ଫଟୋଗ୍ରାଫର୍ଙ୍କ ପାଇଁ ସର୍ତ୍ତ ରଖିଲେ କରୀନା
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ୍ ନିକଟରେ ଦ୍ୱିତୀୟଥର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ମା’ ହେବାର ଅଳ୍ପ କିଛିଦିନ ପରେ ସେ କର୍ମ କ୍ଷେତ୍ରକୁ ଫେରିଛନ୍ତି। ସେ କାମକୁ ଯାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏତେ…
ବଢ଼ୁଛି ସଂକ୍ରମଣ: ରାଜ୍ୟରେ ଚିହ୍ନଟ ହେଲେ ୨୯୭ ନୂଆ ପଜିଟିଭ, କଳାହାଣ୍ଡିରୁ ସର୍ବାଧିକ
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି କ୍ରମରେ ବୁଧବାର ୨୯୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦,୯୧୭ରେ…
ବିନା ଅନୁମତିରେ ନିର୍ବାଚନୀ ଭିଡିଓରେ କଂଗ୍ରେସ ଏମ୍ପିଙ୍କ ସ୍ତ୍ରୀ ଫଟୋ ଲଗାଇଲା ଭାଜପା
ଚେନ୍ନାଇ,୩୧।୩: ତାମିଲନାଡୁ ଏପ୍ରିଲ ୬ରେ ମତଦାନ ହେବାକୁ ଯାଉଛି। ୨୩୪ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟ ଭୋଟ ହେବ। ଏଥିପାଇଁ ନିର୍ବାଚନ ପ୍ରଚାର ଚାଲିଛି। ଏଆଇଏଡିଏମକେ ସହ ମିଶି ଏଥର ନିର୍ବାଚନରେ ଭାଜପା ମଧ୍ୟ ଭାଗ୍ୟ ପରୀକ୍ଷା କରୁଛି। ଏଥିସହିତ ତାମିଲନାଡୁରେ…
ଭୋଗରାଇ ମହିଳା ମହାବିଦ୍ୟାଳୟ ଅଶାନ୍ତ
ଭୋଗରାଇ,୩୧।୩(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜନୈକ ଛାତ୍ରୀଙ୍କୁ ଅସତ ଆଚରଣ କରିଥିବା ଅଭିଯୋଗରେ ବୁଧବାର କଲେଜ ପରିସର ଅଶାନ୍ତ ହୋଇପଡ଼ିଛି l ଅଭିଯୁକ୍ତଙ୍କୁ କଲେଜରୁ ବହିଷ୍କାର, ଛାତ୍ରୀଙ୍କୁ ସୁରକ୍ଷା ଆଦି…
ରାଜ୍ୟକୁ କେନ୍ଦ୍ରର ଚିଠି: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ରହିବନି ବିଜୁ ପକ୍କା ଘର ଲୋଗୋ
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିିତ ପକ୍କା ଘରେ ଲାଗି ପାରିବନି ବିଜୁ ପକ୍କାଘର ଯୋଜନାର ଲୋଗୋ । ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛି କେନ୍ଦ୍ର। ଶନିବାର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି…
ଏପ୍ରିଲ ୪ ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ଲକ୍ଷ୍ନୌ,୩୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ୮ମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଏପ୍ରିଲ ୪ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ…
ଲଣ୍ଡନରେ ଇମ୍ରାନଙ୍କ ସହ ରାତ୍ରୀଭୋଜନ କରିବେ ମୋଦି: ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ,୩୧।୩: ଭାଜପା ନେତା ତଥା ରାଜ୍ୟ ସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ପାକିସ୍ତାନ ସହ ବାଣିଜ୍ୟକୁ ପୁନଃସ୍ଥାପିତ କରିବାର ସମ୍ଭାବନା ସମ୍ପର୍କରେ ସ୍ବାମୀ ଟୁଇଟ୍ କରି କହିଛନ୍ତି, ‘କଶ୍ମୀରରେ ଆତ୍ମସମର୍ପଣ। ଗୁଡ୍ ବାଏ,…
ଯାତ୍ରୀଙ୍କ ଅଭିଯୋଗ: ବସ୍ରୁ ତଳକୁ ଠେଲିଦେଲେ ‘ମୋ ବସ୍’ କର୍ମଚାରୀ
ଭୁବନେଶ୍ବର, ୩୧।୩(ବ୍ୟୁରୋ): ହଂସପାଳ ନିକଟରେ ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ତଳକୁ ଠେଲି ଦେଲେ ‘ମୋ ବସ’ କର୍ମଚାରୀ। ବସ୍ କର୍ମଚାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯାତ୍ରୀ। ଭଡ଼ାକୁ କେନ୍ଦ୍ରକରି ବଚସାକୁ ନେଇ ଭୁବନେଶ୍ୱର ହଂସପାଳ ନିକଟରେ…
ଟଙ୍କା ବର୍ଷା କରିବା ନାଁରେ ୧୬ ଲକ୍ଷ ଟଙ୍କା ଠକି ନେଲେ ବାବା, ପରେ ଅବସ୍ଥା ହେଲା ଏମିତି
ପୁଣେ,୩୧।୩: ମହାରାଷ୍ଟ୍ରର ପୁଣେ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିଛି ପୋଲିସ। ସମ୍ପୃକ୍ତ ବାବା ଜଣଙ୍କ ଦୁଇ ହଜାର ଟଙ୍କା ବର୍ଷା କରିବା ନାଁରେ ଲୋକଙ୍କଠାରୁ ୧୬ ଲକ୍ଷ ଟଙ୍କା ଠକି ନେଇଥିଲେ। ବାବା ନାଁରେ ପୋଲିସରେ ଏନେଇ ଅଭିଯୋଗ ହେବାପରେ…
ଭୋଟ ହାତେଇବାକୁ ଏମିତି ପ୍ରତିଶ୍ରୁତି ଦେଲେ ପ୍ରାର୍ଥୀ
ଥିରୁଭାନନ୍ତପୁରମ, ୩୧।୩: ନିର୍ବାଚନ ସମୟରେ ମଜାଳିଆ କଥାମାନ ଶୁଣିବାକୁ ମିଳିଥାଏ। ନେତାମାନେ ତାଙ୍କର ଘୋଷଣାପତ୍ରରେ ଆଶ୍ଚର୍ଯ୍ୟଜନକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି। କେରଳର ବାମପନ୍ଥୀ ସମର୍ଥନରେ ନିର୍ବାଚନ ଲଢ଼ୁଥିବା ମଟୁରପଥୀ ସୁଲେମାନ ହାଜି ନିଜ ଘୋଷଣାପତ୍ରରେ ଏମିତି କିଛି କହିଛନ୍ତି। ସେ ନିର୍ବାଚନ…
କୋଲକାତାରେ ମିଳୁଛି ବିଶ୍ୱର ସବୁଠୁ ଦାମୀ ଚା’ : ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିଭିନ୍ନ କାରଣକୁ ନେଇ କୋଲକତା ଏବେ ଚର୍ଚ୍ଚାରେ ରହିଛି। ରାଜନୈତିକ ଉତ୍ଥାନପତନ ମଧ୍ୟରେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ଏହି ସହର। ଏଠାରେ ଦୁନିଆର ସବୁଠାରୁ ଦାମୀ ଚା’ ମିଳୁଛି। ଗୋଟିଏ କପ୍ ଚା’ର ମୂଲ୍ୟ ହେଉଛି…
ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ବନ୍ଦ ! ଜରୁରୀ କାମ ଥିଲେ ଶୀଘ୍ର ସାରିଦିଅନ୍ତୁ
ନୂଆଦିଲ୍ଲୀ,୩୧।୩: ଏପ୍ରିଲ ପହିଲାରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ। ଏହାପରଠାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ହେଲେ ଆସନ୍ତା ମାସର ୩୦ ଦିନରୁ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏଥିଯୋଗୁ ଯଦି ଏପ୍ରିଲରେ ବ୍ୟାଙ୍କିଂ ସହ…

