ଟିକା: ହାଇରିସ୍କ ଗ୍ରୁପ୍କୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୩୧।୩(ବ୍ୟୁରୋ): ରାଜ୍ୟରେ ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯିବ। ଏହି ଟିକାକରଣରେ ହାଇରିସ୍କ ଗ୍ରୁପ୍ ଯଥା ରାସ୍ତାକଡ଼ ଦୋକାନୀ, ମାଛ ଓ ମାଂସ ବିକ୍ରେତା, ଅଟୋ ଓ ବସ୍ ଡ୍ରାଇଭର, ସ୍କୁଲ…
ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଲାଗିଲା ଝଟ୍କା: ବାଦ୍ ପଡ଼ିଲେ ଏହିସବୁ ଖେଳାଳି
ନୂଆଦିଲ୍ଲୀ,୩୧।୩: ପୁଣି ଦେଶରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ବିସିସିଆଇ ୧୪ତମ ଆଇପିଏଲ ଆୟୋଜନ କରୁଛି । ଏହି ଟୁର୍ନାମେଣ୍ଟ ଏପ୍ରିଲ ୯ରୁ ମେ ୩୦ ପର୍ଯ୍ୟନ୍ତ ଖେଳାଯିବ। ସମସ୍ତ ମ୍ୟାଚ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ…
ଘରକୁ ଘର ବୁଲି ଭାକ୍ସିନ ଦେବାର ସମୟ ଆସିନାହିଁ
ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଏ ନେଇ…
ଅଭିନେତାଙ୍କୁ ବାନ୍ଧିଲା ଏନ୍ସିବି
ବମ୍ବେ: ଏନ୍ସିବି ପଞ୍ଝାରେ ଆଉ ଜଣେ ଅଭିନେତା। ଡ୍ରଗ୍ସ ସମ୍ବନ୍ଧୀତ ମାମଲାରେ ଛନ୍ଦି ହୋଇଛନ୍ତି ଏଜାଜ୍ ଖାନ୍। ରାଜସ୍ଥାନରୁ ମୁମ୍ବାଇ ଫେରିବା ପରେ ମଙ୍ଗଳବାର ଏନ୍ସିବି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୂର୍ବରୁ ବଲିଉଡ୍ ଡ୍ରଗ୍ସ ମାମଲାରେ ଶାଦାବ ବାଟାଟା ଗିରଫ…
ବାରିପଦା ସବୁଠୁ ଉତ୍ତପ୍ତ, ୪୪ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର,୩୦।୩(ବ୍ୟୁରୋ): ଅସହ୍ୟ ହେଲାଣି ଖରା। ମଙ୍ଗଳବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ଜଣାପଡ଼ିଛି। ସେଥିରୁ ବାରିପଦା ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିଲା। ଏହାଛଡ଼ା ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରୀ…
ଗର୍ଭବତୀଙ୍କୁ ଚଲାଇଥିଲେ ୩ କିଲୋମିଟର
ବାରିପଦା ଅଫିସ/ଉଦଳା,୩୦ା୩(ଡି.ଏନ.ଏ.)-ହେଲ୍ମେଟ ଚେକିଂ ବେଳେ ଜଣେ ଗର୍ଭବତୀଙ୍କ ପ୍ରତି ସମବେଦନା ବଦଳରେ ଦବଙ୍ଗଗିରି ଦେଖାଇବା ମୟୂରଭଞ୍ଜ ଜିଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ…
୧୮ ସଦସ୍ୟଙ୍କୁ କରୋନା: ‘ଡ୍ୟାନ୍ସ ଦିଓ୍ବାନେ ୩’ର ଶୁଟିଂ ବାତିଲ
ବମ୍ବେ: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଶୁଟିଂ ଆରମ୍ଭ କରିଥିଲେ ବଲିଉଡ୍ ତଥା ଟେଲି ପରଦାର କଳାକାର। ହେଲେ ସେମାନଙ୍କ ଚିନ୍ତା ବଢ଼ାଇଲାଣି ମହାମାରୀର ଦ୍ୱିତୀୟ ଲହର। କାରଣ ଜଣଙ୍କ ପରେ ଜଣେ ଅଭିନେତା ନଚେତ ସହାୟକ କର୍ମଚାରୀ ହେଉଛନ୍ତି…
ନଟରାଜନଙ୍କ ପ୍ରଶଂସକ ପାଲଟିଲେ ଇଂଲଣ୍ଡର ଏହି ଯୁବ ଅଲରାଉଣ୍ଡର: କହିଲେ…
ନୂଆଦିଲ୍ଲୀ,୩୦।୩: ଭାରତ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଇଂଲଣ୍ଡର ଯୁବ ଅଲରାଉଣ୍ଡର ସାମ କୁରାନ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ଦଳ ପକ୍ଷରୁ ୮ମ ଖେଳାଳି ଭାବେ ସେ ପଡ଼ିଆକୁ ଓହ୍ଲାଇଥିଲେ। ନିଜର ପାଳିରେ ସେ ୮୩ ବଲ୍ରେ ୯ ଚୌକା ଏବଂ ୩…
ପାକିସ୍ତାନର ପୂର୍ବ ଅଧିନାୟକଙ୍କ ଭବିଷ୍ୟବାଣୀ: ଧୋନୀ-ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ଭାରତର ଏହି ଖେଳାଳି
ନୂଆଦିଲ୍ଲୀ,୩୦।୩: ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ରେ ନିଜକୁ ପ୍ରମାଣିତ କରିବା ପରେ ଇଂଲଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ। ଦଳକୁ ଆବଶ୍ୟକତା ଥିବା ବେଳେ ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ଦେଶ ତଥା ବିଦେଶର…
ଶାସ୍ତ୍ରୀଙ୍କ ଯୋଗୁ ମନୋମାଳିନ୍ୟରେ ପୂର୍ଣ୍ଣଚ୍ଛେଦ: ଭାରତୀୟ ଟିମ୍ରେ ଗଢ଼ି ଉଠିଛି ନୂଆ ବନ୍ଧୁତା, ହେଉଛି ଏଭଳି…
ନୂଆଦିଲ୍ଲୀ,୩୦।୩: ବିଗତ ଦିନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ସମ୍ପର୍କ ଖଟା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥିଲା। ଏକାଧିକ ଘଟଣାରେ ଉଭୟ ପରସ୍ପରର ବିଚାରକୁ ବିରୋଧ କରୁଥିଲେ। ହେଲେ ଏବେ ପରିସ୍ଥିତି ଓଲଟା।…
ପୁଣି ଥରେ ଅଷ୍ଟ୍ରେଲିଆ ଅଧିନାୟକ ହେବାକୁ ଚାହେଁ: ସ୍ମିଥ୍
ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ପୁଣିଥରେ ଦଳର ନେତୃତ୍ୱ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦଳ ପାଇଁ ସେ ଶ୍ରେଷ୍ଠ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଭାବିଲେ ସେ ଖୁସି ହେବେ। ଏପରିକି ଦାୟିତ୍ୱ ନେବାକୁ…
ଆଇପିଏଲ୍ ପୂର୍ବରୁ ଗାଭାସ୍କରଙ୍କ ବଡ଼ ବୟାନ: କହିଲେ ଆସନ୍ତା ସଂସ୍କରଣରେ ଏହି ଦଳକୁ ହରାଇବା ମୁସ୍କିଲ
ନୂଆଦିଲ୍ଲୀ,୩୦।୩: ଇଂଲଣ୍ଡ ବିପକ୍ଷ ସିରିଜ ଶେଷ ହେବା ପରେ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ପାଇଁ ଅଣ୍ଟା ଭିଡିଛନ୍ତି ଭାରତୀୟ ଖେଳାଳି। ସମସ୍ତ ଫ୍ରାଞ୍ଚାଇଜ୍ ଟୁର୍ନାମେଣ୍ଟ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଆଇପିଏଲ୍କୁ ନେଇ ପୂର୍ବ ଅଭିଜ୍ଞ…

