Home

ମୁଣ୍ଡ ଉପର ଦେଇ ଚାଲିଗଲା ଟ୍ରେନ୍‌, ଟ୍ରାକ୍‌ରେ ଶୋଇ ଏଭଳି ଜୀବନ ବଞ୍ଚାଇଲେ ମହିଳା; ଭିଡିଓ ଦେଖିଲେ..

କଥାରେ ଅଛି ‘ରଖେ ହରି ତ ମାରେ କିଏ’। ସେଭଳି ଏକ ଘଟଣାକ୍ରମରେ ମୃତ୍ୟୁକୁ ଚକମା ଦେଖାଇ ଚାଲିଆସିଛନ୍ତି ଜଣେ ମହିଳା। ଦ୍ରୁତଗତିରେ ଯାଉଥିବା ଟ୍ରେନ୍‌ ତଳେ ଶୋଇ ରହି ସେ ନିଜର ଜୀବନ ବଞ୍ଚାଇଛନ୍ତି। ଏହାକୁ ନେଇ ତାଙ୍କର ଉପସ୍ଥିତ…

ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଆଶଙ୍କାକୁ ଏଡାଇ ଦେଇ ହେବନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୮।୨: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ଆଶଙ୍କାକୁ ଏଡାଇ ହେବ ନାହିଁ। ଏନେଇ ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ଶୋଷଣ ଅଭିଯୋଗର ଯାଞ୍ଚ୍‌କୁ ବନ୍ଦ କରାଯିବା ଆବଶ୍ୟକ କୋର୍ଟ ପକ୍ଷରୁ…

ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଲିସା ହେଡେନ ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଫଟୋ ଜରିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ବେବି ବମ୍ପ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବିକିନ ପିନ୍ଧିଥିବା ନଜର ଆସିଥିଲେ।…

ଦିୟାଙ୍କ ବିବାହ କରାଇଲେ ମହିଳା ପୁରୋହିତ, ଫଟୋ ଭାଇରାଲ ପରେ…

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। ଏହାକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଥମି ନ ଥିବା ବେଳେ ଦିୟାଙ୍କ ଏକ ଟୁଇଟ୍‌ ଗଣମାଧ୍ୟମର ଶିରୋନାମା ପାଲଟିଛି। ତାହା ହେଲା ଦିୟାଙ୍କ ବିବାହ କରାଇଥିବା ପୁରୋହିତ। ସାଧାରଣତଃ…

ରାହୁଲଙ୍କୁ ଧରି ଜୋର୍‌ରେ କାନ୍ଦିଲେ ଏହି ଯୁବତୀ, ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଡୁଚେରୀ ଗସ୍ତ କରିଥିଲେ। ସେହି ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ରାହୁଲ ଗାନ୍ଧୀଙ୍କ ଅଟୋଗ୍ରାଫ୍‌ ନେବା ସମୟରେ ଜଣେ ଯୁବତୀ କାନ୍ଦୁଥିବା ନଜର ଆସିଛନ୍ତି। ରାହୁଲ ବୁଧବାର…

କୋହଲିଙ୍କ ଉପରେ ରାଗିଗଲେ ଏହି କ୍ରିକେଟର୍‌, କହିଲେ ଏମିତି କଥା

ଚେନ୍ନାଇ,୧୮।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଫିଲ୍ଡ ଅମ୍ପାୟାର ନିତିନ ମେନନଙ୍କ ସହ ଯୁକ୍ତିତର୍କ କରିବା ପରେ ଇଂଲଣ୍ଡର ପୂର୍ବତନ ଖେଳାଳି କ୍ରମାଗତ ଭାବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରୁଛନ୍ତି। ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଡେଭିଡ…

ପଦବୀ ଫେରିପାଇବା ପାଇଁ ଶଶିକଳା କୋର୍ଟର ଦ୍ୱାରସ୍ଥ

ଚେନ୍ନାଇ,୧୮।୨: ଆଗକୁ ତାମିଲନାଡୁରେ ବିଧାନସଭା ନିର୍ବାଚନ ଏହା ପୂର୍ବରୁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହେବାରେ ଲାଗିଛି। ନିକଟରେ ଜେଲରୁ ଫେରିଥିବା ଭି.କେ. ଶଶିକଳା ଏଆଇଡିଏମ୍‌କେ ନିଜର ପୂର୍ବ ଶୀର୍ଷ ପଦବୀ ଫେରି ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଇ.ପାଲାନିସାମି ଏବଂ ଉପମୁଖ୍ୟମନ୍ତ୍ରୀ ଓ.…

ଟୋକନ ଅଛି, ଉଠୁନି ଧାନ; ମୁଣ୍ଡରେ ହାତ ଦେଇଛି ଚାଷୀ

ବୁଗୁଡ଼ା,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକରେ ମଣ୍ଡିରେ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ହେଁ ସୋସାଇଟି ଧାନ ନେଉ ନ ଥିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ କିଛି ଚାଷୀ ବାଧ୍ୟ ହୋଇ ବେପାରୀଙ୍କୁ କମ୍‌ ଦରରେ ଧାନ…

କୋଳାଗ୍ରତ ହେଲେ, ଆଖି ମିଶାଇଲେ ନାହିଁ: ପ୍ରଶଂସକ ଉଠାଇଲେ ପ୍ରଶ୍ନ

ଚେନ୍ନାଇ,୧୮।୨: ଚେନ୍ନାଇରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ଭ୍ରମଣକାରୀ ଦଳକୁ ୩୧୭ ରନରେ ପରାସ୍ତ କରି ଏକ ଐତିହାସିକ ବିଜୟ ଲାଭ କରିଛି। ଏହି ମ୍ୟାଚର ପ୍ରଥମ ଇନିଂସରେ ରୋହିତ ଶର୍ମା ୧୬୧…

ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିଲା କଣ୍ଟେନର, ଜଣଙ୍କ ଜୀବନ ଗଲା, ତଳେ ଫସି ରହିଛନ୍ତି ୨

ବାଲେଶ୍ୱର ଅଫିସ,୧୮।୨: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ବୋଲେରୋକୁ ଧକ୍କା ଦେଇ ୧୦ ଫୁଟ ତଳକୁ ଖସିପଡ଼ିଛି ଗୋରୁ ବୋଝେଇ କଣ୍ଟେନର। ଏଥିରେ ୨୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିବା ସହ…

ମା’ଙ୍କ ଜୀବନ ନେଲା ପୁଅ

ଖଇରା,୧୮।୨(ଡି.ଏନ.ଏ) ବାଲେଶ୍ବର ଜିଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ରଘୁନାଥ ଶିଅଳଙ୍କ ସାନ ପୁଅ ଜଗବନ୍ଧୁ ବୁଧବାର ବିଳମ୍ବିତ ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ମା’ ମଣି ଶିଅଳଙ୍କ ସମେତ…

ବରଣମାଳା ପୂର୍ବରୁ ବରଙ୍କ ହାତରେ ହାତକଡ଼ି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବରଙ୍କୁ ହଟହଟା ହେବାକୁ ପଡ଼ିଛି। ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିବାକୁ ଆସିଥିବା ବରଙ୍କ ବେକରେ ବରଣମାଳା ପଡ଼ିବା ପୂର୍ବରୁ ହାତରେ ହାତକଡ଼ି ଲାଗିଛି। ନାବାଳିକାଙ୍କୁ ବିବାହ କରୁଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri