରୁତ ବୋଲର୍ ମହମ୍ମଦ ଶାମୀଙ୍କୁ ବିବାହ କରିଥିଲେ ହସିନ ଜହାଁ। ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଥିଲା। ହେଲେ ୨୦୧୮ରେ ସେମାନଙ୍କ ମତାନ୍ତର ଥିବା ନେଇ ଜଣାପଡ଼ିଥିଲା। ପ୍ରତାରଣା ସହ…
ଅଷ୍ଟ୍ରେଲିୟ ଅଧିନାୟକଙ୍କୁ କିଣିଲେ ନାହିଁ କୌଣସି ଫ୍ରାଞ୍ଚାଇଜ୍, ରାଗିଯାଇ ଏଭଳି କହିଲେ ମାଇକେଲ କ୍ଲାର୍କ
ନୂଆଦିଲ୍ଲୀ,୨୦।୨: ନିକଟରେ ଶେଷ ହୋଇଛି ଆଇପିଏଲ୍ ୧୪ତମ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକ୍ରିୟା। ସମସ୍ତ ୮ ଫ୍ରାଞ୍ଚାଇଜ୍ ୨୨ ବିଦେଶୀ ଖେଳାଳିଙ୍କୁ କିଣିଛି। ହେଲେ ଅନେକ ବଡ଼ ଖେଳାଳି ଏଥିରୁ ବାଦ୍ ପଡ଼ିଛନ୍ତି। ସେଭଳି ଜଣେ ହେଲେ ଅଷ୍ଟ୍ରେଲିଆର ଦିନିକିଆ…
ବିଶ୍ୱର ସର୍ବବୃହତ ଷ୍ଟାଡିୟମ୍ରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍ର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ରେ ଖେଳାଯିବ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ୍। ୨୪ ଫେବୃୟାରୀରୁ ଏଠାରେ ହେବାକୁ ଥିବା ଦିବାରାତ୍ର ମ୍ୟାଚ୍ ପାଇଁ ଏଠାରେ…
୫ ରାଜ୍ୟରେ କରୋନାର ଦୋହରା ମାଡ଼
ନୂଆଦିଲ୍ଲୀ,୨୦।୨: ଦେଶରେ ସାର୍ବଜନୀକ କରୋନା ପ୍ରତିଷେଧକ ଟିକାକରଣ ଜାରି ରହିଛି। ତେବେ ବି ୫ ରାଜ୍ୟକୁ ପୁଣି କରୋନା ଫେରିଛି। ଏସବୁ ରାଜ୍ୟରେ କେରାନାର ଦୋହରା ମାଡ଼ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର, ପଞ୍ଜାବ ଏବଂ ଛତିଗଡ଼ରେ କରୋନା ଆକ୍ରାନ୍ତଙ୍କ…
ବିହାର ଭଳି ପଶ୍ଚିମବଙ୍ଗରେ ମହିଳା ସାଜିବେ ଟ୍ରମ୍ପ୍ କାର୍ଡ: ଶାହାଙ୍କ ଯୋଜନା
କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଜୋର୍ ସୋର୍ ଉଦ୍ୟମ କରାଯାଉଛି। ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ମହିଳା ଟ୍ରମ୍ପ୍ କାର୍ଡ ସାଜିବେ। ଏନେଇ ସ୍ବରାଷ୍ଟ୍ରମନ୍ତ୍ରୀ…
ତୃଣମୂଳ ଆରମ୍ଭ କଲା ନୂଆ ସ୍ଳୋଗାନ୍
କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଉଦ୍ୟମ ଜାରି ରଖିଛି। ଏପରିସ୍ଥଳେ ତୃଣମୂଳ ପକ୍ଷରୁ ନୂଆ ସ୍ଲୋଗାନ୍ ଆରମ୍ଭ କରାଯାଇଛି। ପଶ୍ଚିମବଙ୍ଗକୁ ନିଜ ଝିଅ…
Archives


