Home

ଦେଶର ବିକାଶ ପାଇଁ ମିଳିମିଶି କାମ କଲେ ଲକ୍ଷ୍ୟ ହେବ ସହଜ: ମୋଦି

ନୂଆଦିଲ୍ଲୀ,୫।୧: ଦେଶର ବିକାଶ ପାଇଁ ମିଳିମିଶି କାମ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା ଲକ୍ଷ୍ୟ ହାସଲ କଠିନ ନ ହୋଇ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଭିଡ଼ିଓ କନଫରେନ୍ସିଂରେ କୋଚି-ମାଙ୍ଗାଲୁରୁ ୪୫୦ କିଲୋମିଟର ଦୀର୍ଘ ପ୍ରାକୃତିକ ଗ୍ୟାସ୍‌…

ସଲମାନ୍‌ଙ୍କ ୨ ଭାଇଙ୍କ ବିରୋଧରେ ମାମଲା ରୁଜୁ

ନୂଆବର୍ଷ ୨୦୨୧ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। କିନ୍ତୁ ମହାମାରୀ କରୋନାର ପ୍ରକୋପ ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏହି ପରିସ୍ଥିତିରେ ବିଏମ୍‌ସି ସଲମାନ୍‌ ଖାନ୍‌ଙ୍କ ୨ ଭାଇ ଅରବାଜ ଖାନ୍‌ ଏବଂ ସୋହେଲ ଖାନ୍‌ଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ…

୪୩ ବର୍ଷର ରେକର୍ଡ ଭାଙ୍ଗିପାରିବ କି ଟିମ୍‌ ଇଣ୍ଡିଆ

ସିଡନୀ,୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ରୁ ଅଷ୍ଟ୍ରେଲିଆରେ ସିଡନୀରେ ଖେଳାଯିବ। ମେଲବୋନର୍ର୍ ଟେଷ୍ଟରେ ଆୟୋଜକ ଦଳକୁ ହରାଇଥିବା ଟିମ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କେ…

କରୋନା ପ୍ରଭାବ: ଦେଶରେ ବର୍ଷକରେ ସୃଷ୍ଟି ହେବେ ୧୦ ଲକ୍ଷ ନୂଆ ଟିବି ରୋଗୀ

ନୂଆଦିଲ୍ଲୀ,୫।୧: କରୋନା ମହାମାରୀ ପ୍ରଭାବ ଯୋଗୁ ଦେଶରେ ନୂଆ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି। ବର୍ଷକରେ ଦେଶରେ ୧୦ ଲକ୍ଷ ନୂଆ ଟିବି ରୋଗୀ ସୃଷ୍ଟି ହେବେ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବରିଷ୍ଠ ବୈଜ୍ଞାନିକ ତଥା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ…

ଆଉ କିଛି ଦିନ ପରେ ହେବେ ମା’, ଜିମ୍‌ରେ ଝାଳ ବୁହାଉଛନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଆଜିକାଲି ନିଜର ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାରେ ଅନୁଷ୍କା ପ୍ରତ୍ୟେକ କ୍ଷେତ୍ରରେ ବେଶ୍‌ ସକ୍ରିୟ ରହୁଛନ୍ତି। ସେ କେବଳ ଫଟୋସୁଟ କରୁନାହାଁନ୍ତି ବରଂ ସେ କ୍ରମାଗତ ଭାବରେ…

ଜୁହୁରେ ଘର କିଣିଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ମୁମ୍ବାଇ ଜୁହୁରେ ଏକ ନୂଆ ଘର କିଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘରର ମୂଲ୍ୟ ୩୯ କୋଟି ଟଙ୍କା। ଅଭିନେତ୍ରୀ ଶ୍ରୀଦେବୀ ଏବଂ ପ୍ରଯୋଜକ ବୋନୀ କପୁରଙ୍କର ଅଲିଅଲୀ ଜାହ୍ନବୀ। ବର୍ତ୍ତମାନ ପର୍ଯ୍ୟନ୍ତ ସେ…

ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟକୁ ସୁପ୍ରିମ୍‌କୋର୍ଟ ମଞ୍ଜୁରୀ

ନୂଆଦିଲ୍ଲୀ,୫।୧: ଡିସେମ୍ବର ୨୦୨୦ରେ ନୂଆ ସଂସଦ ଭବନ ନିର୍ମାଣରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ପରିବେଶ ସମ୍ପର୍କିତ କାରଣରୁ ବାଧା ସୃଷ୍ଟି କରାଯାଇଥିଲା। ତେବେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ କାମକୁ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ପ୍ରକଳ୍ପ ବାଟରେ ଥିବା କଣ୍ଟା ହଟିଯାଇଛି।…

ଡ୍ରାଗନର ଯୁଦ୍ଧ ପ୍ରସ୍ତୁତି: ଏଲ୍‌ଏସିରେ ଟ୍ୟାଙ୍କ୍‌ ମୁତୟନ କଲା ଚାଇନା

ଲେହ,୫।୧: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଚାଇନା ସୈନ୍ୟ ବାହିନୀ ପକ୍ଷରୁ ଭାରତ ସହିତ ଯୁଦ୍ଧ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏଠାରେ ଚାଇନା ଟ୍ୟାଙ୍କ୍‌ ସମେତ ଅନ୍ୟ ଯୁଦ୍ଧ ସରଞ୍ଜାମ ଠୁଳ…

ଡିଏସ୍‌ପି ଝିଅକୁ ସାଲ୍ୟୁଟ କଲେ ଇନ୍ସପେକ୍ଟର ପିତା

ହାଇଦ୍ରାବାଦ, ୫।୧: ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ରବିବାର ଟ୍ବିଟରରେ ଏକ ଫଟୋ ଶେୟାର କରାଯାଇଛି, ଯାହା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ବାପା ତାଙ୍କର ଅଫିସର ଝିଅକୁ ସାଲ୍ୟୁଟ କରୁଥିବାର ଦେଖିବାକୁ ମିଳୁଛି। ଏହି ସୁନ୍ଦର…

ଛୁଟି ନେଇ ଘରକୁ ଯିବା ଏହି କ୍ରିକେଟରଙ୍କୁ ପଡିଲା ମହଙ୍ଗା; ଦଳରୁ ପଡିଲେ ବାଦ୍‌

ସିଡନୀ,୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ରୁ ଅଷ୍ଟ୍ରେଲିଆରେ ସିଡନୀରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଚାରିଟି ଟେଷ୍ଟ ମ୍ୟାଚର ସିରିଜ ୧-୧ ବରାବର ରହିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଆୟୋଜକ ଅଷ୍ଟ୍ରେଲିଆ…

ଦେଶରେ ବାର୍ଡ ଫ୍ଲୁ ଆତଙ୍କ: କେରଳରେ ୪୦ ହଜାର କୁକୁଡାଙ୍କୁ କରାଯିବ ହତ୍ୟା

ନୂଆଦିଲ୍ଲୀ,୫।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମି ନ ଥିବା ବେଳେ ଏବେ ପୁଣି ନୂଆ ସଙ୍କଟ ଦେଖାଦେଇଛି। କେତେକ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ସ୍ଥିତି ଅଣାୟତ ହେବାରେ ଲାଗିଛି। ପୂର୍ବରୁ ରାଜସ୍ଥାନ, କେରଳ ଏବଂ ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁ…

ଭାରତୀୟ ଦଳକୁ ବଡ଼ ଝଟ୍‌କା: ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡିଲେ ଏହି ଖେଳାଳି

ସିଡନୀ,୫।୧: ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟରୁ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ ବାଦ ଦିଆଯାଇଛି। ଓପନିଂ ବ୍ୟାଟିଂ, ମିଡିଲ ଅର୍ଡର ବ୍ୟାଟିଂ ତଥା ଉଇକେଟ କିପିଂର ବିକଳ୍ପ ଭାବେ ରାହୁଲଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ସିରିଜରେ ସୁଯୋଗ ମିଳି ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri